ତାଜା ଖବର ରାଜ୍ୟ NKS Bandh Call In Odisha: ୨୮ ତାରିଖ ଓଡିଶା ବନ୍ଦକୁ ସମର୍ଥନ କଲା କଂଗ୍ରେସ January 27, 2026 Papirani ଆସନ୍ତା ୨୮ ଜାନୁଆରୀ ଓଡ଼ିଶା ବନ୍ଦ । ଆସନ୍ତା କାଲି ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ପରିବହନ ବିଭାଗର ମନାମନିକୁ ନେଇ ସଂଗଠନ ରାସ୍ତାକୁ ଓହ୍ଲାଇବ । ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ…
ତାଜା ଖବର ରାଜ୍ୟ Digital Arrest Scam: ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଠକେଇ; ଅଭିଯୁକ୍ତ ଗିରଫ January 27, 2026 Papirani ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୩୦ ଲକ୍ଷ ଟଙ୍କା। ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ମହିଳାଙ୍କ ଫୋନକୁ କଲ କରି ମୁମ୍ବାଇ କୋଲାବ ଥାନା ଅଧିକାରୀ ପରିଚୟ ଦେବା…
ଖେଳ ତାଜା ଖବର T20 World Cup 2026: ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍ପେନ୍ସ; ସୋମବାର ସୁଦ୍ଧା ଜଣାଇବ ନିଷ୍ପତ୍ତି January 27, 2026 Papirani ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍ପେନ୍ସ ଜାରି ରହିଛି। ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ଏନେଇ ସୋମବାର…
ଖେଳ ତାଜା ଖବର ରାଜ୍ୟ Hockey India League 2025-26: ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା କଳିଙ୍ଗ ଲାନ୍ସର୍ସ January 27, 2026 Papirani ପୁଣି କଳିଙ୍ଗ ଲାନ୍ସର୍ସ ହେଲା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ କଳିଙ୍ଗ ଲାନ୍ସର୍ସ ବିଜେତା ହେଇଛି । ଦ୍ଵିତୀୟ ଥର ଚାମ୍ପିଅନ…
ତାଜା ଖବର ରାଜ୍ୟ Adivasi Mela 2026: ଆଜିଠୁ ଆରମ୍ଭ ଆଦିବାସୀ ମେଳା; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 26, 2026 Papirani ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ । ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଆଜି ଆଦିବାସୀ ମେଳା ୨୦୨୬ ଉଦଘାଟନ ଅବସରରେ…
ତାଜା ଖବର ବିଶ୍ୱ Bangladesh Crisis: ୩ ବରିଷ୍ଠ ପୋଲିସଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ January 26, 2026 Papirani ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଢାକାର ପୂର୍ବତନ ପୋଲିସ ମୁଖ୍ୟ ସମେତ ୩ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । ୨୦୨୪ରେ ଶେଖ ହସିନା ସରକାର ବିରୁଦ୍ଧରେ ହୋଇଥିବା ବିକ୍ଷୋଭରେ ୬ ଜଣ ବିକ୍ଷୋଭକାରୀଙ୍କୁ ଗୁଳି…
ତାଜା ଖବର ରାଜ୍ୟ Khandagiri Jatra Guidelines: ଖଣ୍ଡଗିରି ଯାତ୍ରା ପାଇଁ ପୋଲିସର ୧୪ ନିୟମ; ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍ January 25, 2026 Papirani ଖଣ୍ଡଗିରି ଯାତ୍ରା ପାଇଁ ଯାତ୍ରା କମିଟି ମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍ । ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି ଯାତ୍ରା। ଦୀର୍ଘ ୯ ଦିନ ବ୍ୟାପି ହେବାକୁ ଥିବା ଏହି ମେଳା ପାଇଁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ୍…
ତାଜା ଖବର ଦେଶ Veteran journalist Mark Tully Passes Away: ଭାରତର ପ୍ରଖ୍ୟାତ ସାମ୍ୱାଦିକ ମାର୍କ ଟଲିଙ୍କ ପରଲୋକ January 25, 2026 Papirani ଭାରତର ପ୍ରଖ୍ୟାତ ସାମ୍ୱାଦିକ ମାର୍କ ଟଲିଙ୍କ ପରଲୋକ । ୯୦ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ମାର୍କ ଟୁଲି ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ ସପ୍ତାହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
ତାଜା ଖବର ରାଜ୍ୟ 4 From Odisha To Get Padma Shri: ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର January 25, 2026 Papirani ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ୨୦୨୬ ବର୍ଷରେ ପଦ୍ମ ପୁରସ୍କାର ପାଇବେ ମୋଟ ୧୩୧ ଜଣ। ୫ ଜଣଙ୍କୁ…
ତାଜା ଖବର ରାଜ୍ୟ Non-Veg Food Row in Koraput: କୋରାପୁଟରେ ହଟିଲା ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ କଟକଣା January 25, 2026 Papirani ସୋମବାର ଦିନ ଗଣତନ୍ତ୍ର ଦିବସରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ନିରାମିଷ ସାମଗ୍ରୀ ବିକ୍ରୟ ଉପରେ ନିଷେଧ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛି। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଉପଯୁକ୍ତ ବିଚାର…