Author: Nirvay

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ସଭାପତି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ବିଜେଡି ପକ୍ଷରୁ ଜାରି କରାଯାଇଥିବା…

ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଖାଦ୍ୟ ସୁରକ୍ଷା…

ଜନବିରୋଧୀ ରାଜ୍ୟ ସରକାର ବଦଳାଇବା ପାଇଁ ବିସ୍ତୃତ କାର୍ଯ୍ୟଖସଡା ପ୍ରସ୍ତୁତି ଚାଲିଛି : ଓଡ଼ିଶା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ସ୍ଥାଣୁ ଏବଂ ଜନବିରୋଧୀ ସରକାରର ଶାସନ ଚାଲିଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ବଢିଚାଲିଛି । ବିକାଶ ପରିବର୍ତେ ବିନାଶ ଆଡକୁ ନେଇଯାଉଛି ବିଜେଡି ସରକାର । କେନ୍ଦ୍ର ସକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ

ବରଗଡ: କଂଗ୍ରେସର ପୂର୍ବତନ ବରଗଡ଼ ଜିଲା ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରଦେଶ…

ଶ୍ରୀଲଙ୍କା ଓ ମରିସସ୍‌ରେ ଆରମ୍ଭ ହେଲା ୟୁପିଆଇ ପେମେଣ୍ଟ ସେବା

ୟୁପିଆଇ ଆରମ୍ଭ ହେବା ପରେ ଦେଶର ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଆଜିର ଦିନରେ ଛୋଟ ବିକ୍ରେତା ଠାରୁ ଆରମ୍ଭ କରି ବଡ ଇ-କମର୍ସ କମ୍ପାନୀଗୁଡିକ ୟୁପିଆଇ ନେଟୱାର୍କ ସହିତ ସଂଯୁକ୍ତ । ପ୍ରତିବର୍ଷ ୟୁପିଆଇ…

ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

ପାଟନା: ପୁଣିଥିରେ ବାଜି ମାରିଲେ ନୀତିଶ କୁମାର। ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ହୋଇଥିବା ଆସ୍ଥା ଭୋଟ୍‌ରେ ନୀତିଶ କୁମାର ବିଜୟୀ ହୋଇଛନ୍ତି। ଏନ୍‌ଡିଏ ସପକ୍ଷରେ ମୋଟ ୧୨୯ଟି ଭୋଟ୍ ପଡ଼ିଛି। ସେପଟେ ବିରୋଧୀ ଦଳର ନେତାମାନେ ବିଧାନସଭା ଛାଡ଼ି…

ଦୂର ହେଲା ପାଞ୍ଜି ଦ୍ଵନ୍ଦ; ଏପ୍ରିଲ୍‌ ୧୪ରେ ପଣା ସଂକ୍ରାନ୍ତି

ପୁରୀ : ଦୂର ହେଲା ପାଞ୍ଜି ଦ୍ୱନ୍ଦ । ପାଞ୍ଜି ସମସ୍ୟା ନେଇ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ଆଉ ଏହି ବୈଠକରେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବା ନେଇ ନିଷ୍ପତ୍ତି ହୋଇଛି…

ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ। ସେ ଚିଠିରେ ଲେଖିଛନ୍ତି ଯେ ଯୋଡୋ ଯାତ୍ରା ବେଳେ ମୁଁ ଓଡ଼ିଶାର ସୁନ୍ଦରଗଡସ୍ଥିତ ସାଇ ସ୍ପେସିଆଲ୍ ଏରିଆ ଗେମ୍ସ (SAG) କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଅନେକ ହକି…

ମଞ୍ଚେଶ୍ବରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ୨ ଗିରଫ

ମଞ୍ଚେଶ୍ବରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ହୋଇଛି ବଡ଼ ଖୁଲାସା।ଆଜି ୨ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୋଲିସ।ତେବେ କାହିଁକି ଆକ୍ରମଣ କଲେ ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ ୨ଜଣଙ୍କୁ ଗିରଫ ସହ ୨ଟି ବାଇକ ଜବତ। ଗତକାଲି…

ଭାରତର କୂଟନୈତିକ ବିଜୟ; ୮ ଭାରତୀୟଙ୍କୁ ମୁକ୍ତ କଲା କତାର

ନୂଆଦିଲ୍ଲୀ: ଭାରତର ବଡ଼ କୂଟନୈତିକ ବିଜୟ । କତାର ଜେଲରୁ ମୁକୁଳିଲେ ୮ ପୂର୍ବତନ ନୌସେନା ଅଧିକାରୀ । ସେମାନଙ୍କ ମଧ୍ୟରୁ ୭ଜଣ ଭାରତ ଫେରିଛନ୍ତି । ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଦୀର୍ଘ ୧୮ ମାସ ହେଲା କତାର ଜେଲରେ…