Author: Papirani

ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ

ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦେଇ ବର୍ଦ୍ଧମାନ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ସୌରଭ ଗାଙ୍ଗୁଲି। ତେବେ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି କୌଣସି ଆଘାତ ଲାଗି ନ ଥିବା…

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏ ପରୀକ୍ଷା ଚାଲିବ। ରାଜ୍ୟର ୩୧୩୩ ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ । ସକାଳ ୯ ଟାରୁ…

କିଟ୍‌ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍‌ କମିଟି ଆଗରେ ହାଜର ନିର୍ଦ୍ଦେଶ

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ସମେତ ଅନ୍ତର୍ଜାତୀୟ ସ୍ତରରେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ରହିଛନ୍ତି ରାଜ୍ୟ ସରକାର । ଏହି ଘଟଣା ପାଇଁ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ…

ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ଉଦ୍ଧାର ଘଟଣା; ଗିରଫ ହେଲା ଅଭିଯୁକ୍ତ

ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଛାତ୍ରୀଙ୍କୁ ରାସ୍ତାରୁ ଉଦ୍ଧାର କରାଯାଇଥିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ରାକେଶ ଦାସ । ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ…

ରେଖା ଗୁପ୍ତାଙ୍କ ଶପଥ ଗ୍ରହଣରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଜାତୀୟ ରାଜଧାନୀ ଦିଲ୍ଲୀକୁ ତାର ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଦିଲ୍ଲୀ ଦଶମ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ହେଇଛନ୍ତି ରେଖା ଗୁପ୍ତା । ରେଖାଙ୍କ ସହିତ ତାଙ୍କର ୬ ଜଣିଆ ମନ୍ତ୍ରୀ ମଣ୍ଡଳ ଯଥା ପ୍ରବେଶ…

ମାହାଙ୍ଗା ବ୍ଲକ୍‌ ଅଫିସ ପରିସରରେ ଉତ୍ତେଜନା; SDPO ଓ ଜିଲ୍ଲା ପରିଷଦ ସଭ୍ୟ ଆହତ

କଟକ ମାହାଙ୍ଗା ବ୍ଲକ୍‌ ଅଫିସ ପରିସରରେ ଗଣ୍ଡଗୋଳ ସହ ଭଙ୍ଗାରୁଜା । ମାହାଙ୍ଗା ବ୍ଲକ ପ୍ରଶାସନର ଅବହେଳା ପ୍ରତିବାଦରେ ବ୍ଲକ ଅଫିସରେ ଧାରଣାରେ ବସିଛନ୍ତି ମାହାଙ୍ଗା ବ୍ଲକର ବିଭିନ୍ନ ଅଧ୍ୟକ୍ଷା ଓ ପଞ୍ଚାୟତ ପ୍ରତିନିଧି । ଗତକାଲି ଠାରୁ ଧାରଣାରେ ୩୪ଟି…

ଜବରଦଖଲକାରୀ କବଜାରେ ରହିଛି ରାଜ୍ୟର ୧୦,୯୭୧.୧୧୨ ଏକର ଗୋଚର ଜମି

ଆଜି ବିଧାନସଭା ଗୃହରେ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି ରାଜ୍ୟର ହଜାର ହଜାର ଏକର ଗୋଚର ଜମି । ଆଜି ବିଧାନସଭା ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ରାଜ୍ୟର ୧୦…

ବିଧାନସଭାରେ ପୂର୍ବ ସରକାରରେ ଥିବା 5Tର ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ

ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ପ୍ରତାପ ଦେବ ରାଜସ୍ୱ ମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ଯ୍ୟ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇନାହିଁ…

୫-ଟି ପାଇଁ ଆମେ ମଲୁ ବୋଲି ସ୍ବୀକାର କଲେ ଅରୁଣ

ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ବିପର୍ଯ୍ୟୟର କାରଣକୁ ନେଇ ଏବେବି ମନ୍ଥନ ଚାଲିଛି । ଦଳର ନେତୃତ୍ବ କାରଣ ଖୋଜି ପାଇନଥିଲା ବେଳେ ଯେଉଁ ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା, ଯାହାକୁ ବିଜଦ ନେତାମାନେ ମାନୁ ନଥିଲେ ବୁଧବାର ବରିଷ୍ଠ…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଉପମୁଖ୍ୟମନ୍ତ୍ରୀ ହେଲେ ପରବେଶ ବର୍ମା

ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବ ନିର୍ବାଚିତ ରେଖା ଗୁପ୍ତା । ରେଖାଙ୍କ ସହ ୬ ମନ୍ତ୍ରୀ ବି ଶପଥ ନେଇଛନ୍ତି । ରେଖା ଗୁପ୍ତାଙ୍କୁ ଉପ ରାଜ୍ୟପାଳ ବିନୟ କୁମାର ଗୋପନୀୟତା ଶପଥ ପାଠ କରାଇଛନ୍ତି…