ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ କମିଛି ମାଓବାଦୀଙ୍କ କାର୍ଯ୍ୟକଳାପ: ମୁଖ୍ୟମନ୍ତ୍ରୀ July 29, 2024 Papirani ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୧୦ ଜିଲ୍ଲା ଛାଡ଼ି ଅନ୍ୟ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସ ବିରୋଧରେ ପାଲଟା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି ; ୪ଟା ଯାଏ ଗୃହ ମୁଲତବୀ July 29, 2024 Papirani ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ କଂଗ୍ରେସର ତାରା ବାହିନୀପତି ଆଣିଥିବା ପରେ ଏବେ ବିଜେପିର ସ୍ବାଧିକାର…
ଖେଳ ତାଜା ଖବର ଦେଶ ପ୍ୟାରିସ ଅଲମ୍ପିକ୍ସ: ଫାଇନାଲରେ ଭାରତର ସୁଟର ମନୁ ଭାକର July 27, 2024 Papirani ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟର ଫାଇନାଲରେ ଭାରତର ମନୁ ଭାକର । କ୍ବାଲିଫାୟର ରାଣ୍ଡରେ ମୋଟ ୫୮୦ ପଏଁଣ୍ଟ ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ମହିଳା ସୁଟର ମନୁ ଭାକର। ୨୦ ବର୍ଷ…
ତାଜା ଖବର ରାଜ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା July 27, 2024 Papirani ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାଂଲାଦେଶ ଓ ଗାଙ୍ଗେୟ ଉପତ୍ୟକାରେ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା…
ତାଜା ଖବର ରାଜ୍ୟ ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ମାମଲା: ଲ୍ୟାବ୍କୁ ପଠାଯିବ ଗିରଫ ଶ୍ରୀଧରଙ୍କ ମୋବାଇଲ July 27, 2024 Papirani ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍ ସମ୍ପର୍କିତ ତଥ୍ୟ ନେଇଛନ୍ତି ବାୟୁସେନା । ଶ୍ରୀଧର…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନୀତି ଆୟୋଗ ବୈଠକରେ ଜାଣନ୍ତୁ କଣ ରହିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦାବି July 27, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ଗଭର୍ଣ୍ଣି କାଉନସିଲ ବୈଠକ ଆରମ୍ଭ ହୋଇଛି। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହୋଇଛନ୍ତି। ଆଜିର ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଳୁ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 27, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀ ଠାରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା…
ତାଜା ଖବର ଦେଶ ରାଜନୀତି ନୀତି ଆୟୋଗ ବୈଠକ ଅଧାରୁ ରାଗିକି ଉଠି ଆସିଲେ ମମତା ବାନାର୍ଜୀ July 27, 2024 Papirani ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ । ବୈଠକରେ ତାଙ୍କୁ କହିବାକୁ ସୁଯୋଗ ମିଳିନଥିବା ଅଭିଯୋଗ କରି ବୈଠକ ଅଧାରୁ ଉଠି ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୈଠକ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ କୋଷ୍ଟାଲ ହାଇୱେ ପାଇଁ ଅନୁମତି ମିଳିଛି: ମନମୋହନ ସାମଲ July 27, 2024 Papirani ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କୋଷ୍ଟାଲ ହାଇୱେ ଏକ ଡ୍ରିମ୍ ପ୍ରୋଜେକ୍ଟ ପାଇଁ ମୋଦି ଓ ଶାହାଙ୍କ ସହ ଆଲୋଚନା ହୋଇଛି । ଏହାକୁ ମଧ୍ୟ ଅନୁମତି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାର ପୂର୍ବ ସରକାର ଏବେ ସରକାର ମଧ୍ୟରେ ବହୁତ ତଫାତ ଅଛି: କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ July 27, 2024 Papirani ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଭୁବନେଶ୍ବରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ପୂର୍ବ ସରକାର ଏବେ ସରକାର ମଧ୍ୟରେ ବହୁତ ତଫାତ ଅଛି ।…