Author: Papirani

ଗିରଫ ହେଲେ ବଣାଇ ଆଇଟିଡିଏ ପିଏ ବିଶ୍ୱଦର୍ଶୀ ସାହୁ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ପିଏ ବିଶ୍ୱଦର୍ଶୀ ସାହୁଙ୍କୁ ଗିରଫ କରିଛି । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ…

କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଆସନ୍ତା ଫେବୃୟାରୀ ୯ରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ଏଥିପାଇଁ ଆଜି କଟକ ବାରବାଟି ଷ୍ଟାଡିୟମରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୯ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତିକୁ ନେଇ…

ଆରମ୍ଭ ହେଲା ବଜେଟ୍‌ ଅଧିବେଶନ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା…

ବଜେଟ୍ ପୂର୍ବରୁ ମୋଦିଙ୍କ ଅଭିଭାଷଣ; ଏ ବର୍ଷର ବଜେଟ ନୂଆ ଉର୍ଜା ସହ ଐତିହାସିକ ହେବ

ସଂସଦରେ ଆଜିଠୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ୟୁନିୟନ ବଜେଟ୍ ୨୦୨୫-୨୬ ର ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଏହି ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ମା’ ଲକ୍ଷ୍ମୀଙ୍କ ବନ୍ଦନା ପଢ଼ି ଅଭିଭାଷଣ ଆରମ୍ଭ…

କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି

କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି । ରାସ୍ତାରେ ବୀମା ନଥିବା ଗାଡ଼ି ଗଡିଲେ ଏଥର କଟିବ ଚାଲାଣ । ଇ-ଡ଼ିଟେକ୍ସନ ପ୍ରକ୍ର଼ିୟାରେ ଜାରିହେବ ଇ-ଚାଲାଣ ।,ପ୍ରଥମ ଥର ଧରା ପଡ଼ିଲେ ୧ ହଜାର ଟଙ୍କା ଜରିମାନା ସ୍ଥିର…

ପୁଣି ସ୍ଥଗିତ ରହିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ

ପୁଣି ସ୍ଥଗିତ ରହିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀପଞ୍ଚମୀ ଏବଂ ବନକଲାଗି ନୀତି ପାଇଁ ମରାମତି କାର୍ଯ୍ୟ ସ୍ଥଗିତ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ସୂଚନା ଦେଇଛନ୍ତି । ସେ…

ସ୍ଥାୟୀ ନିଯୁକ୍ତି ଦାବି କଲେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ

ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀମାନେ ଆସନ୍ତା ୨ ତାରିଖରୁ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଢ଼ କୋଟି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ଆଜି…

ପୁଣି ମହାକୁମ୍ଭରେ ଲାଗିଲା ନିଆଁ

ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ । ପ୍ରୟାଗରାଜ ମହାକୁମ୍ଭର ସେକ୍ଟର ୨୨ରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୫ଟି ତମ୍ବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ…

୫ ଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ

ଓଡିଶାରେ ମୋହନ ଭାଗବତ । ଆଜି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟାରେ…

ଫେବ୍ରୁଆରୀ ୧୫ ଯାଏଁ ବଢ଼ିଲା ରାସନ ଇ-କେୱାଇସି ଅପଡେଟ୍ ତାରିଖ

ଫେବ୍ରୁଆରୀ ୧୫ ଯାଏଁ ବଢ଼ିଲା ରାସନ ଇ-କେୱାଇସି ଅପଡେଟ୍ । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲାବେଳେ ଫେବ୍ରୁଆରୀ ୧୫କୁ ବୃଦ୍ଧି କରାଯାଇଛି । ଅବଧି ବୃଦ୍ଧି ନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।…