Author: Papirani

ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ

ମହାକୁମ୍ଭ ମେଳାରେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଛି । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା…

୫ ବର୍ଷ ପରେ ଖସିଲା ରେପୋ ରେଟ୍

ପ୍ରାୟ ୫ ବର୍ଷ ପରେ ଖସିଲା ରେପୋ ରେଟ୍ । ରେପୋ ରେଟ୍‌ରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଆଜି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସୂଚନା ଦେଇ କହିଛନ୍ତି ୫ ବର୍ଷ ପରେ ରେପୋ…

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି…

କ୍ଷମତା ଲୋଭ ଛାଡ଼ି ପାରିବେନି କି ସୁରେଶ ?

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଏବଂ କମିଶନର ସଦସ୍ୟ କିଏ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବାବେଳେ ହଠାତ ଆବେଦନ‌କାରୀଙ୍କ ତାଲିକା ସାର୍ବଜନୀନ ହେବାକୁ ନେଇ ଅନେକ ସନ୍ଦେହ ଉଙ୍କି ମାରିଛି । ପୂର୍ବରୁ କେବେ ଆବେଦନକାରୀଙ୍କ ତାଲିକା…

ଦୁର୍ନୀତିରେ ବୁଡ଼ିରହିଛି କଂଗ୍ରେସ; ରାଜ୍ୟସଭାରେ ଟାର୍ଗେଟ କଲେ ମୋଦୀ 

ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବରେ ସମ୍ବୋଧନ ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ କେବଳ ପରିବାରରେ ସୀମିତ କିନ୍ତୁ ଆମର ବିକାଶ ମଡେଲକୁ ସବୁଆଡ଼ୁ ଜନତା ସମର୍ଥନ ଦେଉଛନ୍ତି । ଆମର ବିକାଶର…

ବଦଳିବ ଭୂମିହୀନଙ୍କ ସଂଜ୍ଞା: ସୁରେଶ ପୂଜାରୀ

ବଦଳିବ ଭୂମିହୀନଙ୍କ ସଂଜ୍ଞା । ଜାଗା ସରକାର ଦେବେ ବୋଲି ଆଜି କହିଛନ୍ତି ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସେଟଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ମିଳିବ । ଉତ୍ତରାଧିକାରୀ ସୂତ୍ରରୁ ୪ ଡିସିମିଲରୁ କମ୍‌ ଥିଲେ…

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ 

ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଲା ହତ୍ୟା ଅଭିଯୋଗ। ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ କିନ୍ତୁ ମିଳିଲା ମୃତ ଦେହ। ଭୁବନେଶ୍ୱର ଝାରପଡ଼ା ମହାଦେବ ନଗର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ରହସ୍ୟମୟ…

ମଧ୍ୟପ୍ରଦେଶରେ ମିରେଜ୍‌ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ମଧ୍ୟପ୍ରଦେଶରେ ମିରେଜ୍‌ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ନିୟମିତ ଟ୍ରେନିଂ ବେଳେ ଏହି ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣା ବିଷୟରେ ଖବର ମିଳିବା ପରେ ସ୍ଥାନୀୟ…

ଅଶ୍ଲୀଳ ନୃତ୍ୟ ବନ୍ଦ ହେବା ପାଇଁ ହୋଇଥିବା ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ନେଇ ବୟାନବାଜି ଆରମ୍ଭ

ଏକାମ୍ର ବିଧାୟକ ବାବୁ ସିଂହ ଗଠନ କରିଛନ୍ତି ଠେଙ୍ଗା ବାହିନୀ । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନକୁ ରୋକିବା ପାଇଁ ବାବୁ ସିଂ ଗଢିଥିବା ଠେଙ୍ଗା ବାହିନୀକୁ ନେଇ ଏବେ ଆରମ୍ଭ ହୋଇଛି ବୟାନବାଜି । ଆଜି ବାବୁ ସିଂଙ୍କ…

ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଲେ ରାଜ୍ୟ ସରକାର

ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକରେ ବିଭିନ୍ନ ଦାବି ରଖିଥିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମ୍ବାଦିକ…