Author: Nirvay

ବିନା CCTV ଯାଞ୍ଚରେ ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା ବୋଲଗଡ଼ର କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚାଲିଛି ତଦନ୍ତ। କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଘଟଣାର ସତ୍ୟତା ଜାଣିବା ପାଇଁ ସିସିଟିଭିକୁ ଯାଞ୍ଚ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି…

ବିଜେଡିକୁ ଘାରିଲାଣି ହାରିବା ଭୟ

ବିଜେପିର ହାଇଭୋଲଟେଜ ନେତା ଓ ତାଙ୍କର ଦମଦାର ପ୍ରଚାର ଦେଖି ବିଜେଡିକୁ ପରାଜୟ ଭୟ ଘାରିଲାଣି । ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ଦଳ ଛାଡି ବିଜେପିରେ ମିଶିବା ପରେ ୟେ ଭୟ ଦ୍ଵିଗୁଣିତ ହୋଇଯାଇଛି । ନିମାପଡ଼ାରେ…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ,ପାସ୍‌ ହାର ୯୬.୦୭%

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ରେଜଲ୍ଟ । ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ଏଥର ପୁଅଙ୍କ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି…

ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୭ ଶିଶୁ

ନୂଆଦିଲ୍ଲୀ : ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ଏଥିସହିତ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ,…

ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ବୋଲଗଡ ବ୍ଲକ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଯାଇଥିବା ଉତ୍ତେଜନାକୁ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ…

ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କୁ ଗିରଫ କରାଯାଉ: ବିଜେପି

ପରାଜୟ ଭୟରେ ହିଂସା ଆଚରଣ କରିବା ଆରମ୍ଭ କରିଛି ବିଜେଡି। ୨୫ବର୍ଷ ପରେ ଓଡ଼ିଶା ପରିବର୍ତ୍ତନ ମୁହାଁ ହୋଇଥିବା ବେଳେ ଏଥିରେ ବିଜେଡି ବିଧାୟକ ତଥା ନେତା ବିଚଳିତ ହୋଇ ପଡ଼ିଛନ୍ତି । ନିର୍ବାଚନ ବୁଥ୍ ବାହାରେ ଚିତ୍କାର କରିବା ସହ…

ନିର୍ବାଚନ ବେଳେ ଉତ୍ତେଜନା, ଧାରଣାରେ ବସିଲେ ବିଧାୟକ

ବୋଲଗଡ଼ ବଡ଼କୁମାରୀରେ ଭୋଟିଂ ବେଳେ ଉତ୍ତେଜନା । ପ୍ରଶାନ୍ତ ଜଗଦ୍ଦେବ ଭୋଟ୍‌ ଦେବାକୁ ଗଲା ବେଳେ ଅଟକାଇଥିଲେ କିଛି ଯୁବକ। ଯୁବକଙ୍କ କଥା ନମନିବାରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ବଚସା କରିବା ସହ ଚିହିଙ୍କି ଆସିଥିଲେ ଯୁବକମାନେ, ଯାହାକୁ ନେଇ ବୁଥ୍‌ରେ…

ବିଜେଡି ଓଡ଼ିଶାକୁ ଦେଉଛି ମାଫିଆ: ସ୍ମୃତି ଈରାନୀ

ଆଜି ଓଡ଼ିଶା ଗସ୍ତରେ ଆସି ପହଞ୍ଚି ଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ। ସେ ଆଜି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ଆୟୋଜିତ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଆଟାକ୍‌ କରିଛନ୍ତି। ପାଣ୍ଡିଆନଙ୍କୁ…

ରାସ୍ତା କଲେନି ସରକାର, ଭୋଟ ଦେଲେନି ଗାଁ ଲୋକ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁର ଲୋକ ଭୋଟ ବର୍ଜନ କରିଛନ୍ତି। ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ…

ଓମାନରେ ଫସିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ କରୁଛନ୍ତି ଗୁହାରି

ଓମାନ ଦେଶରେ ଫସିଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ। କାମ କରିବାକୁ ଯାଇ ଅତ୍ୟାଚାରର ଶିକାର ହୋଇଛନ୍ତି ଓଡ଼ିଆ ଯୁବକ। ଏଥିରେ ଗଞ୍ଜାମ ଜିଲ୍ଲାର ୫ ଜଣ, ଜଗତସିଂହପୁର ଓ ଖୋର୍ଦ୍ଧା ୨ ଜଣ ଯୁବକ ରହିଛନ୍ତି। ଜଣେ ଠିକାଦାର ମିଥ୍ୟା…