ଚଳିତବର୍ଷ ନିର୍ବାଚନରେ ରାଜ୍ୟ ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଟ୍ଟ ପରିବର୍ତନ ହୋଇଛି । ଉପକୂଳରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଓ ଉତ୍ତରରେ ଉଡିଛି ବିଜେପିର ବିଜୟ ଧ୍ୱଜା । ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି।  ସେହିପରି ମ୍ନରାଜ୍ୟର ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସଂସଦୀୟ କ୍ଷେତ୍ରରେ ବିଜୟଲାଭ କରିଥିବା କଂଗ୍ରେସ ଗୋଟିଏ ସିଟ୍‌ ଜିତିଛି।

ନିମ୍ନରେ ଦିଆଯାଇଥିବା ତଥ୍ୟରେ ଜାଣନ୍ତୁ ଚଳିତବର୍ଷରେ କେଉଁଠି କେଉଁ ସ୍ଥାନରେ କିଏ ବିଜୟ ଲାଭ କରିଥିବା ବିଧାୟକ ଓ ଲୋକସଭାର ପ୍ରାର୍ଥୀ ନାମ:-

Leave a Reply

Your email address will not be published. Required fields are marked *