ଦେଶ ରାଜ୍ୟ ମହାକୁମ୍ଭ ୨୦୨୫: ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ରେକର୍ଡ କଲା ଭାରତୀୟ ରେଳ February 27, 2025 Nirvay ମାତ୍ର ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଚଳିତ ମହାକୁମ୍ଭ ୨୦୨୫ ରେ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୧୩,୫୦୦ ଟ୍ରେନ୍ ଅପେକ୍ଷା ବହୁତ ଅଧିକ । ଏହି…
ରାଜ୍ୟ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ; ସେବାୟତ ଖସିପଡ଼ି ଆହତ February 26, 2025 Nirvay ମହାଶିବରାତ୍ରି ରେ ଲିଙ୍ଗରାଜ ପୀଠ ରେ ମହାଦୀପ ଉଠିବା ସମୟରେ ଘଟିଛି ବଡ ଅଘଟଣ । ମହାଦୀପ ଧରି ଉପରକୁ ଉଠୁଥିବା ବେଳେ ପଡି ଆହତ ହୋଇଛନ୍ତି ସେବାୟତ । ଯାହା ଲକ୍ଷଲକ୍ଷ ଭକ୍ତଙ୍କୁ ନିରାଶ କରିଛି । ଗୁରୁତର ଅବସ୍ଥାରେ…
ଦେଶ ସରିଲା ମହାକୁମ୍ଭ ୨୦୨୫; ୪୫ ଦିନରେ ବୁଡ ପକାଇଲେ ୬୬ କୋଟିରୁ ଅଧିକ ଭକ୍ତ February 26, 2025 Nirvay ସରିଲା ଐତିହାସିକ ପ୍ରୟାଗରାଜ ମହାକୁମ୍ଭ ମେଳା । ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ୪୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୬୬ କୋଟିରୁ ଅଧିକ ଭକ୍ତ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି । ଏ ନେଇ ଉତ୍ତର…
ରାଜନୀତି ରାଜ୍ୟ ବିଜେପି ରାଜ୍ୟ ସଭାପତି ନିଯୁକ୍ତି ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା February 26, 2025 Nirvay ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକ ପରେ ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖୁବଶୀଘ୍ର ନିଗମ ଓ ବୋର୍ଡ କମିଶନ ନିଯୁକ୍ତି ହେବେ…
ରାଜ୍ୟ ଜଙ୍ଗଲ ଜମିରେ ନିର୍ମିତ ବେଆଇନ ପଞ୍ଚାୟତ ଅଫିସକୁ ଭାଙ୍ଗିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ର ନିର୍ଦ୍ଦେଶ February 26, 2025 Nirvay ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଞ୍ଚାୟତରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପଞ୍ଚାୟତ ଗୃହକୁ ହଟାଇବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ…
ରାଜ୍ୟ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ February 25, 2025 Nirvay ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲା ଓଡିଶା ହାଇକୋର୍ଟ । ମାର୍ଚ୍ଚ ୪ ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ତାଙ୍କ ବାସ ଭାବନରେ ସିବିଆଇ…
ରାଜ୍ୟ ପ୍ରକାଶ ପାଇଲା ଓଡିଶା ପୋଲିସ ଏସଆଇ ପରୀକ୍ଷା ତାରିଖ February 25, 2025 Nirvay ପୋଲିସ ଏସଆଇ ପରୀକ୍ଷା ନେଇ ପ୍ରକାଶ ପାଇଲା ତାରିଖ । ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ…
ଦେଶ ରାଜ୍ୟ କିଟରେ ଇଣ୍ଡିଆ ଟ୍ରେକ୍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ February 25, 2025 Nirvay ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ଫେବୃଆରୀ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର…
ଦେଶ କୃଷକଙ୍କୁ ପିଏମ୍ କିଷାନ ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି February 24, 2025 Nirvay ‘ପିଏମ୍ କିଷାନ ସମ୍ମାନ ନିଧି’ ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରଠାରେ ଦେଶବ୍ୟାପୀ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପିଏମ୍-କିଷାନ ସହାୟତା ଯୋଜନାରେ ୧୯ତମ କିସ୍ତିରେ ୨୨ ହଜାର କୋଟି…
ଦେଶ ରାଜ୍ୟ କାଶୀ-ତାମିଲ୍ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 24, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…