Author: Papirani

ଭରତପୁର ଥାନା ନିର୍ଯାତନା ମାମଲା: ନିଲମ୍ବିତ ହୋଇଥିବା ଆଉ ୩ ଜଣଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ଜଣ ନିଲମ୍ବିତ ଅଧକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଟେଷ୍ଟ ପାଇଁ ଅନୁମତି ମିଳିସାରିଛି । ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ…

ବିଜେଡିର ହାର ପରେ ବିଜେପି ଦଖଲରେ ନୀଳଗିରି ଏନଏସି

ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଦଖଲ କଲା ବିଜେପି । ବିଜେଡିର ହାର ପରେ ବିଜେପି ଦଖଲରେ ନୀଳଗିରି ଏନଏସି । ଆଜି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡିର ଅମ୍ବିକା ଦାସ।…

ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ହିମନ୍ତ ବିଶ୍ବଶର୍ମା

ଆଜି ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ବିଶ୍ବଶର୍ମା ଏବଂ ତାଙ୍କ ସହିତ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ…

ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ଯାଞ୍ଚ; ନିଯୁକ୍ତି ହେବେ ଫୁଡ ଇନ୍ସପେକ୍ଟର

ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନମନ୍ତ୍ରୀ କହିଛନ୍ତି ଅବଢ଼ାର ମାନ ଯାଞ୍ଚ ପାଇଁ ଫୁଡ…

ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ; ରାସ୍ତା ଉପରେ ନିର୍ମାଣ ହୋଇପାରିବ ନାହିଁ ତୋରଣ

ଆଉ କିଛି ଦିନ ମଧ୍ୟରେ ଧରାରେ ଅବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏନେଇ ଏବେଠୁ ଉତ୍ସବ ମୁଖର ହୋଇପଡି଼ଛି ରାଜ୍ୟର ବିଭିନ୍ନ ସହର । ଦଶହରା ଚାନ୍ଦି ମେଢ଼ ଲାଗି କଟକ ବିଶ୍ୱ ବିଖ୍ୟାତ । କିନ୍ତୁ…

ପାରାଦୀପ ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ ମହାନଦୀ ମୁହାଣରେ ଫସି ରହିଥିବା ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୨ଟି ବୋଟ୍‌ ସହ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ଥିବା ବେଳେ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ ସମୁଦ୍ର…

ବାର୍‌ରେ ମିଳୁଥିଲା ନକଲି ମଦ; ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

ବ୍ରାଣ୍ଡ ଅସଲି ଥିବା ବେଳେ ମଦ ନକଲି । ନକଲି ମଦକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେଉଥିବା ବେଳେ ଆଜି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାରରେ ଏକ ବାର ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି। ନିଶ୍ଚିନ୍ତକୋଇଲି ବଜାରରେ…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ; ବଦଳିଲେ ୪୩ ଜଣ ବିଡିଓ

ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ରାଜ୍ଯର ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେମାନେ ହେଲେ :- ଚନ୍ଦ୍ରମଣି ନାଗଙ୍କୁ ରାଜଭୋରାସମ୍ବର, ବରଗଡରୁ…

ପାଣି ଘେରରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ଲଘୁଚାପ ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ପରିସରରେ ଜମିରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି।…

ମାନହାନି ମୋକଦ୍ଦମା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ହେଲା ଜେଲ୍‌

ମାନହାନି ମୋକଦ୍ଦମା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନାର ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ କୋର୍ଟ । ଭାରତୀୟ ଦଣ୍ଡ ସଂହିତାର ଧାରା…