ତାଜା ଖବର ରାଜନୀତି ରାଜ୍ୟ ଆସନ୍ତା ବର୍ଷରୁ ଫେରିବ କଲେଜ ଛାତ୍ର ସଂସଦ ନିର୍ବାଚନ August 19, 2024 Papirani ଆସନ୍ତା ବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାର ଦ୍ବିତୀୟ ଅଧିବେଶନରେ ଆସିବ ସୁଭଦ୍ରା ଯୋଜନାର SOP August 19, 2024 Papirani ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଦ୍ବିତୀୟ ଅଧିବେଶନ । ଏହି ଅଧିବେଶନରେ ଆସିବ ସୁଭଦ୍ରା ଯୋଜନାର SOP ବୋଲି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାଙ୍କ ସୁରକ୍ଷା ପାଇଁ ହୋଇଛି ସୁଭଦ୍ରା ଯୋଜନା ।ବିଧାନସଭା ଚାଲିବାକୁ…
ତାଜା ଖବର ଦେଶ ରାଜନୀତି ରାକ୍ଷୀପୂର୍ଣ୍ଣିମା ଅବସରରେ ମହିଳାଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି August 19, 2024 Papirani ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ରକ୍ଷାବନ୍ଧନର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବ ସମସ୍ତ ଭଉଣୀ…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା August 19, 2024 Papirani ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ…
ତାଜା ଖବର ମନୋରଞ୍ଜନ ରାଜନୀତି ରାଜ୍ୟ ନବୀନ ନିବାସରେ ଓଡ଼ିଆ ଚଳଚିତ୍ର ‘ଦମନ’ ଟିମ୍ August 17, 2024 Papirani ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ…
ତାଜା ଖବର ଦେଶ ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍ଏର ଚିଠି; ହସ୍ପିଟାଲରେ ଏୟାରପୋର୍ଟ ଭଳି ଦିଆଯାଉ ସୁରକ୍ଷା August 17, 2024 Papirani କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍ଏ) । ଚିଠିରେ ଆଇଏମ୍ଏ ତରଫରୁ ୫ଟି ବଡ଼ ଦାବି ଜଣାଯାଇଥିବା…
ତାଜା ଖବର ରାଜନୀତି ରାଜ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ August 17, 2024 Papirani ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିବା ବେଳେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୦ ଡିସେମ୍ବର…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ମିଶିଲେ କେନ୍ଦୁଝର ସଦର ବ୍ଳକର ସମସ୍ତ ବିଜେଡି ସମିତିସଭ୍ୟ August 17, 2024 Papirani ଦିନକୁ ଦିନ ଭାଙ୍ଗୁଛି ବିଜେଡି ସଙ୍ଗଠନ । ବିଜେଡି ନେତୃତ୍ୱଙ୍କ ଉପରେ କମୁଛି ଭରସା ତେଣୁ ବିଜେପି ମୁହାଁ ହେଉଛନ୍ତି ବିଜେଡି ନେତା ଓ କର୍ମୀ । ଆଜି ବିଜେପିରେ ମିଶିଲେ କେନ୍ଦୁଝର ସଦର ବ୍ଳକର ସମସ୍ତ ବିଜେଡି ସମିତିସଭ୍ୟ ।…
ତାଜା ଖବର ଦେଶ ରାଜ୍ୟ ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି! August 17, 2024 Papirani କୋଲକାତାରେ ଆର.ଜି. କର ମେଡିକାଲ କଲେଜରେ ଶିକ୍ଷାନବିସ(ଟ୍ରେନି) ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଯାହା ଫଳରେ ସ୍ବାସ୍ଥ୍ଯ ସେବା ବାଧାପ୍ରାପ୍ତ ହେଉଛି। ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛି କେନ୍ଦ୍ର। ସେଥିପାଇଁ…
ତାଜା ଖବର ମନୋରଞ୍ଜନ ରାଜ୍ୟ ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର August 17, 2024 Papirani ଓଡ଼ିଆ କଳାକାର ପାଇଲେ ଜାତୀୟ ଚଳଚିତ୍ର ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ରେ ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ପାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ‘ୟାନ୍’ ପାଇଁ ଶ୍ରେଷ୍ଠ…