ଦେଶ ଉତ୍କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ August 20, 2025 Nirvay ଭାରତ ବୁଧବାର ଦିନ ‘ଅଗ୍ନି’ ସିରିଜ୍ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ କରିଛି । ସଂଧ୍ୟା ୬ ଟା ୩୦ ମିନିଟ୍ରେ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ଭଦ୍ରକ ଜିଲ୍ଲା…
ରାଜନୀତି ରାଜ୍ୟ ନିର୍ବାଚନ କମିସନ ବିଜେଡି ଠାରୁ ସତ୍ୟପାଠ ଦାବି କରିନାହାନ୍ତି: ବିଜେଡି August 19, 2025 Nirvay ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମିହିର ରାୟ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା…
ରାଜନୀତି ରାଜ୍ୟ ‘ଭୋଟ୍ ଚୋରି’ ପ୍ରସଙ୍ଗରେ ୪ ସେପ୍ଟେମ୍ବରରେ କଂଗ୍ରେସର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ August 19, 2025 Nirvay ଆସନ୍ତା ୪ ସେପ୍ଟେମ୍ବର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନିଷ୍ପତ୍ତି ନେଇଛି କଂଗ୍ରେସ । ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଚାରିଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଅନୁଷ୍ଠିତ ବିଭିନ୍ନ…
ତାଜା ଖବର ଦେଶ ପ୍ରକାଶ ପାଇଲା ନିଟ ପିଜି ପରୀକ୍ଷା ଫଳ August 19, 2025 Nirvay ପ୍ରକାଶ ପାଇଲା ଚଳିତ ବର୍ଷର ମେଡିକାଲ ସ୍ନାତ୍ତକତ୍ତୋର ଶିକ୍ଷା ପାଇଁ ଉଦ୍ଦିଷ୍ଟ ନିଟ୍ ପିଜି ପରୀକ୍ଷା ଫଳାଫଳ । ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ (ଏନବିଇଏମଏସ) ଆଜି ନିଟ୍ ପିଜି ୨୦୨୫ ର ଫଳାଫଳ ଘୋଷଣା କରିଛି…
ଖେଳ ଦେଶ ମହିଳା ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା August 19, 2025 Nirvay ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୫ ଜଣିଆ ଦଳ ଘୋଷଣା କରିଛି । ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା କରାଯାଇଛି । ତେବେ…
ରାଜନୀତି ରାଜ୍ୟ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ମନମୋହନ ସାମଲ August 19, 2025 Nirvay ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ ସାମଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି । ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।…
ରାଜ୍ୟ ବଳଙ୍ଗା ପୀଡ଼ିତାଙ୍କ ବୟାନ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ପ୍ରତି ହେଵ ଦୃଢ଼ କାର୍ଯ୍ୟାନୁଷ୍ଠାନ August 18, 2025 Nirvay ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଳଙ୍ଗା ପୀଡ଼ିତାଙ୍କ ବୟାନ । ତେବେ ଯିଏ ବଳଙ୍ଗା ପୀଡ଼ିତାଙ୍କ ବୟାନ ସମୟ ଭିଡିଓ ଭାଇରାଲ୍ କରିଛନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଵ ବୋଲି ପୁରୀ ଏସ୍ପି ପିନାକ ମିଶ୍ର ଚେତାବନୀ ଦେଇଛନ୍ତି ।…
ରାଜ୍ୟ ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ August 18, 2025 Nirvay ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ,…
ରାଜ୍ୟ ୧୦ ଟନ୍ ବିସ୍ଫୋରକ ଜବତ ଘଟଣା: ମାଇନିଂ କଂପାନୀ ସହ ମାଓ ଲିଙ୍କ୍ ଥିବା କହିଲେ ଏଡିଜି August 18, 2025 Nirvay କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବିସ୍ଫୋରକ ସାମଗ୍ରୀ ଚାଲାଣ ରାକେଟ୍କୁ ଠାବ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଜଗନ୍ନାଥପୁର ଗ୍ରାମରୁ ୧୦ ଟନ୍ ବିସ୍ଫୋରକ ଜବତ କରିବା ସହ ୩…
ରାଜନୀତି ରାଜ୍ୟ ଆସନ୍ତା ୪ ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ August 18, 2025 Nirvay ଆସନ୍ତା ୪ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ । ଭୋଟ ଚୋରି ଅଭିଯୋଗରେ କଂଗ୍ରେସର PAC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ଭବନରୁ ନିର୍ବାଚନ କମିଶନ ଯାଏଁ ଏହି ପଦଯାତ୍ରାରେ ହେବ ।…