ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କୋଷ୍ଟାଲ ହାଇୱେ ଏକ ଡ୍ରିମ୍ ପ୍ରୋଜେକ୍ଟ ପାଇଁ ମୋଦି ଓ ଶାହାଙ୍କ ସହ ଆଲୋଚନା ହୋଇଛି । ଏହାକୁ ମଧ୍ୟ ଅନୁମତି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ କଟକ ଜିଲ୍ଲା ଟାଙ୍ଗୀ ଯାଏ ବାଇପାସ୍ ରାସ୍ତାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭୁବନେଶ୍ବର ରିଂ ରୋଡ ଲାଗି ମଞ୍ଜୁରି ମିଳିଛି।

ରାଜ୍ୟ ସଭାପତି ମନମୋହନ ସାମଲ ଆଉ ମଧ୍ଯ କହିଛନ୍ତି ସାଇକ୍ଲୋନ ପ୍ରୋଟେକ୍ସନ୍ ୱାଲ ସହ ପୋଲାଭରମ ପ୍ରକଳ୍ପକୁ ନେଇ ଆଲୋଚନା ହୋଇଛି କିନ୍ତୁ ନିଷ୍ପତ୍ତି ଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

Leave a Reply

Your email address will not be published. Required fields are marked *