Author: Nirvay

ବିଜେଡିରେ ଯୋଗ ଦେଲେ ସନ୍ତୃପ୍ତ ମିଶ୍ର

ବିଜେଡିରେ ଯୋଗ ଦେଲେ ବିଶିଷ୍ଟ କର୍ପୋରେଟ ବ୍ୟକ୍ତିତ୍ୱ ସନ୍ତୃପ୍ତ ମିଶ୍ର ।ବିଜୁ ଜନତା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ଆଜି ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ସନ୍ତୃପ୍ତ…

ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର, ଏହି ୩ ଜଣଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଘୋଷଣା । ୩ ଜଣଙ୍କୁ ମିଳିବ ଭାରତ ରତ୍ନ । ପୂର୍ବ ପ୍ରଧାନମନ୍ତ୍ରୀ ପି.ଭି.ନରସିହ୍ମା ରାଓଙ୍କୁ ମିଳିବ ଭାରତ ରତ୍ନ । ଏହା ସହିତ ପୂର୍ବ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମଧ୍ୟ ମିଳିବ…

ଗୋପାଳପୁରରୁ ବିଜେଡି ପାର୍ଥି ହେବେ ବିକ୍ରମ ପଣ୍ଡା

ଗଞ୍ଜାମ: ଗୋପାଳପୁରରୁ ବିକ୍ରମ ପଣ୍ଡା ହୋଇପାରନ୍ତି ବିଜେଡି ପ୍ରାର୍ଥୀ।ପ୍ରାର୍ଥୀତ୍ବ ନେଇ ଗ୍ରୀନ ସିଗନାଲ୍‌ ଦେଲେ ବିଜେଡି ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ।ସୂଚନା ଅନୁଯାୟୀ ବିକ୍ରମଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ ପଟ୍ଟନାୟକ। ବିକ୍ରମ ଜଣେ ଯୁବ ଓ ଟାଣୁଆ ସଂଗଠକ ବୋଲି…

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ବିଜେଡିରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା । ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦେଲେ ଇସ୍ତଫା । ଦଳର ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କୁ…

ଦେଶରେ ମୋଦି ଲହର, ଓଡ଼ିଶାରେ ବଢ଼ିବ ବିଜେପି: ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ

ନୂଆଦିଲ୍ଲୀ: ବିଜେପିର ଲହର ସାରା ଦେଶରେ ରହିଛି। ମୋଦୀ ମୋଦୀ ନାରା ଚାରିଆଡେ ଶୁଣିବାକୁ ମିଳିଛି। ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବଢ଼ିପାରେ ବିଜେପିର ଦବଦବା । ରାଜ୍ୟରେ ୨୧ଟି ଲୋକସଭା ସିଟରୁ ୧୦ଟି…

ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରୁଥିବା ନବୀନ ସରକାର ବିରୁଦ୍ଧରେ ବିକ୍ଷୋଭ କଲା ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି ବିଜୁ ଜନତା ଦଳ । ପରିକ୍ରମା ପ୍ରକଳ୍ପ ସମୟରେ ବିଜୁ ଜନତା ଦଳ ତରଫରୁ ଯେଉଁଭଳି ଭାବରେ…

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍

ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସେ କହିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶାର ଲକ୍ଷ୍ୟ ପୁରଣ ହେଉଛି। ରାଜ୍ୟର ଦୃଢ଼ ଆର୍ଥିକ ଅଭିବୃଦ୍ଧି ଯୋଗୁଁ ଦାରିଦ୍ର୍ୟ କମିଛି। କାହାକୁ…

ଓଡ଼ିଶାର ବଞ୍ଚିତ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ବିଲ ପାର୍ଲିଆମେଣ୍ଟରେ ପାରିତ

ଭୁବନେଶ୍ଵର: ଆଜି ଓଡ଼ିଶାର ବଞ୍ଚିତ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ବିଲ ପାର୍ଲିଆମେଣ୍ଟରେ ପାରିତ ହୋଇଛି। ଆଦିବାସୀ ମାନ୍ୟତାରୁ ବଞ୍ଚିତ ଧୁରୁଆ, କୋଣ୍ଡା ରେଡ୍ଡୀ,ଦୋରା(ଯାଥା – ମୁକା ଦୋରା ଓ ନୁକl ଦୋରା),ଚୁକ୍ଟିଆ ଭୁଂଜିଆ,ପାଉଡି ଭୂୟାଁ, ତାମଡିଆଙ୍କ ବିଭିନ୍ନ ବର୍ଗ,ସାରା, ରାଜୁଆଡ଼,ସେଲିଆ…

ଅର୍ପଣ ରଥରୁ ମିଳିଛି ୩ କୋଟି ୬ ଲକ୍ଷ

ପୁରୀ : ଅର୍ପଣ ରଥରୁ ୩ କୋଟିରୁ ଅଧିକ ଦକ୍ଷିଣା ମିଳିଛି। ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଏନେଇ ସୂଚନା ମିଳିଛି। ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭…

ଚିଟ ଫଣ୍ଡ ସଂସ୍ଥାରେ ଇଡି ଚଢ଼ାଉ

ଭୁବନେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ଉପରେ ବଡ଼ଧରଣର ଚଢ଼ାଉ । ଗୁରୁବାର ଗୋଲ୍ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ…