ତାଜା ଖବର ରାଜ୍ୟ President Visits Maa Kandhuni Devi Temple: ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମାଁ କନ୍ଧୁଣୀ ଦେବୀ ମନ୍ଦିରରେ କଲେ ପୂଜା ଅର୍ଚ୍ଚନା August 4, 2026 Papirani ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳୀ ତପ୍ତପାଣି ଗସ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି…
ତାଜା ଖବର ବ୍ୟବସାୟ ରାଜ୍ୟ Odia Journalism Day: ଆଜି ଓଡ଼ିଆ ସାମ୍ବାଦିକତା ଦିବସ; ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ August 4, 2026 Papirani ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ଅଗଷ୍ଟ ୪କୁ ‘ଓଡ଼ିଆ ସାମ୍ବାଦିକତା’ ଦିବସ ଭାବେ ପାଳନ କରାଯାଏ। ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରକାଶନ ଦୃଷ୍ଟିରୁ ଓଡ଼ିଶାର ଗଣମାଧ୍ୟମ ଇତିହାସରେ ଏହି ତାରିଖର…
ତାଜା ଖବର ରାଜ୍ୟ Baragada CHC Hospital Row: ବରଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯାଉଛି ଏକ୍ସପାଏରୀ ମେଡିସିନ୍ August 4, 2026 Papirani ରୋଗୀଙ୍କ ଜୀବନ ସହ ଖେଳ । ବରଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିରାମୟରେ ଦିଆଯାଉଛି ଏକ୍ସପାଏରୀ ମେଡିସିନ୍। ଏଠାକୁ ଆସିଥିବା ଜଣେ ଆହତ ବାଳକଙ୍କୁ ସେଭଳି ମେଡିସିନ୍ ଦିଆଯିବା ଏବଂ ତାହା ଖାଇବା ପରେ ରୋଗୀଙ୍କ ମୁଣ୍ଡ ବୁଲାଇବା ଜଣାପଡିବା…
ତାଜା ଖବର ରାଜ୍ୟ Ratha Jatra Chariot wheels to be installed at Rashtrapati Bhavan: ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବ ରଥଯାତ୍ରାର ରଥଚକ August 4, 2026 Papirani ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟକୁ ଏକ ବଡ଼ ଜାତୀୟ ସ୍ୱୀକୃତି ମିଳିଛି। ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବ୍ୟବହୃତ ହେଉଥିବା ତିନି ରଥର ଚକ ଏବେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସ୍ଥାପିତ ହେବ। ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ…
ତାଜା ଖବର ରାଜ୍ୟ President Droupadi Murmu Visits Ganjam: ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ August 4, 2026 Papirani ଗଞ୍ଜାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲାର ତପ୍ତପାଣିରେ ପହଞ୍ଚିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପ୍ତପାଣି ଠାରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଡଃ ହରିବାବୁ…
ତାଜା ଖବର ରାଜ୍ୟ Ban on EV Charging at Police Stations: ବିଦ୍ୟୁତ୍ ଅପବ୍ୟବହାର ଉପରେ କଡ଼ା ପଦକ୍ଷେପ: ଥାନାରେ ଇଭି ଗାଡି ଚାର୍ଜିଂ ଉପରେ ଲାଗିଲା କଟକଣା August 4, 2026 Papirani ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା, ରେଞ୍ଜ, ପ୍ରତିଷ୍ଠାନ ଏବଂ ବାଟାଲିୟନକୁ ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା ପାଇଁ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଫିସ୍ ପରିସରରୁ ଆବାସିକ କ୍ୱାଟର, ବାରାକ୍ ଏବଂ ବ୍ୟକ୍ତିଗତ ବୈଦ୍ୟୁତିକ…
ତାଜା ଖବର ରାଜ୍ୟ BKPPER Project: ଖୁବଶୀଘ୍ର ଆରମ୍ଭ ହେବ ରାଜ୍ୟରେ BKPPER ପ୍ରକଳ୍ପ: ମୁଖ୍ୟ ଶାସନ ସଚିବ August 4, 2026 Papirani ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ । ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଓ ଋଣ ମିଳିବା ପୂର୍ବରୁ ନିଜସ୍ୱ ଅର୍ଥରେ ଆରମ୍ଭ ହେବ ପ୍ରକଳ୍ପ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ…
ତାଜା ଖବର ଦେଶ Chandipura Virus in Gujarat: ଗୁଜରାଟରେ ବିପଜ୍ଜନକ ଚାନ୍ଦିପୁରା ଭାଇରସ୍; ୨୨ ପିଲା ମୃତ August 4, 2026 Papirani ଗୁଜରାଟରେ ଭୟଙ୍କର ‘ଚାନ୍ଦିପୁରା ଭାଇରସ’ (Chandipura Virus) ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ ସଂକ୍ରମଣ ଯୋଗୁଁ ଗୁଜରାଟରେ ଏପର୍ଯ୍ୟନ୍ତ ୨୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଶିଶୁ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି…
ତାଜା ଖବର ରାଜନୀତି Former Tamil Nadu Deputy CM Arrested: ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଗିରଫ August 4, 2026 Papirani ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଗିରଫ । ଷ୍ଟାଲିନ୍ଙ୍କୁ ତାଙ୍କ ବାସଭବନରୁ ଗିରଫ କଲା ପୋଲିସ। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ଗିରଫଦାରୀରୁ ବର୍ତ୍ତିବା ପାଇଁ…
ତାଜା ଖବର ରାଜ୍ୟ Accused Escape Case In BBSR: ମହିଳା ଥାନାରୁ ଅଭିଯୁକ୍ତ ଚମ୍ପଟ୍ ମାରିବା ଘଟଣା; ଡିସିଓ ଏବଂ ସେଣ୍ଟ୍ରି ନିଲମ୍ବିତ August 4, 2026 Papirani ମହିଳା ଥାନାରୁ ଅଭିଯୁକ୍ତ ଚମ୍ପଟ୍ ମାରିବା ଘଟଣାରେ କମିଶନରେଟ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଡ୍ୟୁଟି ଅଫିସର୍ ଏଏସ୍ଆଇ ତିଳୋତ୍ତମା ପୃଷ୍ଟି ଏବଂ ସେଣ୍ଟ୍ରି ପ୍ରଦୀପ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଭୁବନେଶ୍ୱର ଡିସିପି…