Bhadrak dist admin urges to include 'Palua Ladoo' in breakfast
ଜଳଖିଆରେ ପାଳୁଅ ଲଡ଼ୁକୁ ସାମିଲ କରିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
 
ସରକାରୀ କାର୍ଯ୍ୟକ୍ରମରେ ଜଳଖିଆରେ ‘ପାଳୁଅ ଲଡୁ’ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ ବିଭାଗକୁ ଜିଲ୍ଲାପାଳଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।
 
ପାଳୁଅ ଲଡ଼ୁକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଉଥିବାରୁ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇ ପ୍ରଶାସନିକ ସ୍ତରରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *