Author: Papirani

ଏଥର ଅନ୍ଧାରରେ ରହିବେନି କୌଣସି ପରିବାର; ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ଘରେ ପହଞ୍ଚିବ ବିଜୁଳି

ଆଜି ଦ୍ଵିତୀୟ ଦିନ ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ବିଦ୍ୟୁତକରଣ ହୋଇନଥିବା ଘରକୁ ସେପ୍ଟେମ୍ବର ସୁଦ୍ଧା ପହଞ୍ଚିବ ବିଜୁଳି । ସବୁ…

ରାଜ୍ୟରେ ରାସନ କାର୍ଡ ଲାଗି ଆବେଦନ କରିଛନ୍ତି ୯ ଲକ୍ଷରୁ ଅଧିକ ହିତାଧିକାରୀ

ଆଜି ବିଧାନସଭାରେ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ବିଧାୟକ ମନୋହର ରନ୍ଧାରୀ କରିଥିବା ପ୍ରଶ୍ନର ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଣ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ମୋଟ ୯ ଲକ୍ଷ…

ରାଜ୍ୟରେ ମିଲ ପିଛା ଟଙ୍କାଏ ବଢିବ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ସହାୟତା ରାଶି

ଟଙ୍କାଏ ବଢିବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନର ସହାୟତା ରାଶି । ପ୍ରତି ମିଲ୍ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ପିଲାଙ୍କ…

ସିମ୍‌ ବକ୍ସ ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଏନ୍ଆଇଏ ଟିମ୍

ସିମ୍‌ ବକ୍ସ ମାମଲାର ତଦନ୍ତ ପାଇଁ ଭୁବନେଶ୍ଵର ପହଞ୍ଚିଲେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସିର ଜଣେ ସଦସ୍ୟ । ଭୁବନେଶ୍ବରରେ ପହଞ୍ଚିବା ପରେ ପୋଲିସ କମିଶନରଙ୍କୁ ଭେଟିଥିବା ସୂଚନା । ଓଡିଶାରୁ ଠାବ ହୋଇଥିବା ସିମ୍ ବାକ୍ସର ତଦନ୍ତ କରିବା ସହ ଗିରଫ…

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍‌

ଓଡ଼ିଶା ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ । ବିଜୁ ପଟ୍ଟନାୟକ ଏୟାପୋର୍ଟରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା…

ମମତା ମହନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ବିଜେପି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ । ପୁଣି ଥରେ ରାଜ୍ୟସଭା ଯିବେ ମମତା ମହାନ୍ତ। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବାପରେ କିଏ ରାଜ୍ୟସଭା ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଆଜି ବିଜେପି ମମତା ମହାନ୍ତ…

ମାଙ୍କଡ଼ ଉପଦ୍ରବ କମାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଗଠନ ହେବ ମଙ୍କି ସ୍କ୍ୱାଡ୍

ରାଜ୍ୟରେ ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ସରକାର ଗଠନ କରିବେ ମଙ୍କି ସ୍କ୍ୱାର୍ଡ । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ସରକାର ରାଜ୍ୟରେ ମାଙ୍କଡ଼…

୨୩ ତାରିଖରେ ସ୍ଥାନାନ୍ତର ହେବ ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା

ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ।…

୫ ଦିନ ଭିତରେ ଓଡ଼ିଶା ଆସିବ ୨ଟି ଆଳୁ ଭର୍ତ୍ତି ଟ୍ରେନ୍: କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁନଥିବା ବେଳେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ପଶ୍ଚିମବଙ୍ଗ ଉପରେ ନିର୍ଭର କରିହେବନି । ଯେଉଁଠୁ ସୁବିଧା ହେବ ସେଠାରୁ ଆଳୁ ଆସିବ । ୫…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଗିରଫ ହେଲେ ଆରଆଇ ଓ ଅମିନ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ ଓ ବାବୁଆଣୀ । ସାଲୋହି ଗ୍ରାମର ଶିବ ଚରଣ କଉଡ଼ିଙ୍କ ଠାରୁ ଜମିଜମା କାଗଜପତ୍ର କରି ଦେବା ସହ ପଟ୍ଟା ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା ।…