ତାଜା ଖବର ରାଜ୍ୟ ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି June 1, 2024 Papirani ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ଏପର୍ଯ୍ୟନ୍ତ ବିଭିନ୍ନ ମେଡିକାଲରେ ୨୨…
ତାଜା ଖବର ରାଜନୀତି ରାଜ୍ୟ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୨୨.୬୪ ପ୍ରତିଶତ ମତଦାନ June 1, 2024 Papirani ଆଜି ଓଡ଼ିଶା ଦେଉଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୬୪ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ ବାଲେଶ୍ୱରରେ ସର୍ବାଧିକ ୨୭.୬୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ଭଦ୍ରକରେ…
ତାଜା ଖବର ରାଜନୀତି ରାଜ୍ୟ କି ମନୋରମ ଦୃଶ୍ୟ ! ପାନ ବରଜରେ ସଜ୍ଜିତ ଏ ପୋଲିଂ ବୁଥ୍ June 1, 2024 Papirani ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆଜି ଭୋଟ୍ ଦେଉଛି ସାରା ଓଡ଼ିଶା । ଭୋଟର୍ ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାରିଆଡ଼େ ସଜା ହୋଇଛି ପୋଲିଂ ବୁଥ୍ । ସେହିପରି ଆଜି ଏକ…
ତାଜା ଖବର ଦେଶ ରାଜନୀତି ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ June 1, 2024 Papirani ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଅନେକ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ହେଭିୱେଟଙ୍କ ଭାଗ୍ୟ…
ତାଜା ଖବର ରାଜ୍ୟ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ June 1, 2024 Papirani ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନରୁ ସେ ରୋଗାଗ୍ରସ୍ତ ଥିଲେ। ମାଗୁଣିଙ୍କ ପରଲୋକ…
ତାଜା ଖବର ରାଜନୀତି ରାଜ୍ୟ ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍ June 1, 2024 Papirani ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ଏହା ଅଧୀନସ୍ଥ ୪୨ଟି ଆସନରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ରୁ ଭୋଟ୍ ଗ୍ରହଣ…
ତାଜା ଖବର ରାଜନୀତି ରାଜ୍ୟ ନିର୍ବାଚନ ପାଇଁ ମିଶନ ଶକ୍ତି ମହିଳା ବାଣ୍ଟୁଛନ୍ତି ଟଙ୍କା May 31, 2024 Papirani କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରୁ ମିଶନଶକ୍ତି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଛି । ରେମୁଣା ବ୍ଲକ ପରିସର ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଯାଉଥିବା…
ତାଜା ଖବର ଦେଶ ବିଦେଶରୁ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ଆରବିଆଇ May 31, 2024 Papirani ବିଦେଶରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାଜନକ: ସମୀର ମହାନ୍ତି May 31, 2024 Papirani ଗତ ୨ ଦିନ ହେଲା ରାଜ୍ୟରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଉଭୟ ଘଟଣାରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କିଭଳି ଅବ୍ୟବସ୍ଥିତ ରହିଛି ତାହା…
ତାଜା ଖବର ମନୋରଞ୍ଜନ ରାଜ୍ୟ ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ May 31, 2024 Papirani ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଚନ୍ଦନ କର ଗିରଫ କରାଯାଇଛି। ଭୁବନେଶ୍ବର ମହିଳା ଥାନା ପୁଲିସ ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କରିଛି। ଅନ୍ତରଙ୍ଗ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି ବ୍ଲାକମେଲ୍ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ।…