ଭରତପୁର ଥାନା ପରେ ଏବେ ରାଉରକେଲାର ବନ୍ଧମୁଣ୍ଡା ଥାନା ଆଇଆଇସିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ । ଅଭିଯୋଗ ପରେ ଆଇଆଇସିଙ୍କୁ ଏସ୍‌ପି ଅଫିସକୁ ବଦଳି କରାଯାଇଥିବା ସୂଚନା । ତେବେ ଏହି ଘଟଣା ମହିଳା ଡିଏସପିଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ଏବଂ ସମସ୍ତ ଘଟଣା ସଂପର୍କରେ ନଜର ରଖିଛନ୍ତି ଏସ୍‌ପି ।

Leave a Reply

Your email address will not be published. Required fields are marked *