ତାଜା ଖବର ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ମୃତ ଅଧିକାରୀଙ୍କୁ ଦାୟିତ୍ଵ ଦେଇ ହଟହଟା ହେଲେ ମୋହନ ସରକାର September 14, 2024 Papirani ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଚାରିଆଡ଼େ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନତା ମଇଦାନରେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସାଧାରଣ…
ତାଜା ଖବର ଦେଶ ରାଜ୍ୟ ଆସନ୍ତାକାଲି ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ September 14, 2024 Papirani ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଚଳାଚଳ ହେବାକୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସନ୍ତାକାଲି ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଓ ଆସନ୍ତାକାଲି ବିଇଏମସି କର୍ମଚାରୀଙ୍କ ଛୁଟି ବାତିଲ କରାଯିବା…
ବ୍ୟବସାୟ ବଦଳିଲା ମୋ ସ୍କୁଲ ଅଭିଯାନ ନାଁ September 14, 2024 Papirani ବଦଳିଲା ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ । ପୁରତାନ ଛାତ୍ରଛାତ୍ରୀ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତି କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନଭେମ୍ବର ୧୪,…
ତାଜା ଖବର ରାଜ୍ୟ ସାମ୍ବାଦିକ ଦେବାଶିଷଙ୍କ ଅକାଳ ବିୟୋଗ September 14, 2024 Papirani ସାମ୍ବାଦିକ ଦେବାଶିଷ ରାଉତଙ୍କ ୩୫ବର୍ଷ ବୟସରେ ହୃଦଘାତରେ ଅକାଳ ବିୟୋଗ ଘଟିଛି। ସାମ୍ବାଦିକ ଦେବାଶିଷ ଗତ ୧୪ ବର୍ଷ ଧରି ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ରେ କାର୍ଯ୍ୟ କରି ଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ଶିଶୁପୁତ୍ର ଓ କନ୍ୟା…
ତାଜା ଖବର ରାଜ୍ୟ ଦ୍ୱିତୀୟ ବିବାହ ନାଁରେ ଏକାଧିକ ମହିଳାଙ୍କୁ ଶୋଷଣ; ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ September 13, 2024 Papirani ଦ୍ୱିତୀୟ ବିବାହ ନାଁରେ ଏକାଧିକ ମହିଳାଙ୍କୁ ଶୋଷଣ; ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ପୁଣି ଜଣେ ଠାବ ହେଲା ରିସିକିଆ ପ୍ରେମିକ। ଦ୍ୱିତୀୟ ବିବାହ ପାଇଁ ପ୍ରେମ ନିବେଦନ କରି ବିବାହ କରିବା ନାଁରେ ଏକାଧିକ ମହିଳାଙ୍କୁ ଠକୁଥିବା ରିସିକିଆ ପ୍ରେମିକ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ପାଳନ ହେବ ଦେଶବ୍ୟାପୀ ସେବା ପକ୍ଷ September 13, 2024 Papirani ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଦେଶ ଓ ରାଜ୍ୟର ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜନ କରିଥାଏ । ନିଜର ସାମାଜିକ ମୂଲ୍ୟବୋଧକୁ ଏହି ଦଳ ସର୍ବଦା ଗୁରୁ୍ତ୍ୱ ଦେଇଥାଏ । ସେବା ହିଁ…
ତାଜା ଖବର ଦେଶ ବଦଳିଲା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାଁ September 13, 2024 Papirani ବଦଳିଲା ଭାରତ ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ । କେନ୍ଦ୍ରସରକାର ଏହାର ନାମକୁ ଶ୍ରୀ ବିଜୟପୁରମ୍ ରେ ପରିବର୍ତ୍ତନ କରିଛନ୍ତି। ଏ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା September 13, 2024 Papirani ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି ଜାତୀୟ ମୌସୁମୀ ବୈଠକ ୨୦୨୪। କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ…
ତାଜା ଖବର ରାଜନୀତି ରାଜ୍ୟ ଓମ୍ବାଡ୍ସି ଅର୍ଥ ହେରଫେର ଅଭିଯୋଗରେ ପୂର୍ବତନ ବିଜେଡି ସଭାପତି ଦିବ୍ୟଲୋଚନ ଦାଶ ଗିରଫ September 13, 2024 Papirani ଶୁଳିଆପଦା ବ୍ଲକ ବିଜେଡିର ପୂର୍ବତନ ସଭାପତିଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ବ୍ଲକ ବିଜେଡି ସଭାପତି ଦିବ୍ୟଲୋଚନ ଦାଶ ଗିରଫ । ଓମ୍ବାଡ୍ସି ପାଣ୍ଠିରୁ ୧ କୋଟି ୧୯ଲକ୍ଷ ୩ ହଜାର୨୧୫ ଟଙ୍କା କୋଟି…
ତାଜା ଖବର ରାଜ୍ୟ ପୋଷ୍ଟିଂ ପାଇଁ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଶାୟୀ September 13, 2024 Papirani ନିଯୁକ୍ତି ପତ୍ର ମିଳିଲେ ମଧ୍ୟ ହେଉନି ପୋଷ୍ଟିଂ । ଚାକିରୀକୁ ନେଇ କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶହଶହ ଆଶାୟୀ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଭାବେ ନିଯୁକ୍ତି ପତ୍ର ମିଳିଥିଲେ ବି…