ଦେଶ ରାଜନୀତି ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦି June 6, 2024 Nirvay ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପୂର୍ବରୁ ସେ ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ…
ଦେଶ ରାଜନୀତି ୧୨ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡ଼ୁ June 6, 2024 Nirvay ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସେ ୯ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ୮ ତାରିଖରେ ପ୍ରଧାନମନ୍ତ୍ରୀ…
ରାଜନୀତି ରାଜ୍ୟ ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ June 6, 2024 Nirvay ଦିଲ୍ଲୀରୁ ଆସିଲା ଡାକରା । ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ । ଆସନ୍ତାକାଲି ଦଳର ସଂସଦୀୟ ବୋର୍ଡ ବୈଠକ ବସିବାକୁ ଯାଉଛି । ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏହା ହେଉଛି ‘ଭାରତୀୟ ଜନତା…
ରାଜନୀତି ରାଜ୍ୟ ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ June 5, 2024 Nirvay ଶୁଭସ୍ମିତା ନାୟକ: ଆଜି ଲୋକଙ୍କ ମୁହଁରେ ଗୋଟିଏ କଥା, ନବୀନ ପଟ୍ଟନାୟକଙ୍କ ପରାଜୟ ଓ ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ। ଜଣେ ଅଣଓଡ଼ିଆ ଆସି ଓଡ଼ିଶାବାସୀଙ୍କ ନେତୃତ୍ୱ ନେବେ ଓ ରାଜନୀତିର ମଙ୍ଗ ଧରିବେ, ଲୋକେ…
ରାଜନୀତି ରାଜ୍ୟ ୩ ବିଜେପି ବିଦ୍ରୋହୀ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନରେ ବିଜୟୀ June 5, 2024 Nirvay ରାଜ୍ୟ ବିଜେପି ତାର ତିନି ଜଣ ପ୍ରାର୍ଥୀ ମାହାଙ୍ଗାରୁ ସାରଦା ପ୍ରଧାନ, ଧର୍ମଶାଳାରୁ ହିମାଂଶୁ ସାହୁ ଓ ବଡ଼ମ୍ବାରୁ ବିଜୟ ଦଳବେହେରାଙ୍କୁ ଟିକଟ ନ ଦେବାରୁ ସେମାନେ ଦଳ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ତିନି…
ରାଜନୀତି ରାଜ୍ୟ ନୂଆ ଇତିହାସ ରଚିଲା ଓଡ଼ିଶା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ June 4, 2024 Nirvay ଭୁବନେଶ୍ୱର, ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ…
ରାଜନୀତି ରାଜ୍ୟ ହାରିଲେ ମନମୋହନ June 4, 2024 Nirvay ରାଜ୍ୟରେ ଭାଜପାର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଚାନ୍ଦବାଲିରେ ଦଳକୁ ପରାଜୟର ସାମନା କରିବାକୁ ପଡିଛି। ବିଜପିର ଜଣେ ହେଭି ୱେଟ ନେତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି । ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ…
ରାଜନୀତି ରାଜ୍ୟ କଣ୍ଟାବାଞ୍ଜିରୁ ହାରିଲେ ନବୀନ June 4, 2024 Nirvay ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଏହି ନିର୍ବାଚନ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟୀ…
ରାଜନୀତି ରାଜ୍ୟ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ June 4, 2024 Nirvay ଭୁବନେଶ୍ୱର : ଇସ୍ତଫା ଦେବେ ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳିରୁ ଜିତିଥଲେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଛନ୍ତି।…
ରାଜନୀତି ରାଜ୍ୟ ଦିଗପହଣ୍ଡିରେ ଚମକିଲେ ସିଦ୍ଧାନ୍ତ June 4, 2024 Nirvay ବିଜେଡି ଗଡରେ ବିଜୟୀ ହେଲା ବିଜେପି । ଦିଗପହଣ୍ଡିରେ ଜିତିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇ ଜିତିଛନ୍ତି ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର । କହିରଖୁଛୁ ଯେ, ବିପ୍ଲବ…