Author: Nirvay

ସର୍ଟ ଭିଡିଓରେ ନବୀନ ବାବୁ କହୁଛନ୍ତି ନା AI : ସମୀର ମହାନ୍ତି

ଭୁବନେଶ୍ୱର : ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପିର ନେତାମାନେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡିଓର ସତ୍ୟତା…

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ରୋଡ ସୋ’

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ପ୍ରଚାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗୁଛନ୍ତି ଭୋଟ। ପ୍ରଥମେ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରିଛନ୍ତି ରୋଡ୍ ସୋ । ଏହା ପରେ କ୍ଷେତରାଜପୁର ଗୁଜରାଟୀ ସମାଜ…

ଦ୍ଵିତୀୟ ପର୍ଯ୍ୟାୟ ୭୩.୫୦% ମତଦାନ ହୋଇଛି , ଇଭିଏମରେ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ…

ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡି ଛାଡ଼ିଲେ ପୁଣି ଜଣେ ହେଭିୱେଟ ନେତା। ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତିପ୍ରକାଶଙ୍କ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ…

୨୫ ରୁ ରାଜ୍ୟରେ ବର୍ଷା

ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହେଲା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଏହା ୨୪ ତାରିଖ ସକାଳେ ଅବପାତର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ…

ସମ୍ବିତ ପାତ୍ର ଜିତିଲେ ୩ ମାସ ଭିତରେ ନୟାଗଡ଼ ଚିନିକଳ ଖୋଲିବ: ଅମିତ ଶାହ

ନୟାଗଡ଼: କେନ୍ଦ୍ର ଗୃୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ନିର୍ବାଚନୀ ପ୍ରଚାର ପାଇଁ ନୟାଗଡ଼ ଗସ୍ତ କରି ଥିଲେ । ଅମିତି ଶାହ ନୟାଗଡ଼ ଗସ୍ତ କରିଥିବା ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଭରିଛି । ସେ ସେଠାରେ ପୁରୀ…

କଂଟାମାଳ ୨ଟି ବୁଥରେ ହେବ ଆଉଥରେ ମତଦାନ

କନ୍ଧମାଳ : କନ୍ଧମାଳ ଲୋକସଭା ଅନ୍ତର୍ଗତ କଂଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ଆଉଥରେ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୩ତାରିଖରେ କଂଟାମାଳ ବିଧାନସଭା ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ମତଦାନ…

ଓଡ଼ିଶାରେ ବୁଥ୍‌ ରିଗିଂ ରୋକିବାକୁ କେନ୍ଦ୍ରୀୟ ଫୋର୍ସ ପ୍ରସ୍ତୁତ: ଅମିତ ଶାହ

ଚଳିତବର୍ଷ ବିଜେପି ଫୋକସ୍‌ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୂଆଁଧାର ପ୍ରଚାର । ଆଜି ସମ୍ବଲପୁରରେ ପ୍ରଚାର ପରେ ନୟାଗଡ଼ରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ମାଗିଲେ ଅପରାଜିତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସାଂସଦ ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡ଼ିଓରେ କହିଥିବା ପରେ ଅପରାଜିତ ଏହାର ପ୍ରମାଣ…

କାଲି ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ

ଭୁବନେଶ୍ୱର : ଓଡ଼ିଶାରେ ଲାଗିଛି ଏବେ ହେବିୱେଟ୍ ନେତାଙ୍କ ଭିଡ଼,ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣରେ ପ୍ରଭୁ ରାମଙ୍କ ଚରିତ୍ରରେ ବେଶ୍ ଜଣାଶୁଣା ତଥା ବରିଷ୍ଠ ବିଜେପି ନେତା ଅରୁଣ ଗୋଭିଲ କାଲି ଓଡିଶା ଆସୁଛନ୍ତି । ସେ ଓଡିଶାରେ ନିର୍ବାଚନ ପ୍ରଚାର…