Author: Papirani

Ekamra Project: ବିନ୍ଦୁ ସାଗର ପୁଷ୍କରିଣୀ ହେବ ହେରିଟେଜ୍ ହ୍ରଦ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଦୁସାଗର ପୁଷ୍କରିଣୀ ହେବ ହେରିଟେଜ୍ ହ୍ରଦ । ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ ୨୦୨୬-୨୭ ଶେଷ ସୁଦ୍ଧା ଏକାମ୍ର ହେରିଟେଜ ପ୍ରକଳ୍ପ ସରିବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ…

School Holiday For Water: ପାଣି ନଥିବାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛୁଟି; ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ

ପାଣି ପାଇଁ ସ୍କୁଲ ଛୁଟି । ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଠାକୁରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ । ଏପରି ଜଳକଷ୍ଟ ଦେଖାଦେଇଛି ଖୋଦ କରଞ୍ଜିଆ ବିଧାୟକଙ୍କ ନିଜ ବ୍ଳକରେ। ଠାକୁରମୁଣ୍ଡା…

Tourist Swept Away In Puri Sea Beach: ପୁରୀ ସମୁଦ୍ରରେ ଭାସିଗଲେ ୫ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ବୁଡ଼ିଗଲେ ପାଞ୍ଚ ଜଣ ପର୍ଯ୍ୟଟକ । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମୁଦ୍ର କୂଳରେ ସେକ୍ଟର୨ ଓ…

New Delhi’s Ashok Hotel: ଅଶୋକା ହୋଟେଲ, ରୁମ୍ ନଂ ୬୩୮

ଜଣେ ଓଏଏସ୍ ଅଧିକାରୀଙ୍କୁ ନେଇ ଦୁଲୁକୁଛି ଦିଲ୍ଲୀ। ମୋହନ ସରକାରଙ୍କ ଅମଳରେ ଅଫିସର ରାଜ ଏତେ ଭୟଙ୍କର ସ୍ତରକୁ ଚାଲିଗଲାଣି ଯେ ଜନ ପ୍ରତିନିଧ୍ବସ୍ତରୀୟ ଶାସନ ଚାଲୁଛି କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଲାଣି। ଆଇଏଏସ୍ ତ ଆଇଏଏସ୍,…

Clash Inside Lingaraj Temple: ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ଆଜି ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାକୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତି ସାଙ୍ଗକୁ ମାର୍‌ପିଟ୍‌ ପରିସ୍ଥିତିରୁ ଉତ୍ତେଜନା ଦେଖା ଦେଇଛି। ନିଜ…

India Vs Pakistan Match: ଆଜି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆଜି ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ହେବାକୁ ଯାଉଛି। ଏହି ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ…

Maha Shivratri 2026: ଆଜି ପବିତ୍ର ମହାଶିବରାତ୍ରି

ଆଜି ପବିତ୍ର ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ଜମିଲାଣି ଭକ୍ତଙ୍କ ଗହଳି। ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଛନ୍ତି। ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ପାଳନ କରାଯାଏ ଏହି ମହାଶିବରାତ୍ରୀ । ଏହି ପବିତ୍ର…

Sand Mafia Assaults Woman RI: ଆରଆଇଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଦିନକୁ ଦିନ ବାଲି ମାଫିଆଙ୍କ ବର୍ବରତା ବଢ଼ିବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଚଢାଉ ସମୟରେ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆଙ୍କ ସଦସ୍ୟମାନେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ…

BBSR Traffic Advisory For Mahashivratri: ମହାଶିବରାତ୍ରି ପାଇଁ ଜାରି ହେଲା ଟ୍ରାଫିକ କଟକଣା

ଆସନ୍ତାକାଲି ମହାଶିବରାତ୍ରି। ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ଯାନବାହାନ ଚଳାଚଳ ଓ ପଥଚାରୀଙ୍କ ସୁବିଧା ନିମନ୍ତେ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇଛି। ପୋଲିସ ଟ୍ରାଫିକ…

Rajya Sabha Elections 2026: ରାଜ୍ୟସଭା ନିର୍ବାଚନରେ ବିଜେପି ଦଖଲ କରିବ ୩ ସିଟ୍‌: ବିଜୟ ସିଂହ ତୋମାର

ରାଜ୍ୟସଭା ନିର୍ବାଚନରେ ୩ସିଟ୍‌ ଦଖଲ କରିବ ବିଜେପି। ଏନେଇ କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମାର। ସେ କହିଛନ୍ତି, ୩ଟି ସିଟ୍‌ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ତେବେ ପ୍ରାର୍ଥୀ କିଏ ହେବ ତାହାର ନିଷ୍ପତ୍ତି…