Author: Papirani

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ

ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜି ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ଏକନାଥ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଅଜିତ ପାୱାର ଉପସ୍ଥିତ…

ସମ୍ବିଧାନର ୭୫ତମ ପୂର୍ତ୍ତିରେ ୭୫ ଟଙ୍କିଆ କଏନ୍‌ ଉନ୍ମୋଚିତ

ପ୍ରତିବର୍ଷ ନଭେମ୍ବର ୨୬ ରେ ଭାରତର ସମ୍ବିଧାନ ଦିବସ ପାଳନ କରାଯାଉଛି, ଯାହାକୁ ସମ୍ବିଧାନ ଦିବସ ମଧ୍ୟ କୁହାଯାଏ। ଏହି ଅବସରରେ ଆଜି ସଂସଦରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯେଉଁଥିରେ ୭୫ ଟଙ୍କିଆ କଏନ୍ ଉନ୍ମୋଚିତ ହୋଇଛି। ୭୫…

‘ଆମ ସମ୍ବିଧାନ ଆମ ସ୍ବାଭିମାନ’ ପଦ ଯାତ୍ରା; ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ଓ ଏକ ହଜାରରୁ ଅଧିକ ଲୋକ

ଆଜି ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଏହି ଅବସରରେ ରାଜଧାନୀର ଏଜି ଛକ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ…

ନବୀନଙ୍କ ନିରାଶା; ରାହୁଲ ହିଁ ଭରସା

ବହୁଦିନ ପରେ ଶଙ୍ଖୁଆମାନେ ଆନନ୍ଦିତ ହେଲେ। ପାଖାପାଖି ୬ ମାସ ପରେ ସେମାନଙ୍କ ମୁହଁରେ ହସ ଫୁଟିଲା । ହସ ଫୁଟିବାର କାରଣ ହେଲା ଝାଡ଼ଖଣ୍ଡ ନିର୍ବାଚନରେ ଜିଣି ପାରିଲାନି ପଦ୍ମ । ବିଷାଦ ଯୋଗରେ ପଡିଥିବା ପପୁ ମହାରାଜାଙ୍କ ପାଇଁ…

ବାଂଲାଦେଶ ଇସ୍କନର ଚିନ୍ମୟ ପ୍ରଭୂ ଗିରଫ

ବାଂଲାଦେଶ ଇସ୍କନ ସହ ଜଡିତ ଧର୍ମଗୁରୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୂଙ୍କୁ ସୋମ‌ବାର ଅପରାହ୍ନରେ ଗିରଫ କରାଯାଇଛି । ତାଙ୍କ ଉପରେ ଦେଶଦ୍ରୋହ ଏବଂ ସାଂପ୍ରଦାୟିକ ସୋହାର୍ଦ୍ଦକୁ କ୍ଷତି ପହଞ୍ଚାଇଥୁବାର କେସ୍ ରହିଛି । ଚିନ୍ମୟ ପ୍ରଭୂଙ୍କ ସହାୟକ ଆଦି ପ୍ରଭୂ…

ବିନା ହେଲମେଟରେ ରାଜରାସ୍ତାରେ ରିଲ୍ସ କରିବା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କୁ ପଡ଼ିଲା ମହଙ୍ଗା

ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ବିନା ହେଲମେଟରେ ରାଜରାସ୍ତାରେ ରିଲ୍ସ କରିବା ପଡ଼ିଲା ମହଙ୍ଗା । ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ କରିବା ସହ ଜରିମାନା ଆଦାୟ କରିଛି ଆରଟିଓ। ସ୍କୁଟି ନମ୍ବର ସହ ଯୁବତୀଙ୍କ ଫଟୋ ସହ ରିଲ୍ସ କରୁଥିବା ଭିଡ଼ିଓ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ଡିଜି କନଫରେନ୍ସରେ ହେବେ ସାମିଲ

୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜି କନଫରେନ୍ସକୁ ଆସି ୩ ଦିନ ଓଡ଼ିଶାରେ ରହିବେ ମୋଦୀ ।ଡିସେମ୍ବର ୧ ତାରିଖ ଅପରାହ୍ନ ଯାଏ ରହିବାର ସୂଚନା ମିଳିଛି। ଭୁବନେଶ୍ବରରେ ପ୍ରଥମ ଥର ହେବାକୁ ଥିବା ୩ଦିନିଆ ଡିଜି ଓ…

ସୋନପୁର ବେଳାଭୂମିରେ ଲାଗିଲା ବିରାଟକାୟ ସାର୍କ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନାପୁର ବେଳାଭୂମି ନିକଟରେ ଏକ ବିରାଟକାୟ ସାର୍କ ଉଦ୍ଧାର କରାଯାଇଥିବା ଜଣାପଡିଛି । ଆହତ ଅବସ୍ଥାରେ ବିରାଟକାୟ ସାର୍କ ସମୁଦ୍ର ବେଳାଭୂମିରେ ଲାଗିଥିବା ଜାଣିବା ପରେ ଆହତ ସାର୍କକୁ ଉଦ୍ଧାର ପାଇଁ ବନ ବିଭାଗ…

ଭବ ଦାସଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ

ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ଯୋଡ଼ି ହେଲା ଆଉ ୩ ମାମଲା । ଆଉ ୩ଟି ମାମଲା ରୁଜୁ କଲା ଯାଜପୁର ଟାଉନ ଥାନା ପୋଲିସ । ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ ନେଇ…

ପର୍ଥ ଟେଷ୍ଟ ଜିତିଲା ଭାରତ

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି । ଏହା ବାଦ୍ ପର୍ଥର ଅପଟସ ଷ୍ଟାଡିୟମରେ କଙ୍ଗାରୁ ଦଳ ପ୍ରଥମ ଥର ପରାଜୟର ସ୍ୱାଦ…