Author: Papirani

ଗାଡ଼କଣରେ ଖିରି ଖାଇଲେ ମୋଦି; ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ

ଆଜି ୭୪ତମ ଜନ୍ମଦିନରେ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାରେ ପହଞ୍ଚି ଭୁବନେଶ୍ବର ଗାଡ଼କଣକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ପହଞ୍ଚି ଗାଡ଼କଣରେ ମୋଦୀଙ୍କ ପାଇଁ ତିଆରି ହୋଇଥିବା କ୍ଷୀରି ଖାଇ ପରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା

ମଙ୍ଗଳବାର ଅର୍ଥାତ୍ ଆଜି ଆପ୍ ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ଆମ ଆଦମୀ ପାର୍ଟି (ଏଏପି)ର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ସୁପ୍ରିମୋ ଅରବିନ୍ଦ…

ଆଫଗାନିସ୍ତାନରେ ପୋଲିଓ ଟୀକାକରଣ ଅଭିଯାନ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

ସାରା ବିଶ୍ୱରେ ପୋଲିଓ ଭୂତାଣୁ ବ୍ୟାପିଥିବା ୨ଟି ଦେଶ ହେଉଛନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ। କିନ୍ତୁ ଆଫଗାନିସ୍ତାନରେ ପିଲାମାନଙ୍କୁ ଦିଆଯିବାକୁଥିବା ପୋଲିଓ ବିରୋଧୀ ଟିକା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ । ତାଲିବାନ ପକ୍ଷରୁ ପୋଲିଓ ଟିକାକରଣ ଅଭିଯାନକୁ ବାତିଲ…

ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା: କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ଼ ମାରିବା ସହ ଗିରଫ କରିଥିବା ମାମଲାର କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି…

ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ 

ଆଜି ବିଜେପିକୁ ଟାର୍ଗେଟ କରି କଂଗ୍ରେସ ନେତା ବିଶ୍ଵ ରଂଜନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୁଭଦ୍ରା ପ୍ରସଙ୍ଗରେ ବିଜେପିକୁ ୩ଟି ପ୍ରଶ୍ନ କରିଛି କଂଗ୍ରେସ। ସେ କହିଛନ୍ତି ସୁଭଦ୍ରା ଯୋଜନାର କେତେ ମହିଳା ସାମିଲ ହେବେ…

ରାଜ୍ୟରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ବର୍ଷା ନେଇ ଆସନ୍ତା କାଲି ସକାଳ ଯାଏଁ ୨ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ମୟୂରଭଞ୍ଜ, ଦେବଗଡ଼,…

ରାଜଧାନୀରେ ଦ୍ରୁତ ଗତି ସହ ବେପରୁଆ ଗାଡ଼ି ଚାଳନା; ୫ ଗିରଫ

ଭୁବନେଶ୍ବର ରାଜରାସ୍ତାରେ ଉଦ୍‌ଭ୍ରାନ୍ତ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ । ରାମମନ୍ଦିରରୁ ରୂପାଲି ଛକ ଯାଏ ବେପାରୁଆ ଗାଡି ଚଳାଇ ରାଜରାସ୍ତାରେ ଆତଙ୍କ ଖେଲାଇଥିବା ୪ଟି କାର୍‌ ଓ ସେଥିରେ ଥିବା ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।…

ସୁଭଦ୍ରା ଯୋଜନାକୁ ନେଇ ମାତିଛନ୍ତି ସାଇବର ଠକ; ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ

ସେପ୍ଟେମ୍ବର ୧୭ ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାତିଥିବା ସାଇବର ଠକଙ୍କଠୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସୁଭଦ୍ରା ଯୋଜନାର…

ସରକାରୀ ମଦ ଦୋକାନରୁ ଜବତ ହେଲା ନକଲି ମଦ

ଦିନକୁ ଦିନ ଏହି ମଦ ଦୁର୍ନୀତି ମାମଲା ବଢ଼ି ବଢ଼ି ଚାଲିଛି। ଚିକିଟି ମଦମୃତ୍ୟୁ ଭୟ ମନରୁ ଲିଭି ନଥିବା ବେଳେ ଦିନକୁ ଦିନ ରାଜ୍ୟରେ ନକଲି ମଦ ଠାବ କରାଯାଉଛି । ସେହିପରି ଆଜି ରାଜଧାନୀରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ…

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ବିଭିନ୍ନ ନଦୀ; ବନ୍ୟା ଆଶଙ୍କା

ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ବଢୁଛି ନଦୀସ୍ତର ।ଲଗାଣ ବର୍ଷା ପରେ ରାଜ୍ୟରେ ଫୁଲୁଛି ବିଭିନ୍ନ ନଦୀ । ଏଥିସହିତ କେତେକ ନଦୀରେ ମଧ୍ୟ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତ ଦୁଇଦିନ…