Author: Papirani

ଏକଜିଟ୍ ପୋଲ୍ ଆକଳନ: ହରିୟାଣାରେ କଂଗ୍ରେସ; ଜାମ୍ମୁ କାଶ୍ମୀରରେ କଂଗ୍ରେସ-ଏନସି ଆଗୁଆ

ହରିୟାଣା ଓ ଜାମ୍ମୁକାଶ୍ମୀରର ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ଏକଜିଟ୍ ପୋଲ୍ ଆକଳନ । ହରିୟାଣାରେ ନିର୍ବାଚନ ପରେ ଏଗଜିଟ ପୋଲର ଆକଳନ ସାମ୍ନାକୁ ଆସିଛି । ନିର୍ବାଚନ ପରେ ଦୈନିକ ଭାସ୍କରର ଆକଳନ ଅନୁସାରେ ବିଜେପିକୁ ମିଳିପାରେ…

ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ – ମୁଖ୍ୟମନ୍ତ୍ରୀ

ଆଜି ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା…

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆସନ୍ତା ଅକ୍ଟୋବର ୭ ଏବଂ ଅକ୍ଟୋବର ୧୪ ତାରିଖ ୨ ଦିନ ପାଇଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ; ୭ ତାରିଖରେ…

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ; ଏଥର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଘୋଷଣା ହେଲା ୨୦୨୫ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ତାରିଖ । ଏଥର ଦୁଇଟି ପର୍ୟ୍ୟାୟରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଚଳତବର୍ଷ ଦୁଇଟି ପର୍ୟ୍ୟାୟ ଇଣ୍ଟରନାଲ ଓ ମୁଖ୍ୟ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ…

ରାଜ୍ୟରେ ପୁନଃଗଠନ ହେବ ଓସ୍‌ଡମା

ରାଜ୍ୟରେ ପୁନଃଗଠନ ହେବ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଓସ୍‌ଡମା)। ଓସ୍‌ଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭ ନୂଆ ପଦବୀ ସୃଷ୍ଟି ହୋଇଛି। ପୁନଃଗଠନ ପରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇ ୧୨୯ ହେବ। ଏଥିରେ ୪ଟି…

ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ସତ୍ୟକୁ ଲୋକଲୋଚନକୁ ଆଣିବା ପ୍ରତ୍ୟେକ ଗଣମାଧ୍ୟମର ନୀତି ହେବା ଉଚିତ୍। ସମାଜର ପରିବର୍ତ୍ତନକୁ ଠିକ୍ ଭାବରେ…

ଇସ୍‌ଲାମାବାଦ୍‌ ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍‌ ଜୟଶଙ୍କର

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନ(ଏସସିଓ)ର ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆସନ୍ତା ୧୫, ୧୬ରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍‌ ଜୟଶଙ୍କର । ଏନେଇ ସ୍ପଷ୍ଟ କଲେ…

ସୁରକ୍ଷା କର୍ମୀଙ୍କ ଗୁଳିରେ ୨୮ ମାଓବାଦୀ ନିପାତ

ଓଡିଶା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ାରେ ମୁହାମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷାବାହୀନି । ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା ସୀମାରେ ହୋଇଛି ଏନ୍‌କାଉଣ୍ଟର । ଉଭୟ ପକ୍ଷରୁ ଦିର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ଚାଲିଥିବା ବେଳେ ଶେଷରେ ସୁରକ୍ଷା କର୍ମୀଙ୍କ…

ଶିମିଳିପାଳ ଜଙ୍ଗଲରେ କଳାବାଘ; କ୍ୟାମେରାରେ ହେଲା କଏଦ

ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । ଯାହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ଏହି ଭିଡିଓ ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ…

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫ ସଂସ୍କରଣ…