Author: Papirani

Biju Patnaik’s Statue Vandalised at Siali Beach: ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା: ଦୃଢ଼ ନିନ୍ଦା କଲା ବିଜେଡି

ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ସିଆଳି ବେଳାଭୂମିରେ ସ୍ଥାପିତ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ହୋଇଥିବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏହି ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା ବିଜେଡି…

Heavy Rain Alert: ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲ୍ଲାରେ କାଲି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ…

Orangutan Rescued in Odisha: ଓରାଙ୍ଗଉଟାନ ଉଦ୍ଧାର ପ୍ରସଙ୍ଗ: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡ଼ିଶାରୁ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ବନ୍ୟପ୍ରାଣୀ ଚାଲାଣ ଘଟଣାର ପୂଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ…

Political Clash in Kendrapada: ରାଜନଗରରେ ଶିଳାନ୍ୟାସ ବେଳେ ବିଧାୟକ ଧ୍ରୁବ ସାହୁଙ୍କୁ କଡ଼ା ବିରୋଧ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକସ୍ତରୀୟ ଷ୍ଟାଡିୟମ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉତ୍ତେଜନା ପ୍ରକାଶ ପାଇଛି। ରାଜନଗର ବଡ଼ପଡ଼ା ପଞ୍ଚାୟତରେ ଆୟୋଜିତ ଏହି ଶିଳାନ୍ୟାସ ଉତ୍ସବ ବେଳେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କୁ ବିଜେପି କର୍ମୀମାନେ ପ୍ରବଳ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ସ୍ଥାନୀୟ ସାଂସଦଙ୍କ…

18th BRICS Summit: ବ୍ରିକ୍ସ ସମ୍ମିଳନୀ ପାଇଁ ୭ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଚଳିତ ସପ୍ତାହରେ ଭାରତ ଗସ୍ତ କରିବେ। ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏହି ଗସ୍ତ…

Ex-PACS Secretary Arrested: ୧୪.୨୨ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଲୁଟ; PACSର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଗିରଫ

ସରକାରୀ ଓ ସମବାୟ ପାଣ୍ଠିର ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଯୁବା ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨…

Land Records Digitized in Odisha: ଜମି ଜାଲିଆତିରେ ଲାଗିବ ସମ୍ପୂର୍ଣ୍ଣ ବ୍ରେକ୍: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,

ରାଜ୍ୟରେ ବୃଦ୍ଧି ପାଉଥିବା ଜମି ଜାଲିଆତି ଏବଂ ବେଆଇନ ଜମି କାରବାର ଉପରେ ଏବେ କଡ଼ା ଲଗାମ୍ ଲଗାଇବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ଆଉ ଜମି ହଡ଼ପ କିମ୍ବା ପୁରୁଣା କାଗଜପତ୍ର ବଦଳାଇ ସାଧାରଣ ଲୋକଙ୍କୁ ଠକିବା ସହଜ ହେବନାହିଁ।…

Operation Anweshan: ଅପରେସନ୍ ଅନ୍ୱେଷଣ: ୧୭ଟି ରାଜ୍ୟରୁ ୧୦୧ ନିଖୋଜ ଶିଶୁଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ

ଓଡ଼ିଶା ପୋଲିସ ଦ୍ୱାରା ଚାଲିଥିବା ବିଶେଷ ଅଭିଯାନ ‘ଅପରେସନ୍ ଅନ୍ୱେଷଣ’ ମାଧ୍ୟମରେ ରାଜ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି। ସପ୍ତାହବ୍ୟାପୀ ଚାଲିଥିବା ଏହି ଅଭିଯାନରେ ଦେଶର ୧୭ଟି ରାଜ୍ୟରେ ୨୭ଟି ବିଶେଷ ଟିମ୍ ଚଢ଼ାଉ କରି ମୋଟ ୧୦୧ ଜଣ ନିଖୋଜ…

Make in Odisha Goes Global: ୟୁଏଇରେ ଓଡ଼ିଶାର ନିବେଶ ଅନ୍ବେଷଣ ନେଇ ଉଚ୍ଚସ୍ତରୀୟ ବୈଠକ

ଓଡ଼ିଶାରେ ଶିଳ୍ପର ବିକାଶ ଓ ବୈଦେଶିକ ନିବେଶକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁବାଇ ଗସ୍ତ ସଫଳତାର ସହ ଆଗେଇ ଚାଲିଛି। ଏହି ଗସ୍ତ କାଳରେ ରାଜ୍ୟରେ ନିବେଶ ଅନ୍ୱେଷଣ ଏବଂ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବ୍ୟବସାୟିକ…

Orangutan Smuggling Case: ଓରାଙ୍ଗଉଟାନ ତସ୍କରୀ ଲିଙ୍କ: ବାଲେଶ୍ୱର ଦୀଘାରେ STF ର ଛାନ୍‌ଭିନ୍

ଓରାଙ୍ଗଉଟାନ୍ ତସ୍କରୀ ଘଟଣାରେ ସ୍ପେସାଲ ଟାସ୍କ ଫୋର୍ସ (STF)ର ତଦନ୍ତ ଜୋରଦାର ହୋଇଛି। ବାଲେଶ୍ୱର ଏବଂ ଦୀଘା ସୀମାନ୍ତ ଅଞ୍ଚଳରେ STFର ୨ଟି ଟିମ୍ ଛାନଭିନ୍ ଓ ଖୋଳତାଡ଼ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୀଘା ରାସ୍ତା ଦେଇ ଓରାଙ୍ଗଉଟାନକୁ…