Author: Nirvay

GST ରେ ବଡ଼ ସଂସ୍କାର: ହଟିବ ୧୨% ଓ ୨୮% ଟିକସ ବ୍ୟବସ୍ଥା

୪ଟି ନୁହେଁ ୨ଟି ସ୍ଲାବରେ ହେବ ଜିଏସଟି । ୨ ଜିଏସଟି ହାର ପ୍ରସ୍ତାବକୁ ସମର୍ଥନ କରିଛି ଜିଏସଟି ପ୍ୟାନେଲ । ସୂଚନା ଅନୁସାରେ ୨ଟି ସ୍ଲାବ ବିଶିଷ୍ଟ ହେବ ଜିଏସଟି । ଗୋଟିଏ ହେଉଛି ୫% ସ୍ଲାବ ଓ ଅନ୍ୟଟି…

କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ କଟକଣା

କଟକର ପ୍ରସିଦ୍ଧ ଦୁର୍ଗାପୂଜା ମଣ୍ଡପଗୁଡ଼ିକରେ ମୂର୍ତ୍ତିର ଉଚ୍ଚତା କେତେ ରହିବ ସେ ନେଇ ଓଡିଶା ହାଇକୋର୍ଟ କଟକଣା ଜାରି କରିଛନ୍ତି । ସୁଉଚ୍ଚ ତୋରଣ ସହିତ ଇଲେକ୍ର୍ଟିକ ଗେଟ୍‌ ନିର୍ମାଣ ଉପରେ ଵି କଟକଣା ଜାରି କରିଛନ୍ତି ହାଇକୋର୍ଟ । ତେବେ…

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ ଏନଏସି । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତ ୧୬ ତାରିଖରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରେ ୧୨…

ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି । ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍‌ରୁ ସିଧା ସେ ନବୀନ ନିବାସ ଯାଇଛନ୍ତି । କହିରଖୁଛୁ ଯେ, ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ…

ନବୀନଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଖଡ୍‌ଗେ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ବୁଧବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ଖଡ୍‌ଗେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।…

ଛାତ୍ର କଂଗ୍ରେସ ପକ୍ଷରୁ “କ୍ୟାମ୍ପସ ଚଲୋ ଅଭିଯାନ” ର ଶୁଭାରମ୍ଭ

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ କରଣ ତାମସେତ ୱାର ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ…

ବାଦ୍ ପଡ଼ିଥିବା ୪୪ ଅଞ୍ଚଳକୁ ତୁରନ୍ତ ଏନଏସି
ମାନ୍ୟତା ଦିଅ: ବିଜେଡି

ବିଜେଡି ସରକାର ରାଜ୍ୟରେ ୫୬ଟି ନୂଆ ଏନଏସି ଘୋଷଣା କରିଥିଲେ, ଯାହା ମଧ୍ୟରୁ କେବଳ ୧୨ଟି ଅଞ୍ଚଳକୁ ଏନଏସି ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ କଡ଼ା ସମାଲୋଚନା କରିଛି । ରାଜ୍ୟ ସରକାର…

ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫

ଭାରତ ବୁଧବାର ଦିନ ‘ଅଗ୍ନି’ ସିରିଜ୍‌ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ କରିଛି । ସଂଧ୍ୟା ୬ ଟା ୩୦ ମିନିଟ୍‌ରେ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ଭଦ୍ରକ ଜିଲ୍ଲା…

ନିର୍ବାଚନ କମିସନ ବିଜେଡି ଠାରୁ ସତ୍ୟପାଠ
ଦାବି କରିନାହାନ୍ତି: ବିଜେଡି

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମିହିର ରାୟ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା…

‘ଭୋଟ୍‌ ଚୋରି’ ପ୍ରସଙ୍ଗରେ ୪ ସେପ୍ଟେମ୍ବରରେ କଂଗ୍ରେସର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଆସନ୍ତା ୪ ସେପ୍ଟେମ୍ବର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନିଷ୍ପତ୍ତି ନେଇଛି କଂଗ୍ରେସ । ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଚାରିଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଅନୁଷ୍ଠିତ ବିଭିନ୍ନ…