Author: Papirani

ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଟେଣ୍ଡର ଫିକ୍ସିଂ, ରିମାଣ୍ଡରେ ଗଲେ ୩

ଶନିବାର ରାତି ୯ଟା ୩୦ ମିନିଟ୍ ସମୟରେ ହୋଟେଲ ମେ’ ଫେୟାର ସମ୍ମୁଖରେ ଏକ ମର୍ସିଡିଜ ମେବ୍ୟାକ୍ କାର୍ ଉପରେ ଚଢ଼ାଉ ସହ ସିବିଆଇକୁ ମିଳିଥିଲା ବିଡ଼ାବିଡ଼ା ନୋଟ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଆଉ ରବିବାର ଏହି ଘଟଣାର…

ଡବଲ ଇଞ୍ଜିନ ସରକାରଙ୍କ ଡବଲ ଚମତ୍କାର; କୁଟ୍ଟେ ଗଲେ ବିଏସ୍ଏଫ୍ ଆଇଜି ହୋଇ

ରାଜନୀତିରେ ବିଶ୍ଵାସ ସୃଷ୍ଟି କରିବା କଷ୍ଟ । କିନ୍ତୁ ବିଶ୍ବାସ ହରାଇବା ଭାରି ସହଜ । ନବୀନ ପଟନାୟକ ଏହାର ଜ୍ବଳନ୍ତ ଉଦାହରଣ। ୧୯ ବର୍ଷ କାଳ ଲୋକଙ୍କ ଭିତରେ ଯେଉଁ ବିଶ୍ବାସ ସୃଷ୍ଟି କରିପାରିଥିଲେ, ୫ ବର୍ଷ ଭିତରେ ଭିକେ…

ବିଦ୍ରୋହୀଙ୍କ ଦଖଲରେ ସିରିଆ; ଦେଶ ଛାଡ଼ି ରୁଷ୍‌ରେ ଶରଣ ନେଲେ ସିରିଆ ରାଷ୍ଟ୍ରପତି

ରୁଷ୍‌ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି । ରୁଷରେ ସିରିଆ ରାଜନୈତିକ ଶରଣ ଦେଇଛନ୍ତି ଭ୍ଲାଦିମିର ପୁଟିନ । ବଶର୍ ଅଲ୍-ଅସଦ୍ ନିଜ ପରିବାର ସହିତ ରୁଷିଆରେ…

ଦିଲ୍ଲୀର ଏକାଧିକ ସ୍କୁଲକୁ ମିଳିଲା ବୋମାମାଡ଼ ଧମକ

ଦିଲ୍ଲୀର ୪୦ରୁ ଅଧିକ ସ୍କୁଲକୁ ମିଳିଲା ବୋମା ଧମକ । ଇ ମେଲ୍ ଜରିଆରେ ସ୍କୁଲକୁ ଆସିଛି ବୋମା ଧମକ । ୪୦ରୁ ଅଧିକ ସ୍କୁଲକୁ ଇ-ମେଲରେ ଆସିଛି ବୋମା ଧମକ। ଆଜି ସକାଳେ ଇ-ମେଲ୍ ମିଳିବା ପରେ ପ୍ରଥମେ ପିଲାମାନଙ୍କୁ…

କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ…

ରାଜ୍ୟରେ ଅଭାବ ଅଛନ୍ତି ଡାକ୍ତର ଓ ନର୍ସ ଷ୍ଟାଫ୍‌

ରାଜ୍ୟରେ ଅଭାବ ଡାକ୍ତର, ନର୍ସ, ପାରା ମେଡିକାଲ୍‌ ଷ୍ଟାଫ୍‌ । ତେଣୁ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ହୋଇପଡିଛି। ରାଜ୍ୟର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି WHO ନିୟମ ଅନୁସାରେ ପ୍ରତି ହଜାରେ ଲୋକଙ୍କ…

ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ଅଲ୍ଲୁ ଅର୍ଜୁନ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସେ ନିଜ ସୋସିଆଲ ମିଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ…

ଛତୁଆ ଅପ୍ରମିଶ୍ରଣ ମାମଲାରେ ୬୩ ଜଣଙ୍କୁ ଦିଆଯାଇଛି ଏସଡ଼ିପିଓ ଓ ସୁପରଭାଇଜରଙ୍କୁ ଦିଆଯାଇଛି ନୋଟିସ୍

ଆଜି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗକୁ ନେଇ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଛନ୍ତି । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ…

ମୋ ବସ୍ : ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା

୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ନବୀନ ସରକାର ଆରମ୍ଭ କରିଥିଲେ ମୋ ବସ୍ ଚଳାଚଳର ଶୁଭାରମ୍ଭ। ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପାଖାପାଖୁ ୪୦୦ ବସ୍ ଏହି ଜନ ପରିବହନ ବ୍ୟବସ୍ଥାରେ ସାମିଲ…

ବାଙ୍ଗିରୀପୋଷୀରେ ରେଳ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ

ବାଙ୍ଗରିପୋଷୀ ରେଳଷ୍ଟେସନ ଆୟୋଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ମୟୁରଭଞ୍ଜର କଳା ସଂସ୍କୃତି ଅତି ମହାନ ଏବଂ ଅନନ୍ୟ। ସର୍ବ ପ୍ରଥମେ ମୁଁ ସାନ୍ତାଳୀ ଭାଷାର ଜନକ ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଏହି…