Author: Nirvay

ଜଗତସିଂହପୁର ଜିଲ୍ଲା ହେବ ରାଜ୍ୟ ବିକାଶର ଏକ ନମ୍ବର ଗ୍ରୋଥ ଇଞ୍ଜିନ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତସିଂହପୁର ଜିଲ୍ଲା ଓଡିଶା ସରକାରଙ୍କ ସମୃଦ୍ଧ ଓଡ଼ିଶାର ଜୟ ଯାତ୍ରାରେ ଗ୍ରୋଥ ଇଞ୍ଜିନ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି…

ଗଡ଼ିଲା ଆଉ ୪୦ଟି ନୂତନ ଇ-ବସ୍‌; ଓଡ଼ିଶାକୁ ୪୦୦ ଇ-ବସ୍ ଯୋଗାଇବେ କେନ୍ଦ୍ର ସରକାର

ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ସହ ସାଧାରଣ ପରିବହନ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ରାଜ୍ୟର ସହରାଞ୍ଚଳରେ ଇଲେକ୍ଟ୍ରିକ ବସ୍‌ ସେବାକୁ ତ୍ୱରାନ୍ୱିତ କରୁଛନ୍ତି ରାଜ୍ୟ ସରକାର । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି…

୬ ମାସ ବଦଳରେ ୩ ମାସରେ ଟିକସଦାତା ଖିଲାପକାରୀ ତାଲିକା ଆଣିବ ବିଏମ୍‌ସି

ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବଡ଼ ନିଷ୍ପତ୍ତି । ଏଣିକି ୬ ମାସ ବଦଳରେ ୩ ମାସରେ ଖିଲାପକାରୀ ତାଲିକା ଆସିବ । ୬ ମାସରେ ଥରେ ଲିଷ୍ଟ ଆସୁଥିବାରୁ ବଡ଼ ଟିକସଦାତା ପୈଠ କରିପାରୁ…

ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ହଳଦୀପଦାଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଅଞ୍ଚଳର ଦୁଇଟି ସ୍ଥାନରେ ୧୪ ଟି ଶିଳ୍ପପ୍ରକଳ୍ପର…

ଡଙ୍କାରୀ ପାହାଡ଼ ଖଣି ଲୁଟ୍‌ ମାମଲାର ମାଷ୍ଟର ମାଇଣ୍ଡ ତାପସ ପଣ୍ଡାଙ୍କ ଉପରେ ଆୟକର ଛାଟ

ଯାଜପୁର ଡଙ୍କାରି ପାହାଡ଼ ରୁ କଳାପଥର ଲୁଟ ଘଟଣା ର ତଦନ୍ତର ମାଷ୍ଟର ମାଇଣ୍ଡ ତାପସ ରଞ୍ଜନ ପଣ୍ଡାଙ୍କ ଉପରେ ଆୟକର ବିଭାଗର ଛାଟ । ଘାଟିକିଆ, କଳିଙ୍ଗନଗରରେ ଥିବା ୧୦ ବେନାମୀ ଫ୍ଲାଟ ଜବତ କରିବା ସହ ଆଠଗଡ଼ରେ ୧୧.୨…

ଦିଲ୍ଲୀରେ ପ୍ରତିବର୍ଷ ପାଳନ ହେବ ଓଡ଼ିଶା ପର୍ବ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବେଶ ଧୁମ ଧାମରେ ପାଳନ ହେଉଛି ଓଡ଼ିଶା ଦିବସ ସମାରୋହ-୨୦୨୫ । ଦିଲ୍ଲୀରେ ଆୟୋଜିତ ଉତ୍କଳ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଓଡ଼ିଶା…

ସନ୍ଦେହଜନକ ପରିସ୍ଥିତିରେ ଆଉ ଜଣେ କିଟ୍‌ ଛାତ୍ରଙ୍କ ମୃତ୍ୟୁ; କାରଣ ଅସ୍ପଷ୍ଟ

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ପୁଣି ଜଣେ କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ତଳୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।…

ଶେଷ ହେଲା ଖରିଫ ଧାନ କିଣା ଅବଧି; ରେକର୍ଡ ଧାନ କିଣିଲେ ସରକାର

ଶେଷ ହେଲା ଖରିଫ ଧାନ କିଣା ଅବଧି । ରେକର୍ଡ ଧାନ କିଣିଲେ ରାଜ୍ୟ ସରକାର । ଗତବର୍ଷ ତୁଳନାରେ ଏଥର ଚାଷୀଙ୍କ ଆକାଉଣ୍ଟକୁ ସବସିଡି ଆକାରରେ ଅଧିକ ଆସିଲା ୧୪୬୭ କୋଟି ଟଙ୍କା । ମାର୍ଚ୍ଚ ୩୧ ସୁଦ୍ଧା ଧାନ…

ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା

ନବରଙ୍ଗପୁର ଜିଲ୍ଲା, ଉମରକୋଟରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣ ଶିକ୍ଷା ମନ୍ତ୍ରୀ ପିଲାମାନଙ୍କୁ ନିଜ ହାତରେ…

୨୦୦୦ ରୁ ୨୦୨୪ ଥିଲା ଓଡିଶା ବିକାଶର ନୂଆ ଯୁଗ: ନବୀନ ପଟ୍ଟନାୟକ

ଓଡ଼ିଶା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ସମସ୍ତଙ୍କୁ ଓଡିଶା ଦିବସର ଶୁଭେଚ୍ଛା ଜଣାଇଥିଲେ । ପଟ୍ଟନାୟକ କହିଥିଲେ, “୨୦୦୦ ରୂ ୨୦୨୪ ଥିଲା ଓଡିଶା ବିକାଶ ର ନୂଆ…