ଦେଶ ବିଶ୍ୱ ଅପରେସନ୍ ସିନ୍ଦୂର ଉପରେ ବାୟୁସେନା ମୁଖ୍ୟଙ୍କ ବଡ଼ ଖୁଲାସା August 9, 2025 Nirvay ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନର କ୍ଷତି ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି । ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନର ୬ଟି ବିମାନ ଖସାଇଥିବା କହିଛନ୍ତି ଏପି ସିଂହ । ବେଙ୍ଗାଲୁରୁରେ ଆୟୋଜିତ…
ରାଜ୍ୟ ଫୋଟୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୟପୁର ଗସ୍ତ August 9, 2025 Nirvay କୋରାପୁଟ ଜିଲ୍ଲାର ଜୟପୁର ଠାରେ “ସୁଭଦ୍ରା” ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୟପୁରରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଅବସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ…
ରାଜ୍ୟ ରକ୍ଷା ବନ୍ଧନରେ ଆସିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା August 9, 2025 Nirvay ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ବାଣ୍ଟିଛନ୍ତି । ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତିର ୫ ହଜାର ଟଙ୍କା…
ଦେଶ ବିଶ୍ୱ ଋଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ August 8, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି । ଏହି ଫୋନ୍ କଲ୍ ସମୟରେ, ପୁଟିନ୍ ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୋଦୀ । ଏକ୍ସରେ ଏନେଇ ପ୍ରଧାନମନ୍ତ୍ରୀ ମୋଦୀ…
ରାଜ୍ୟ ହୋମଗାର୍ଡ ଆଶାୟୀଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ August 8, 2025 Nirvay ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା…
ରାଜନୀତି ରାଜ୍ୟ ୧୮ ଅଗଷ୍ଟରେ ବରଗଡ଼ ଠାରେ ବିଜେଡିର ବିରାଟ ଚାଷୀ ସମାବେଶ August 8, 2025 Nirvay ରାଜ୍ୟରେ ବିଜେପି ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ କରିବ ବୋଲି ବିଜୁ ଜନତା ଦଳ ଆଜି ଘୋଷଣା କରିଛି । ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜୁ…
ରାଜନୀତି ରାଜ୍ୟ ନିୟମକୁ ଉଲଂଘନ କରି ତଦନ୍ତ କରୁଛି ପୋଲିସ: କଂଗ୍ରେସ August 7, 2025 Nirvay ଆଜି ପୂର୍ବାହ୍ନରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ବଳଙ୍ଗା ପୋଡି ଏବଂ ପଟ୍ଟାମୁଣ୍ଡାଇରେ ଘଟିଥିବା ସଦ୍ୟ ଆତ୍ମାହୁତି ତଦନ୍ତକୁ ନେଇ ସରକାର ଏବଂ ପୋଲିସର ନକରାତ୍ମକ ଭୂମିକା ବିଷୟରେ…
ରାଜ୍ୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ହେଲେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର August 7, 2025 Nirvay ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହସ୍ତତନ୍ତର…
ଦେଶ ରାଜନୀତି ରାହୁଲଙ୍କ ‘ଭୋଟ୍ ଚୋରି’ ଅଭିଯୋଗ ପରେ କର୍ଣ୍ଣାଟକ ସିଇଓଙ୍କ ନୋଟିସ August 7, 2025 Nirvay କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରାହୁଲ ଗାନ୍ଧୀଙ୍କୁ ଏକ ନୋଟିସ ଦେଇ ଭୋଟର ତାଲିକାରେ ହେରଫେର ଅଭିଯୋଗ ଉପରେ ଏକ ସତ୍ୟପାଠ ମାଗିଛନ୍ତି ।…
ରାଜ୍ୟ କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମାହୂତି ଘଟଣାରେ ଚିନ୍ତା ପ୍ରକଟ କଲେ ନବୀନ ପଟ୍ଟନାୟକ August 7, 2025 Nirvay କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଆଉ ଜଣେ ଛାତ୍ରୀ ନ୍ୟାୟ ପାଇଁ ନିବେଦନ କରିବା ପରେ ହତାଶ ହୋଇ ଆତ୍ମାହୂତି ଦେଇଥିବା ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରରକୁ ସମବେଦନା ଜଣାଇବା ସହିତ…