Author: Papirani

ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ପ୍ରଦାନ କରାଯିବ ‘ମନୀଷ ସ୍ମାରକୀ ଯୁବ ପୁରସ୍କାର’

ଆଜି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ନିର୍ଭୟ ପରିବାର ତରଫରୁ ବିଶେଷ ଘୋଷଣା କରାଯାଇଛି । ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ପ୍ରଦାନ କରାଯିବ ‘ମନିଷ…

ଡେପୁଟି ରେଞ୍ଜରଙ୍କୁ ଘାରିଛି ଦୁଧୂଆଳି ରେଞ୍ଜ୍ ନିଶା; ରିଲିଭ୍ ପରେ ବି ଗାଦି ଛାଡ଼ିବାକୁ ନାରାଜ

ଜଣେ ବିବାଦୀୟ ଡେପୁଟି ରେଞ୍ଜର ବାବୁଙ୍କ ଦୁଧୂଆଳି ରେଞ୍ଜ୍ ନିଶାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କଟକ ବନଖଣ୍ଡ ଅଧୁନସ୍ଥ ଡାଳିଯୋଡ଼ା ରେଞ୍ଜରୁ ବାବୁ ହିମାଂଶୁ ପୃଷ୍ଟିଙ୍କୁ ଦୁଇଦୁଇ ଥର ଅନ୍ୟତ୍ର ବଦଳି କରାଯାଇଥିଲେ ମଧ୍ୟ ବାବୁ…

ବିଜେଡି ସରକାରର ୨୪ ବର୍ଷ ଶାସନ ଭିତରେ ଭୂମିହୀନ ବିଧବାଙ୍କୁ ମିଳିନି ଆବାସ ଯୋଜନା

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଠାରୁ ମାତ୍ର କିଛି ଦୂର ଗୌଡ ସାହି । ସେହି ସାହିର ୬ ନମ୍ବର ୱାର୍ଡ଼ରେ ଝାଟିମାଟି ଘରେ ରହୁଛନ୍ତି ଜଣେ ବିଧବା ମହିଳା ରଞ୍ଜିତା ବେହେରା ।…

ପାଖାପାଖି ୨ କୋଟି ୩୦ ଲକ୍ଷ ଲୋକଙ୍କ ସାରିଲାଣି ରାସନ କାର୍ଡ ଇ-କେଓ୍ୱାଇସି: ଯୋଗାଣ ମନ୍ତ୍ରୀ

ଗରିବଙ୍କୁ ମାଗଣା ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାର ଇ- କେଓ୍ୱାଇସି ବ୍ୟବସ୍ଥା ଆପଣାଇଛନ୍ତି। ରାସନ କାର୍ଡ ଇ-କେଓ୍ୱାଇସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି ପାଖାପାଖି ୨ କୋଟି…

ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ

ପୁରୀରୁ ନୂଆଦିଲ୍ଲୀ ଯାଉଥିବା ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ । ଟ୍ରେନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା…

ବିଶିଷ୍ଟ ଶିଳ୍ପପତି ରତନ ଟାଟା ବିୟୋଗରେ ଦିନିକିଆ ଶୋକ ଘୋଷଣା କଲେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ସରକାର

୮୬ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଆଜି ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଅନ୍ୟପଟେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ଦିନିକିଆ ଶୋକ…

ପୁଣି ସାଲିଆ ସାହିରେ ଶହଶହ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର ଦେଶୀ ମଦର ହବ୍ ପାଲଟିଛି ସାଲିଆ ସାହି । ପୁଣି ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍‌ ।ସାଲିଆସାହି ନୀଳଚକ୍ର ନଗରରେ ଅବକାରୀ ଟିମ୍‌ର ଚଢାଉ ବେଳେ ଶହଶହ ଲିଟର ଦେଶୀ ମଦ ଜବତ ସହ ପୋଚ ଜବତ…

ଉଦ୍ୟୋଗପତି ତଥା ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟାଙ୍କ ଦେହାନ୍ତ

ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି। ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି ।ରତନ ଟାଟାଙ୍କ ବିୟୋଗ ବାବଦରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋୟେଙ୍କା ଏକ୍ସରେ…

ସବୁ ଜିଲ୍ଲାରେ ଖୋଲିବ ବନ୍ୟପ୍ରାଣୀ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ବନ୍ୟଜନ୍ତୁ ଅଦାଲତ

ରାଜ୍ୟରେ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ବଢ଼ିବାରେ ଲାଗିଛି। ତେଣୁ ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲା ଶୁଣାଣି ପାଇଁ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଅଦାଲତ । ବନ୍ୟପ୍ରାଣୀ ଶିକାର, ସେମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ଏଭଳି ପଦକ୍ଷେପ…

ହରିୟାଣା ହାରିଲା କଂଗ୍ରେସ, ବିଳାପ କରିବ ବିଜେଡି

ହରିୟାଣା ନିର୍ବାଚନ ଫଳ କଂଗ୍ରେସକୁ ଜାତୀୟସ୍ତରରେ ବଡ଼ ଧକ୍କା ଦେଇଛି। କିନ୍ତୁ ଓଡ଼ିଶାରେ କଂଗ୍ରେସ ଅପେକ୍ଷା ବିଜୁ ଜନତା ଦଳର ନେତାମାନେ ଏବେ ବିଳାପ କରିବା ଅବସ୍ଥାକୁ ଆସିଯାଇଛନ୍ତି । ପୂର୍ବ ଶାସକ ଦଳର ନେତାମାନେ ଧରି ନେଇଥିଲେ ଯେ ହରିୟାଣାରେ…