ତାଜା ଖବର ଦେଶ ମନୋରଞ୍ଜନ ସୁପରଷ୍ଟାର ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ September 30, 2024 Nirvay ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଶ୍ରୀ ବୈଷ୍ଣବ ସୋସିଆଲ ମିଡ଼ିଆ ପୋଷ୍ଟ ଏକ୍ସରେ ଲେଖିଛନ୍ତି, ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର…
ତାଜା ଖବର ମନୋରଞ୍ଜନ ରାଜନୀତି ରାଜ୍ୟ ନବୀନ ନିବାସରେ ଓଡ଼ିଆ ଚଳଚିତ୍ର ‘ଦମନ’ ଟିମ୍ August 17, 2024 Papirani ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ…
ତାଜା ଖବର ମନୋରଞ୍ଜନ ରାଜ୍ୟ ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର August 17, 2024 Papirani ଓଡ଼ିଆ କଳାକାର ପାଇଲେ ଜାତୀୟ ଚଳଚିତ୍ର ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ରେ ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ପାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ‘ୟାନ୍’ ପାଇଁ ଶ୍ରେଷ୍ଠ…
ତାଜା ଖବର ମନୋରଞ୍ଜନ ରାଜ୍ୟ ଓଡ଼ିଆ ‘ଦମନ’କୁ ମିଳିବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର August 16, 2024 Papirani ୨୦୨୨ ମସିହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିଥିବା ଦମନ ମାନକ ଓଡ଼ିଆ ଚଳଚ୍ଚିତ୍ରକୁ ମିଳିବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷଣା ହୋଇଛି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ ।…
ମନୋରଞ୍ଜନ ଆପୋଷ ବୁଝାମଣାରେ ଅଲଗା ହେଲେ ହାର୍ଦ୍ଦିକ ଓ ନତାଶା July 18, 2024 Nirvay କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକଙ୍କ ବିବାହ ବିଚ୍ଛେଦକୁ ନେଇ ଅନେକ ସମୟରେ କିଛି ନା କିଛି ଶୁଣିବାକୁ ମିଳୁଥିଲା। ଏହି ଖବର ସେମାନଙ୍କ ଫ୍ୟାନଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାର ବିଷୟ ଥିଲା। ଏବେ ସବୁ ଚର୍ଚ୍ଚା ଓ…
ତାଜା ଖବର ଦେଶ ମନୋରଞ୍ଜନ ମିଡ଼ିଆ ବାଦଶାହ ରାମୋଜୀ ରାଓଙ୍କ ପରଲୋକ June 8, 2024 Papirani ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍ ଜଣାଶୁଣା ରାମୋଜୀ ରାଓ ଗ୍ରୁପର ପ୍ରତିଷ୍ଠାତା ସି.ରାମୋଜୀ ରାଓଙ୍କର ପରଲୋକ । ତେଲୁଗୁ ନ୍ୟୁଜ୍ ଏବଂ ଗଣମାଧ୍ୟମ ଏଟିଭି ନେଟୱାର୍କର ମୁଖ୍ୟ ତଥା ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଆଜି ଭୋର ପ୍ରାୟ ୩ଟା…
ତାଜା ଖବର ମନୋରଞ୍ଜନ ରାଜ୍ୟ ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ May 31, 2024 Papirani ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଚନ୍ଦନ କର ଗିରଫ କରାଯାଇଛି। ଭୁବନେଶ୍ବର ମହିଳା ଥାନା ପୁଲିସ ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କରିଛି। ଅନ୍ତରଙ୍ଗ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି ବ୍ଲାକମେଲ୍ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ।…
ତାଜା ଖବର ଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ ୧୭ରେ ଓଡିଶା ଆସିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ May 15, 2024 Papirani ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଭୁବନେଶ୍ୱର ଓ କଟକରେ…
ତାଜା ଖବର ମନୋରଞ୍ଜନ ରାଜନୀତି ରାଜ୍ୟ ଅନୁଭବ ମହାନ୍ତିଙ୍କୁ ଝଟକା; ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ May 8, 2024 Papirani ପୁଣି ଅଡୁଆରେ ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି। ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ…
ମନୋରଞ୍ଜନ ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଉଦାସ February 26, 2024 Nirvay ମୁମ୍ବାଇ: ବଲିଉଡ ସିନେମାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ଯୋଗୁଁ ଦୀର୍ଘଦିନରୁ ଚିକିତ୍ସିତ ଅବସ୍ଥାରେ ରହିଥିଲେ ପଙ୍କଜ । ୭୨ ବର୍ଷ ବୟସରେ ଆଜି ପ୍ରାଣତ୍ୟାଗ କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଉଦାସ । ପଙ୍କଜଙ୍କ…