ତାଜା ଖବର ଦେଶ ରାଜନୀତି ରାଜ୍ୟ ଆମାଜନରେ ମିଳିବ ଏନସିଇଆରଟି ପୁସ୍ତକ; ଦେଶବ୍ୟାପୀ ପ୍ରାୟ ୨୦ ହଜ ପିନ୍ କୋଡରେ ହେବ ଉପଲବ୍ଧ: ଧମେନ୍ଦ୍ର October 8, 2024 Papirani କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ- କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ ( ଏଲଓଇ) ସ୍ବାକ୍ଷରିତ ହୋଇଛି…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ October 8, 2024 Papirani ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱର…
ତାଜା ଖବର ଦେଶ ରାଜନୀତି ହରିୟାଣାରେ ବିଜେପି ଆଗୁଆ, ଏନସି-କଂଗ୍ରେସ ହାତରେ ଜାମ୍ମୁ କାଶ୍ମୀର October 8, 2024 Papirani ଆଜି ଆସିବ ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ। କିଏ ଜିତିବ ହରିୟାଣାରେ ଓ ଜାମ୍ମୁ-କାଶ୍ମୀର ଆସନ । ତାକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଭୋଟ ଗଣତିରେ ହରିୟାଣାରେ ବିଜେପି ଆଗୁଆ ରହିଥିବା…
ତାଜା ଖବର ରାଜ୍ୟ ସମାଧାନ ହେଲା ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ବିବାଦ October 7, 2024 Papirani ବୁର୍ଲା ଭୀମସାରରେ ତୁଟିଲା ଦୁଇ ଡାକ୍ତରୀ ଗୋଷ୍ଠୀ ବିବାଦ । ହାଉସ୍ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ହୋଇଥିବା ବିବାଦ ଆପୋସ ଆଲୋଚନା ପରେ ସମାଧାନ ହୋଇଥିବା ସୂଚନା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଭାବଗ୍ରାହୀ ରଥ । ସେ କହିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ସବୁ ସରକାରୀ କୋଠା ହେବ କମଳା ରଙ୍ଗ October 7, 2024 Papirani ବଦଳିବ ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ…
ତାଜା ଖବର ରାଜନୀତି ରାଜ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଓଏସ୍ଡି ପାଇଁ ଗାଇଡଲାଇନ ଜାରି October 7, 2024 Papirani ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଅଫିସର ଅନ୍ ସ୍ପେସାଲ ଡ୍ୟୁଟି (ଓଏସଡି ) ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁସାରେ ଅତିରିକ୍ତ ସଚିବ ବା ଯୁଗ୍ମ…
ତାଜା ଖବର ରାଜ୍ୟ ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ October 7, 2024 Papirani ଓଏସଏସସି ବିରୋଧରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍ଆଇ, ଏଆର୍ଆଇ, ଆଇସିଡିଏସ୍ ସୁପର ଭାଇଜର, ଅମିନ ପରୀକ୍ଷା ପରୀକ୍ଷା ବାତିଲ ଦାବିରେ ଗର୍ଜିଛନ୍ତି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି ଆଜି ଏକାଠି ହୋଇଛନ୍ତି ହଜାର ହଜାର…
ତାଜା ଖବର ବିଶ୍ୱ ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା October 7, 2024 Papirani ୨୦୨୪ ପାଇଁ ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ। ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯିବା ନେଇ…
ତାଜା ଖବର ରାଜ୍ୟ ନବରଙ୍ଗପୁରରର କୌଣସି ବିଦ୍ୟାଳୟରେ ଅନ୍ୟ ଜିଲ୍ଲା ଶିକ୍ଷକ ଜଏନ୍ କରିବାକୁ ମନା ! October 7, 2024 Papirani ଦିନକୁ ଦିନ ଜୋର ଧରୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ନବରଙ୍ଗପୁରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ତେଜିଲା ବିବାଦ । ନବରଙ୍ଗପୁରରେ ଅନ୍ୟଜିଲ୍ଲାର ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଜଏନ୍ ସୁଯୋଗ ମିଳୁନଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଅବିଭକ୍ତ କୋରାପୁଟ…
ତାଜା ଖବର ରାଜନୀତି ରାଜ୍ୟ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା October 7, 2024 Papirani ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ପରୀକ୍ଷା ମୂଳକ ଭାବେ ବ୍ୟାଙ୍କ୍ ଖାତାକୁ ଗଲା ସୁଭଦ୍ରା ଟଙ୍କା । ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଥିବା ସୂଚନା…