Author: Papirani

ସିମ୍‌ ବକ୍ସ ଖୋଳତାଡ଼; ରାଞ୍ଚିରେ ତୃତୀୟ ସିମ୍‌‌ ବକ୍ସ ଠାବ

ଭୁବନେଶ୍ବର, କଟକ ପରେ ଏବେ ରାଞ୍ଚିରେ ବାହାରିଲା ସିମ୍‌ ବକ୍ସ । ସିମ୍‌ ବକ୍ସକୁ ନେଇ ଅଧିକ ଖୋଳତାଡ଼ ଚାଲିଥିବା ବେଳେ ଆଜି ଝାଡଖଣ୍ଡରେ ତୃତୀୟ ସିମ୍‌‌ ବକ୍ସ ଠାବ କରିଛି କମିଶନରେଟ ପୁଲିସ । ଏହାପରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ…

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ ଓ ୭୪୩ ଡଲ୍‌ଫିନ୍‌

ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହରେ ପ୍ରଶ୍ନକାଳ ସମୟରେ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ସମୁଦାୟ ରାଜ୍ୟରେ ଅଛନ୍ତି ୨୭…

ସ୍କୁଲରେ ୨ ଶିଶୁଙ୍କୁ ଯୌନ ନିର୍ଯାତନା ଘଟଣା: ରେଳ ଅଟକାଇଲେ ଶତାଧିକ ଅଭିଭାବକ

ମହାରାଷ୍ଟ୍ର ଠାଣେର ଏକ ସ୍କୁଲରେ ଦୁଇ ୩ ଓ ୪ ବର୍ଷର ଦୁଇ ଶିଶୁଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଭାବକଙ୍କର ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି। ରେଳ ଧାରଣାରେ ରେଳ ଅଟକାଇ ବିକ୍ଷୋଭ କରିଛନ୍ତି ହାଜର ହଜାର ଅଭିଭାବକ । ଏହା…

ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ

ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ।୧୧ ସଦସ୍ୟ ବିଶିଷ୍ଟ ଏନ୍‌ଏସିରେ ଆଜି ଭୋଟ ଦେଇଥିଲେ ୮ ଜଣ । ସପକ୍ଷରେ ଭୋଟ ଦେଲେ ୭ ସଦସ୍ୟ, ଗୋଟିଏ ଭୋଟ୍‌ ନାକଚ…

ବିଧାନସଭାରେ କଲେଜ ନିର୍ବାଚନ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା; ୪ଟା ଯାଏଁ ଗୃହ ମୁଲତବି

ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି । କଲେଜ ନିର୍ବାଚନ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ବିଧାୟକମାନେ…

ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହମଲା; ଜଣେ ଯବାନ ସହିଦ 

ଜମ୍ମୁ ଓ କଶ୍ମୀରର ଉଦ୍ଧମପୁର ଜିଲ୍ଲାର ଡୁଡୁ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆତଙ୍କବାଦୀଙ୍କ ଗୁଳିରେ ସିଆରପିଏଫର ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ସୂଚନା ମୁତାବକ; ଡୁଡୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର…

ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ୧ ଲକ୍ଷ ୮୦ ହଜାର 

ଗୃହ ଏବଂ ସହରାଞ୍ଚଳ ଗରିବ ଲାଘବ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…

ଆଖି ବୁଜିଲା ଚନ୍ଦକା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’

ଆଖି ବୁଜିଲା ଚନ୍ଦକା ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ । ବିଦ୍ୟୁତ ଆଘାତରେ ଜୀବନ ଯାଇଥିବା ସନ୍ଦେହ । ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ଆସି ପହଞ୍ଚି ମୃତଦେହ ଜବତ କରିଛି…

ନବୀନ ନିବାସରେ ପାଳନ କରାଗଲା ରକ୍ଷା ବନ୍ଧନ; ନବୀନଙ୍କ ହାତରେ ବାନ୍ଧିଲେ କୁନି କୁନି ଝିଅମାନେ ରାକ୍ଷୀ

ଛୋଟ ଛୋଟ ସ୍କୁଲ ପିଲା ନବୀନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ୫୦୦ ରୁ ଅଧିକ ଭଉଣୀମାନେ 

ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…