Category: ବ୍ୟବସାୟ

Gold And Silver Prices Today: ସୁନା ଦର ଆକାଶଛୁଆଁ; ଦେଢ଼ଲକ୍ଷ ଟପିଲା ସୁନା ଦର

ଆକାଶଛୁଆଁ ହେଲା ସୁନା ଦର । ଦିନକୁ ଦିନ ସୁନା ଓ ରୁପା ଦର ହୁ ହୁ ହୋଇ ବଢିଚାଲିଛି। ଭାରତୀୟ ବଜାରରେ ଦେଢ ଲକ୍ଷ ଟପିଛି ସୁନା ଦର। ୨୪ କ୍ୟାରେଟ୍ ଦେଢ଼ଲକ୍ଷ ଟପିଥିବା ବେଳେ ୨୨ କ୍ୟାରେଟ୍ ଦାମ୍…

ବିଜୟଙ୍କ ଉପରେ ପୁରୁଣା ରାଗ; ଶୁଝାଇଲେ ପୁଅ ଅରବିନ୍ଦଙ୍କ ଉପରେ

ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ୨ଜଣ ଦଳୀୟ ବିଧାୟକ ପାଟକୁରାର ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ସନାତନ ମହାକୁଡ଼ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି । ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ନବୀନଙ୍କ ଏହି…

Stock Market Crash: ୨୬ ହଜାରରୁ ତଳକୁ ଖସିଲା ନିଫ୍ଟି

ଘରୋଇ ଷ୍ଟକ୍ ବଜାରରେ ଆଜି ଏକ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ଦିନ ବି ତଳକୁ ଖସି ସେୟାର ବଜାର ବନ୍ଦ ହୋଇଛି । ଗୁରୁବାର ସକାଳେ ସେୟାର ବଜାର ଖୋଲିବା ପୂର୍ବରୁ ୨୦୦ ଅଙ୍କ ତଳକୁ ଖସିଥିଲା…

Reels in Lok Seva Bhawan: ଲୋକସେବା ଭବନରେ ରିଲ୍ସ; ଗାଇଡ୍‌ଲାଇନ ଆଣିବ ଗୃହ ବିଭାଗ

ରାଜ୍ୟର ପ୍ରମୁଖ ପ୍ରଶାସନିକ ମୁଖ୍ୟାଳୟ ଲୋକ ସେବା ଭବନ ଭିତରେ ମାଳ ମାଳ ସୋସିଆଲ ମିଡିଆ ରିଲ୍ ସୁଟିଂ ହେଉଥିବା ରିପୋର୍ଟ ଉପରେ ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ…

Risk Allowance Hike: ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଲା SOG ଯବାନ ଓ ଅଧିକାରୀ ମାନଙ୍କ Risk Allowance

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ।ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ…

Chandbali minor girl’s rape-murder case: ୨୭ ତାରିଖରେ ଭକ୍ତଙ୍କ ନେତୃତ୍ୱରେ ଚାନ୍ଦବାଲି ଗସ୍ତ କରିବେ ପିସିସି ପ୍ରତିନିଧି ଦଳ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗ‌ଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନାର ଏହା ଅଉ ଏକ ଉଦାହରଣ। ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁ ସମବେଦନା ଜଣାଇବା…

Gold Price Hike: ଉପରମୁହାଁ ସୁନାଦର; ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି

ଆଜି ପୁଣି ଉପରମୁହାଁ ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ପାଇ ହେଲା ୧ ଲକ୍ଷ ୩୮ ହଜାର ୫ ଶହ ୫୦ ଟଙ୍କା । ୨୨ କ୍ୟାରେଟ୍ ୨୨ ଶହ…

Lalu Yadav Family Feud: ତୀବ୍ର ହେଲା ଲାଲୁଙ୍କ ପରିବାର ବିବାଦ; କିଡନୀ ପ୍ରତିରୋପଣ ଉପରେ ଅପମାନ ଅଭିଯୋଗ ଆଣିଲେ ରୋହିଣୀ ଆଚାର୍ଯ୍ୟ

ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ୨୪ ଘଣ୍ଟା ନ ବିତିଣୁ ଲାଲୁ ଯାଦବଙ୍କ ଝିଅ ରୋହିଣୀ ରାଜନୀତି ଓ ପରିବାର ଉଭୟ ଛାଡିବାକୁ ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ରୋହିଣୀ ଏହି ଘୋଷଣା କରିଛି । ଏପରିକି ରୋହିଣୀଙ୍କ…

Nuapada Bypoll: ଶସ୍ତା ରାଜନୀତି କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ବିଜେଡି ଓ କଂଗ୍ରେସ: ମନମୋହନ ସାମଲ 

ଏକ ଅଭାବନୀୟ ପରିସ୍ଥିତିରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୧ ତାରିଖ ଦିନ ନୂଆପଡାବାସୀ ତାଙ୍କ ବିଧାୟକଙ୍କୁ ଚୟନ କରିବେ । ଆଜି ପ୍ରଚାର ପ୍ରସାର କାର୍ଯ୍ୟ ଶେଷ ହେବାକୁ ଯାଉଥିବାବେଳେ ଆସନ୍ତା ୧୪ ତାରିଖ ଦିନ…

Subhadra Yojana: ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା

ଆସନ୍ତା ମାର୍ଚ୍ଚ ୮ ତାରିଖରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସୂଚନା ଦେଇଛନ୍ତି । ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା । ଆଜିଠାରୁ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ…