ତାଜା ଖବର ରାଜ୍ୟ ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ୍: ମୁକେଶ ମହାଲିଙ୍ଗ December 9, 2024 Papirani ରାଜ୍ୟରେ ୩୦ଟି ଜିଲ୍ଲାରେ ଖୋଲିବ ମେଡ଼ିକାଲ । ଆଜି ବିଧାନସଭାରେ ଏହି ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ମେଡିକାଲ କଲେଜ ଖୋଲିବା ଜରୁରୀ ଏବଂ ଏହା ନିର୍ବାଚନୀ ସଂକଳ୍ପ ପତ୍ରରେ କହିଥିଲୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି December 9, 2024 Papirani ଉପନିର୍ବାଚନ ପାଇଁ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ସେଥିପାଇଁ ଆଜି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ…
ତାଜା ଖବର ରାଜ୍ୟ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ଲୋୟର ପିଏମଜି ମହିଳା December 9, 2024 Papirani ଭୁବନେଶ୍ବର ଲୋୟର ପିଏମଜିରେ ମହିଳାଙ୍କ ଗର୍ଜନ । ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ଲୋୟର ପିଏମଜିର ହଜାର ହଜାର ମହିଳାଙ୍କ ଗର୍ଜନ। ଆନ୍ଦୋଳନକୁ ଓହ୍ଲାଇଲା ଅଲ ଓଡ଼ିଶା ଜି.ପି.ଏଲ.ଏଫ ମିଶନ ଶକ୍ତି ସାମୁଖ୍ୟ । ଆନ୍ଦୋଳନରେ ଏମବିକେ,…
ତାଜା ଖବର ରାଜ୍ୟ ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଟେଣ୍ଡର ଫିକ୍ସିଂ, ରିମାଣ୍ଡରେ ଗଲେ ୩ December 9, 2024 Papirani ଶନିବାର ରାତି ୯ଟା ୩୦ ମିନିଟ୍ ସମୟରେ ହୋଟେଲ ମେ’ ଫେୟାର ସମ୍ମୁଖରେ ଏକ ମର୍ସିଡିଜ ମେବ୍ୟାକ୍ କାର୍ ଉପରେ ଚଢ଼ାଉ ସହ ସିବିଆଇକୁ ମିଳିଥିଲା ବିଡ଼ାବିଡ଼ା ନୋଟ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଆଉ ରବିବାର ଏହି ଘଟଣାର…
ତାଜା ଖବର ରାଜ୍ୟ ଡବଲ ଇଞ୍ଜିନ ସରକାରଙ୍କ ଡବଲ ଚମତ୍କାର; କୁଟ୍ଟେ ଗଲେ ବିଏସ୍ଏଫ୍ ଆଇଜି ହୋଇ December 9, 2024 Papirani ରାଜନୀତିରେ ବିଶ୍ଵାସ ସୃଷ୍ଟି କରିବା କଷ୍ଟ । କିନ୍ତୁ ବିଶ୍ବାସ ହରାଇବା ଭାରି ସହଜ । ନବୀନ ପଟନାୟକ ଏହାର ଜ୍ବଳନ୍ତ ଉଦାହରଣ। ୧୯ ବର୍ଷ କାଳ ଲୋକଙ୍କ ଭିତରେ ଯେଉଁ ବିଶ୍ବାସ ସୃଷ୍ଟି କରିପାରିଥିଲେ, ୫ ବର୍ଷ ଭିତରେ ଭିକେ…
ତାଜା ଖବର ବିଶ୍ୱ ବିଦ୍ରୋହୀଙ୍କ ଦଖଲରେ ସିରିଆ; ଦେଶ ଛାଡ଼ି ରୁଷ୍ରେ ଶରଣ ନେଲେ ସିରିଆ ରାଷ୍ଟ୍ରପତି December 9, 2024 Papirani ରୁଷ୍ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି । ରୁଷରେ ସିରିଆ ରାଜନୈତିକ ଶରଣ ଦେଇଛନ୍ତି ଭ୍ଲାଦିମିର ପୁଟିନ । ବଶର୍ ଅଲ୍-ଅସଦ୍ ନିଜ ପରିବାର ସହିତ ରୁଷିଆରେ…
ତାଜା ଖବର ଦେଶ ଦିଲ୍ଲୀର ଏକାଧିକ ସ୍କୁଲକୁ ମିଳିଲା ବୋମାମାଡ଼ ଧମକ December 9, 2024 Papirani ଦିଲ୍ଲୀର ୪୦ରୁ ଅଧିକ ସ୍କୁଲକୁ ମିଳିଲା ବୋମା ଧମକ । ଇ ମେଲ୍ ଜରିଆରେ ସ୍କୁଲକୁ ଆସିଛି ବୋମା ଧମକ । ୪୦ରୁ ଅଧିକ ସ୍କୁଲକୁ ଇ-ମେଲରେ ଆସିଛି ବୋମା ଧମକ। ଆଜି ସକାଳେ ଇ-ମେଲ୍ ମିଳିବା ପରେ ପ୍ରଥମେ ପିଲାମାନଙ୍କୁ…
ତାଜା ଖବର ରାଜ୍ୟ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ December 7, 2024 Papirani ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ…
ତାଜା ଖବର ରାଜ୍ୟ ରାଜ୍ୟରେ ଅଭାବ ଅଛନ୍ତି ଡାକ୍ତର ଓ ନର୍ସ ଷ୍ଟାଫ୍ December 7, 2024 Papirani ରାଜ୍ୟରେ ଅଭାବ ଡାକ୍ତର, ନର୍ସ, ପାରା ମେଡିକାଲ୍ ଷ୍ଟାଫ୍ । ତେଣୁ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ହୋଇପଡିଛି। ରାଜ୍ୟର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି WHO ନିୟମ ଅନୁସାରେ ପ୍ରତି ହଜାରେ ଲୋକଙ୍କ…
ତାଜା ଖବର ଦେଶ ମନୋରଞ୍ଜନ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ଅଲ୍ଲୁ ଅର୍ଜୁନ December 7, 2024 Papirani ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସେ ନିଜ ସୋସିଆଲ ମିଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ…