Author: Papirani

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା: ଟ୍ରକ ପଛରେ ପିଟି ହେଲା ଓମଫେଡ କ୍ଷୀର ଗାଡ଼ି, ୨ ଗୁରୁତର

ଆଜି ସକାଳୁ ସକାଳୁ କଟକର ତେଲେଙ୍ଗାପେଣ୍ଠ ଛକରେ ଏକ ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳେ ଘନ କୁହୁଡ଼ି ଯୋଗୁ ଓମଫେଡ କ୍ଷୀର ଗାଡ଼ିକୁ ଧକ୍କା ଦେଲା ହାଇଓ୍ବା । ଏହି ଦୁର୍ଘଟଣାରେ ଚାଳକ ଓ ହେଲପର ଗୁରୁତର…

କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାଓ୍ୱାର୍ ଲିମିଟେଡ୍

କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାଓ୍ୱାର୍ ଲିମିଟେଡ୍ । ଏ ନେଇ ଆଜି ସୂଚନା ଦେଇଛନ୍ତି ଷ୍ଟିଲ୍ ଆଣ୍ଡ ପାଓ୍ୱାର୍ ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ ନବୀନ । ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗ ଦେବା…

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜିଠୁ ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡିଶା କନକ୍ଲେଭ ୨୦୨୫ । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍‌ଣରେ ଉଦ୍‌ଘାଟନ କରିବେ। ସେଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଆଖି ବୁଜିଛି କୁମ୍‌କୀ ହାତୀ ଭବାନୀ

ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା କୁମ୍‌କୀ ହାତୀ ଭବାନୀର ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ୧୦ରେ ଏହି ଖବର ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ସାଢେ ୭ଫୁଟରୁ ଉଚ୍ଚ…

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଓ ମୁଖ୍ୟ ନିର୍ବାଚନ କମିଶନର ହେଲେ ମଧୁସୂଦନ ପାଢ଼ୀ

ରାଜ୍ୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୋଲିସର ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଓ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି…

ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ହେଲେ ଯଶପ୍ରୀତ ବୁମରା

ଭାରତୀୟ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ୨୦୨୪ । ଷଷ୍ଠ ଭାରତୀୟ ଭାବେ ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର । ପ୍ରଥମ ଭାରତୀୟ…

ହସ୍ପିଟାଲରେ ଡ୍ରୋନ୍ ଆକ୍ରମଣ; ୭୦ ମୃତ

ସୁଦାନରରେ ଥିବା ହସ୍ପିଟାଲରେ ହୋଇଛି ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ସୁଦାନର ଅଲ୍ ଫାସର ସହରରେ ଥିବା ସାଉଦି ଟିଚିଂ ମାଟରନାଲ୍ ହସ୍ପିଟାଲରେ ଏହି ହମଲା ହୋଇଛି। ଏଥିରେ ୭୦ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା…

ପୁଣି ତଳମୁହାଁ ହେଲା ଭାରତୀୟ ସେୟାର ମାର୍କେଟ

ଆଜି ବି ତଳକୁ ଖସିଲା ଭାରତୀୟ ସେୟାର ମାର୍କେଟ । ଉଭୟ ସେନସେକ୍ସ ଓ ନିଫଟିରେ ଆଜି ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଘଟିଛି । ଯେଉଁଥିରେ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ଖସି ୭୫,୪୦୦ ସ୍ତର ତଳକୁ…

ଚାଷୀ ମିଲରଙ୍କ ଭିତରେ ସରକାର ମୁଣ୍ଡ ନ ପୁରେଇବା ପାଇଁ କହୁଛନ୍ତି ଆଇଏଏସ୍ ଅଫିସର: ଯୋଗାଣ ମନ୍ତ୍ରୀ

କଟନୀ ଛଟନୀ ନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇ କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଆଇଏଏସ୍ ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । କୃଷକ ମିଲରଙ୍କ ମଧ୍ୟରେ କଟନୀ ଛଟନୀ…

ମାଓପ୍ରବଣ ଅଞ୍ଚଳରେ ଭୋଟ ହାର ବୃଦ୍ଧି ପାଇଁ ମାଲକାନଗିରି ପୋଲିସକୁ ଜାତୀୟ ପୁରସ୍କାର

୨୦୨୪ ନିର୍ବାଚନରେ ମାଓ ପ୍ରଭାବିତ ଅଞ୍ଚଳରେ ଭୋଟ୍ ହାର ବୃଦ୍ଧି ପାଇଁ ରାଷ୍ଟ୍ରପତି ଓଡିଶାର ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନକୁ ପୁରସ୍କାର ପ୍ରଦାନ କରିଛନ୍ତି । ଭୋଟ୍ ହାର ପ୍ରତିଶତ ବୃଦ୍ଧି କରିବା ପାଇଁ ଉତ୍କୃଷ୍ଟ ସୁରକ୍ଷା ବ୍ୟବସ୍ଥା ଏବଂ ସଫଳ…