Author: Papirani

ଜାହାଜରୁ ଖସି ପଡ଼ିଲେ ୨ କ୍ରିୟୁ ମେମ୍ବର; ଜଣେ ନିଖୋଜ

ପାରାଦୀପରେ ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର । ଜଣେ କ୍ରିୟୁ ମେମ୍ବର ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଘଟିଛି ଅଘଟଣ। ସିଆଇଏସଏଫ ଓ ମେରାଇନ୍ ପୋଲିସ ଦ୍ୱାରା ଉଦ୍ଧାର…

ଉପରାଷ୍ଟ୍ରପତି ନିର୍ବାଚନ: ଭୋଟରୁ ବିରତ ରହିବା ବାଟ ବାଛିପାରନ୍ତି ନବୀନ

ଆସନ୍ତା ୯ ତାରିଖ ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ବିଜୁ ଜନତା ଦଳ ଓ ନବୀନ ପଟନାୟକଙ୍କ ପାଇଁ ପରୀକ୍ଷାର ଘଡ଼ି । କି ନିଷ୍ପତ୍ତି ନେବେ ନବୀନ ? ସମସ୍ତଙ୍କ ନଜର ନବୀନଙ୍କ ନିଷ୍ପତ୍ତି ଉପରେ । ଜଗଦୀପ…

ଖୋଜିଲେ ନବୀନ ଗଲେ ଦିଲୀପ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଗୁରୁବାର ନବୀନ ନିବାସରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ନବୀନ…

ପାଗ ଖରାପ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କୋଲକାତା ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ପାଗ ଖରାପ ଯୋଗୁ ଭୁବନେଶ୍ୱରରେ ବଦଳରେ କୋଲକାତାରେ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଯୋଗ୍ୟ; ୪…

ଆଜି ପବିତ୍ର ଗୁରୁ ଦିବସ

ଆଜି ସାରା ଦେଶ ପାଳନ କରୁଛି ଗୁରୁ ଦିବସ । ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ନିଜ ନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ । ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ ବଳି ବାମନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ। ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଥିଲା । ବାମନ ରୂପୀ…

ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିଲା କଟକଣା

ଚଳିତ ବର୍ଷ ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା । ଏହା ସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ହୋଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦୁର୍ଗାପୂଜା…

ବିବାଦ ଏବଂ ଜନଅଶାନ୍ତି ପାଇଁ ବଦଳିଲେ ଦୁଇ ଆଇଆଇସି

ବଦଳିଲେ ଦୁଇ ଆଇଆଇସି। କଣ୍ଟାବାଞ୍ଜି ଆଇଆଇସି ଓ ସଇଁତଳା ଆଇଆଇସି ବଦଳି କରାଯାଇଛି । କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କର ସଇଁତଳାକୁ ବଦଳି କରାଯାଇଥିବା ବେଳେ ସଇଁତଳା ଆଇଆଇସି ସୁଶାନ୍ତ ବଢ଼େଇଙ୍କୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଆଇଆଇସି…

କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ
ଜିଏସ୍ଟି ଛାଡ଼ କରିବାକୁ ଦାବି କଲା ବିଜେଡି

କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍ଟି ସ୍ଲାବ୍ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି…

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଏନଆଇଆରଏଫ ରାଙ୍କିଙ୍ଗ ତାଲିକା: ଟପ୍‌ ୧୦୦ରେ ନାହିଁ ଓଡ଼ିଶାର କଲେଜ୍‌

ଶିକ୍ଷା ମନ୍ତ୍ରଣାଳୟ ଗୁରୁବାର ଦେଶର ଶ୍ରେଷ୍ଠ କଲେଜ ତାଲିକା ଏନଆଇଆରଏଫ ୨୦୨୫ ରାଙ୍କିଙ୍ଗ ଜାରି କରିଛି । ଆଇଆଇଟି ମାଦ୍ରାସ ସବୁ ବର୍ଗରେ ଏବଂ ଇଞ୍ଜିନିୟରିଂ କାଟାଗୋରୀରେ ଶୀର୍ଷ ସ୍ଥାନ ହାସଲ କରି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି ।…