Author: Papirani

Nandankanan Registers Highest Visitor Footfall In 2025: ୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ବିଦାୟୀ ବର୍ଷରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ୨୦ ହଜାର ୫୩୯ ପର୍ଯ୍ୟଟକ । ପ୍ରାଣୀ ଉଦ୍ୟାନ ବୁଲିଲେ ୩୮ ଲକ୍ଷ ୪୩ ହଜାର ୨୮ ପର୍ଯ୍ୟଟକ । ସେହିପରି…

Bhubaneswar Residents Consume Liquor: ଡିସେମ୍ବର ୨୫ ଠାରୁ ‘ଜିରୋ ନାଇଟ୍‌’ ଯାଏଁ ରାଜଧାନୀବାସୀ ପିଇଦେଲେ ୩୨ କୋଟି ଟଙ୍କାର ମଦ

ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜ୍ୟରେ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରିକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବର୍ଷର ଶେଷ ସାତ ଦିନରେ ରାଜଧାନୀବାସୀ ପିଇଲେ ୩୨ କୋଟିର ମଦ । ଅଢେଇ ଲକ୍ଷ ଲିଟର ବିଦେଶୀ ମଦ…

Switzerland Bar Blast: ନୂଆ ବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ; ୪୦ ମୃତ, ୧୦୦ରୁ ଅଧିକ ଗୁରୁତର

ନୂଆ ବର୍ଷରେ ସ୍ୱିଜରଲ୍ୟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ। କ୍ରାନ୍ସ ମୋଣ୍ଟାନା ସହରରେ ଥିବା ଏକ ବାରରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ଅଧିକ ଗୁରୁତର ହୋଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ବିସ୍ଫୋରଣର କାରଣ…

Tobacco Tax: ଫେବୃଆରୀ ୧ରୁ ମହଙ୍ଗା ହେବ ପାନ୍ ମସଲା, ସିଗାରେଟ୍, ତମାଖୁ

ଫେବୃଆରୀ ୧ରୁ ପାନ୍ ମସଲା, ସିଗାରେଟ୍, ତମାଖୁ ମହଙ୍ଗା । ସରକାର ୧ ଫେବୃଆରୀ ୨୦୨୬ ଠାରୁ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବେ । ୪୦ ପ୍ରତିଶତ ଟିକସ ନେଇ ଅର୍ଥ ମନ୍ତ୍ରାଳୟର ସୂଚନା ।…

BJD Crisis: ନବୀନ ବାବୁଙ୍କ ପାଇଁ ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ- ଅଶୋକ ପଣ୍ଡା

ନୂତନ ବର୍ଷ ଆରମ୍ଭରୁ ପୁଣି ଚର୍ଚ୍ଚାରେ ନବୀନଙ୍କ ଉତ୍ତରାଧିକାରୀ । ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ଉତ୍ତରାଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ଅଶୋକ ପଣ୍ଡା । ସେ କହିଛନ୍ତି ନବୀନ ବାବୁ ନିଜେ କହିଛନ୍ତି ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ ।କିଏ ଚାହିଁଚି…

Nico Park Revamp Redevelopment: ଭୁବନେଶ୍ବର ନିକୋ ପାର୍କର ହେବ ନବ କଳେବର

ଭୁବନେଶ୍ବର ନିକୋ ପାର୍କର ହେବ ନବ କଳେବର । ଓଡ଼ିଶା ସରକାର ଭୁବନେଶ୍ୱରର ‘ନିକ୍କୋ ପାର୍କ’ ଭାବରେ ଜଣାଶୁଣା ବିଡିଏ ସିଟି ସେଣ୍ଟରର ଏକ ବ୍ୟାପକ ପୁନଃବିକାଶ କରିବେ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

Odisha Govt Directives: ଅନୁ ଗର୍ଗଙ୍କୁ ନୂଆ ବର୍ଷରେ ୧୫ ନିର୍ଦ୍ଦେଶନାମା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଦଫା ନିର୍ଦ୍ଦେଶନାମା। ନୂତନ ବର୍ଷରେ ରାଜ୍ୟ ନୂତନ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ମୁଖ୍ୟ…

IAS Promotion: ୩ ବରିଷ୍ଠ ଆଇଏଏସଙ୍କୁ ମିଳିଲା ପ୍ରମୁଖ ସଚିବ ପାହ୍ୟା ପଦୋନ୍ନତି

୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସିଇଓ ଥିବା ଆଇଏଏସ ଆର.ସନ୍ଥଗୋପାଳନଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଏବଂ…

BJD Target BJP Govt: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ
ନିନ୍ଦିତ ହେଉଛି: ବିଜେଡି

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଏକ…

First Woman Chief Secretary : ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ ।ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ଓଡ଼ିଶାର…