ତାଜା ଖବର ରାଜନୀତି ରାଜ୍ୟ ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ ଦିନ ଉପବାସ କରିବେ ସମ୍ବିତ ପାତ୍ର May 21, 2024 Papirani ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ପ୍ରାର୍ଥୀ ବିଜେପି ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହା May 21, 2024 Papirani ବିଜେପି ଫୋକସରେ ଏବେ ଓଡ଼ିଶା ରହିଥିବା ବେଳେ ଜଣକ ପରେ ଜଣେ ବିଜେପିର ହେବିୱେଟ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି…
ତାଜା ଖବର ରାଜନୀତି ରାଜ୍ୟ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’ May 20, 2024 Papirani ଦ୍ୱିତୀୟ ଥର ପାଇଁ ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିଛନ୍ତି । ଭୁବନେଶ୍ୱର ରାଜରାସ୍ଥା ପାଲଟିଲା ଜନ ସମୁଦ୍ର। ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ…
ତାଜା ଖବର ଦେଶ ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ ହେଲେ ୪ ଆତଙ୍କବାଦୀ May 20, 2024 Papirani ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି।ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ…
ତାଜା ଖବର ରାଜ୍ୟ ରାଜ୍ୟରେ ଆଗାମୀ ୫ ଦିନ ଯାଏ ଲାଗି ରହିବ କାଳବୈଶାଖୀର ପ୍ରଭାବ May 20, 2024 Papirani ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨, ୨୩ ଓ ୨୪…
ରାଜନୀତି ରାଜ୍ୟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୧ଟା ସୁଦ୍ଧା ଓଡ଼ିଶାରେ ହୋଇଛି ୩୫.୩୧ ପ୍ରତିଶତ ମତଦାନ May 20, 2024 Papirani ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧…
ତାଜା ଖବର ରାଜନୀତି ରାଜ୍ୟ ବେରୁଆବାଡି ବୁଥରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ May 20, 2024 Papirani ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଭଞ୍ଜନଗରରେ ଦେଖା ଦେଇଛି ନିର୍ବାଚନୀ ହିଂସା । ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମାହାଙ୍ଗା ଆସିବେ ଯୋଗୀ ଆଦିତ୍ୟନାଥ May 20, 2024 Papirani ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରଚାର । ନିଜ ଦଳ ପାଇଁ ପ୍ରଚାର କରିବାକୁ ଆଗେଇଲଣି ହେବିୱେଟ ନେତା। ଚଳିତବର୍ଷ ନିର୍ବାଚନ ପ୍ରଚାର କରିବା ପାଇଁ ଓଡ଼ିଶା ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶା ଆସି କେନ୍ଦ୍ରାପଡା ଲୋକସଭା…
ରାଜନୀତି ରାଜ୍ୟ ଦିନ ୧୧ଟା ସୁଦ୍ଧା ଓଡିଶାରେ ହୋଇଛି ୨୧.୦୭% ମତଦାନ May 20, 2024 Papirani ଆଜି ଭୋଟ ଦେଉଛି ଓଡିଶା । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ, ବରଗଡ ଲୋକସଭା କ୍ଷେତ୍ରରେ ୨୨.୯୫ପ୍ରତିଶତ, ଆସିକା ଲୋକସଭାରେ ୨୧.୫୩ ପ୍ରତିଶତ, ବଲାଙ୍ଗୀର ଲୋକସଭାରେ ୧୭.୯୦ ପ୍ରତିଶତ,…
ବ୍ୟବସାୟ ଏଥର ଓଡ଼ିଶାରେ ବିଜେଡି ସରକାର ଯିବା ଥୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି May 20, 2024 Papirani ପୁରୀରେ ରୋଡ ଶୋ’ ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ, ଏଠି ଉପସ୍ଥିତ ମୋର ଭାଇଭଉଣୀମାନଙ୍କୁ ମୋର ନମସ୍କାର ଓ ଜୁହାର। ଏଭଳି ଓଡ଼ିଆ ଭାଷାରେ କହି ନିଜର ଭାଷଣ ଆରମ୍ଭ କରିଥିଲେ…