Author: Papirani

ଘନ କୁହୁଡ଼ି ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ମୃତ, ୫ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକାନପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଘନ କୁହୁଡି ଯୋଗୁଁ କିଛି ଦେଖା ନଯିବା ଫଳରେ ଟ୍ରେଲରକୁ ପଛପଟୁ ପିକଅପ୍‌…

ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ନଭେମ୍ବର ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ନଭେମ୍ବର ଶେ‌ଷ ସୁଦ୍ଧା ଆହୁରି ୨୦ ଲକ୍ଷ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ…

ଗତକାଲି ରାଜଧାନୀରେ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣ ଅଟକ

ଗତକାଲି ସହିଦନଗର ୱିନର କ୍ଳବ ସମ୍ମୁଖରେ ହୋଇଥିବା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ଏହା ସହ ଫେରାର ଥିବା ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରି ପୋଲିସ…

ଆଜି ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଏକାଧିକ ପ୍ରକଳ୍ପର କରିବେ ଶିଳାନ୍ୟାସ

ଆଜି ବାଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁଷୁରା, ବେଲପଡ଼ା, ପାଟଣାଗଡ଼ ଏବଂ ବଲାଙ୍ଗିରରେ ଆୟୋଜିତ ସମୁଦାୟ ୬ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଜିଲ୍ଲାରେ ୫୯୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…

ୱେବସାଇଟରୁ ଅଦିନିଆ ସ୍ନାନ ଯାତ୍ରା ତଥ୍ୟ ହଟାଇଲା ଇସ୍କନ କିନ୍ତୁ ରଥଯାତ୍ରା ପାଇଁ ତଥ୍ଯ ନାହିଁ

ଆମେରିକା ହ୍ୟୁଷ୍ଟୋନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଡ଼ ଖବର ସାମନାକୁ ଆସିିଛି । ଆସନ୍ତା ନଭେମ୍ବର ୩ ତାରିଖରେ ଇସ୍କନ ପକ୍ଷରୁ ହେବାକୁ ଥିବା ସ୍ନାନ ଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ରହିଛି। କିନ୍ତୁ ରଥଯାତ୍ରା ଆୟୋଜନ ବାତିଲ କି…

ଆସନ୍ତା ୬ ତାରିଖ ଦିନ ପଦ୍ମ ଧରିବେ ସୁନନ୍ଦା ଦାସ

ଆସନ୍ତା ୬ ତାରିଖରେ ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ୬ ତାରିଖ ପୂର୍ବାହ୍ନରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ସାମିଲ ହେବା ନେଇ ସୂଚନା ଦେଲେ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ । ସୂଚନା ଯୋଗ୍ୟ; ୨୦୧୯ରେ ବିଜେଡି…

ଜେଏସଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଭାବେ କେନ୍ଦୁଝରରେ କରିବେ ମେଗା ଷ୍ଟିଲ ପ୍ଲାଣ୍ଟ

କେନ୍ଦୁଝରରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଷ୍ଟିଲପ୍ଲାଣ୍ଟ୍ । କେନ୍ଦୁଝରରେ ଜେଏସଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ ବୋଲି ଆଜି କେନ୍ଦୁଝର ଗସ୍ତ ଅବସରରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶାର ବିକାଶ କେନ୍ଦୁଝରରୁ ଆରମ୍ଭ ହେବାକୁ…

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ବିବେକ ଦେବରୟଙ୍କ ପରଲୋକ

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ତଥା ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ଆଜି ପରଲୋକ ହୋଇଯାଇଛି। ବିବେକ ଦେବରୟ ଭାରତ ସରକାରଙ୍କ ଅନେକ ପ୍ରମୁଖ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି। ବିବେକ ଦେବରୟଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି…

ଜିଏସଟି ରେଡ଼ ସମୟରେ ଅସୁସ୍ଥ ହୋଇ ମୃତ୍ୟୁବରଣ କଲେ ଜୟପୁର ସୁନା ବ୍ୟବସାୟୀ

ଜୟପୁରର ମୁଖ୍ୟ ରାସ୍ତାରେ ଥିବା ନ୍ୟୁ ବାସବି ଜୁଏଲାରୀ ଦୋକାନ ମାଲିକଙ୍କ ମୃତ୍ୟୁ । ଜୁଏଲାରୀ ବ୍ୟବସାୟୀ ‘ନାନୀ ବାବୁ’ନାମରେ ପରିଚିତ ହରି ପ୍ରସାଦଙ୍କ ମୃତ୍ୟୁ ଏବେ ସମଗ୍ର ବ୍ୟବସାୟୀଙ୍କୁ ଚକିତ କରିଛି। କିଛି ଦିନ ତଳେ ଅକ୍ଟୋବର ୨୯ ଧନତେରାସରେ…

ସୁଭଦ୍ରା ଯୋଜନାରେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କ ପାଇଁ ଆସିବ ଗାଇଡ଼ ଲାଇନ; ଉପମୁଖ୍ୟମନ୍ତ୍ରୀ

‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା। ସେ କହିଛନ୍ତି, ଖୁବ୍‌ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ପର୍ଯ୍ୟାୟର ଟଙ୍କା ମିଳିବ। କିନ୍ତୁ ଏହା ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ। ବାଦ୍‌ ପଡ଼ିଥିବା…