Author: Papirani

ପ୍ରବାସୀ ଭାରତୀୟ ଦିବସ: ୩ ଦିନରେ ୫ଟି ଅଧିବେଶନ

ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଦିବସରେ ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଏହି ମହାସମାରୋହ ପୂର୍ବରୁ ଆଜି ରାଜ୍ୟ ସରକାର ଓ ବୈଦେଶିକ…

ଡବଲ ଡେକର ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜିଠୁ ଓଡ଼ିଶାରେ ଗଡ଼ିଲା ଡବଲ ଡେକର ବସ । ଆଜି ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫ଟି ଡବଲ ଡେକର, ୧୦ଟି ହପ୍‌ ଅନ୍‌ ହପ୍‌ ଅଫ୍‌ ବସ୍‌ର ଶୁଭାରମ୍ଭ କରାଯାଇଛି । ଏଥିସହ…

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ

ନିର୍ଦ୍ଦୋଷରେ ଖଲାସ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଥିଲା ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ହୋଇଥିବା ବେଳେ ଆଜି ସାଂସଦ ପ୍ରଦୀପ ପାଣିଗ୍ରାହୀ ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷ…

ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ ଆରମ୍ଭ ହେଲାଣି, ୪/୫ ଦିନ ଭିତରେ ସରିବ

ଅଦିନିଆ ବର୍ଷା ଚାଷୀଙ୍କର ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫସଲ ନଷ୍ଟର କ୍ଷତିପୂରଣକୁ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଅଦିନିଆ ବର୍ଷା ଧାନ ଫସଲ…

ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ; ୮ରେ ଭୋଟ ଗଣତି

ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ। ଫେବୃଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଫେବୃଆରୀ ୮ରେ ରହିଛି ଭୋଟ୍ ଗଣତି । ସମସ୍ତ ୭୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ । ଏନେଇ ସାମ୍ବାଦିକ…

ଏକାମ୍ର କାନନରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱରର ଏକାମ୍ର କାନନରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରଙ୍ଗ ବେରଙ୍ଗର ସୁଗନ୍ଧଭରା ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଏକାମ୍ର କାନନ । ଆସନ୍ତା ଜାନୁଆରୀ ୧୧ ତାରିଖ ଯାଏଁ ଏହି ପୁଷ୍ପ ପ୍ରଦର୍ଶନୀ…

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍

ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ଜାନୁଆରୀ ୧୬ରୁ ୧୮ ତାରିଖ ଯାଏ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‌ମାନ ଶାନମୁଗରତ୍ନମ୍ । ରାଜ୍ୟ ସରକାରଙ୍କ ସହ ବିଭିନ୍ନ MOU ହେବ । ଦକ୍ଷତା ବିକାଶରେ ସିଙ୍ଗାପୁର-ଓଡ଼ିଶା…

ନେପାଳ ସୀମାରେ ତିବ୍ବତରେ ଭୂମିକମ୍ପ; ୫୦ରୁ ଉର୍ଦ୍ଧ୍ବ ମୃତ

ନେପାଳ ସୀମାନ୍ତ ତିବ୍ବତରେ ଆଜି ସକାଳୁ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତିବ୍ବତର ଶିଗାତ୍ସେ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୧ ରହିଛି । ନେପାଳ ସୀମା ଓ ତିବ୍ଦତରେ…

କୋଣାର୍କରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଗତକାଲି ବୈଦେଶିକ ମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।…

‍ଡିଏମ୍‌ଏଫ୍‌ ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୋହନ ସରକାର ବିଜୁ ଜନତା ଦଳ ସରକାରର କେଳେଙ୍କାରୀର ତଦନ୍ତ ପାଇଁ ଆଗ୍ରହୀ ନଥିବା ସ୍ପଷ୍ଟ ହୋଇଯାଇସାରିଛି । ମନ୍ତ୍ରୀମାନେ ଦୁର୍ନୀତି କଥା କହୁଛନ୍ତି । କିନ୍ତୁ ଦୁର୍ନୀତିଖୋରଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ସାମାନ୍ୟତମ ପ୍ରୟାସ ବି କରୁନାହାନ୍ତି ।…