ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ଫିରିଙ୍ଗିମାଲ ଗାଁରେ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ । ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ନେତୃତ୍ୱ ନେଇଥିଲେ । ପୂର୍ବତନ ମନ୍ତ୍ରୀ ରିତା ସାହୁ ଏବଂ ବିଜେଡି ନେତା ରାଜୁ ଘିବେଲା ମଧ୍ୟ ଉପସ୍ଥିତ ଥିଲେ । ଉତ୍ତାରଞ୍ଚଳ ଆଇଜିଙ୍କ ଘରୋଇ କଳହରୁ ଆତ୍ମାହୁତି ବୟାନକୁ ଖଣ୍ଡନ କରିଛନ୍ତି ପରିବାର । ତଦନ୍ତ ନ କରି କାହା ଚାପରେ ଆଇଜି ଏଭଳି ବକ୍ତବ୍ୟ ଦେଇଛନ୍ତି ବୋଲି ଛୁରିଆ ଗଣମାଧ୍ୟମକୁ କହିଛନ୍ତି । Post navigation ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ