Author: Nirvay

ସ୍ଥାନାନ୍ତର ଓ ମରାମତି ପରେ ଗଣତି

ରତ୍ନଭଣ୍ଡାର ଓ ଅଳଙ୍କାର ସମ୍ପର୍କରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣାଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି । ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ୱାରା ମରାମତି ସାରିବା…

ରଥରେ ୨ ଅଧିକାରୀ ଚଢ଼ିବା ଘଟଣା: ପ୍ରମାଣ ଦେଲା ପ୍ରଶାସନ

ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ୨ ଅନଧିକୃତ ସରକାରୀ ଅଧିକାରୀ ରଥରେ ଚଢ଼ିଥିଲେ। ଏହି ଘଟଣାରେ ଏତଲା ହେବା ପରେ ଫଟୋ ଓ ଭିଡିଓ ଫୁଟେଜ୍‌ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରାଯାଇଛି। ପେନ୍ ଡ୍ରାଇଭରେ ପୋଲିସକୁ ଫୁଟେଜ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

୧୮ରେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ରତ୍ନଭଣ୍ଡାର ଖୋଲୁଥିବାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇଛନ୍ତି । ସକାଳ ୯ଟା ପରେ…

୧୮ରେ ଖୋଲିବ ରତ୍ନଭଣ୍ଡାର

ଆସନ୍ତା ୧୮ ତାରିଖ ଗୁରୁବାର ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ଜଷ୍ଟିସ ରଥଙ୍କ ସୂଚନା। ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫…

୧୯ରେ ଓଡ଼ିଶା ଆସିବେ ନଡ୍ଡା

ଆସନ୍ତା ୧୯ ତାରିଖରେ ଆସନ୍ତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ୧୯ ଓ ୨୦ରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବ। ଉକ୍ତ ବୈଠକରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା।…

ସିଂହଦ୍ବାରରେ ଲାଗିଲା ୩ ରଥ

ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ଯାଇଛି ମହାପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାରରେ ପହଞ୍ଚିଥିଲେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ, ଶେଷରେ…

ଅନ୍ତରୀଣ ବଜେଟରେ ଦକ୍ଷତା ବିକାଶ ପାଇଁ ପ୍ରାୟ ୩୧ କୋଟି ଆବଣ୍ଟନ

ସ୍ଥାନୀୟ ୱାର୍ଲ୍‌ଡ ସ୍କିଲ ସେଣ୍ଟରଠାରେ ଆଜି ବିଶ୍ବ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇ । ଓଡିଶାକୁ ଦକ୍ଷ ମାନବ ସମ୍ବଳ କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି…

ରତ୍ନଭଣ୍ଡାର ପ୍ରସଙ୍ଗ: ଘନେଇଲା ଚାବି ବିବାଦ

ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ? ଆପେ ଖସିଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲା? କାହିଁକି ଡୁପ୍ଲିକେଟ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ…

ପ୍ରତି ସୋମବାର ଅଭିଯୋଗ ଶୁଣିବେ ୨ ମନ୍ତ୍ରୀ: ମନମୋହନ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ଅଭିଯୋଗ ଶୁଣିବେ ୨ ମନ୍ତ୍ରୀ। ଆଜି ଅଭିଯୋଗ ଶୁଣୁଛନ୍ତି ପରିବହନ ମନ୍ତ୍ରୀ ରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଶୁଣାଣି ନେଇ ରାଜ୍ୟ ବିଜେପି ସଭାପତି ମନମୋହନ…

ଆରମ୍ଭ ହେଲା ରଥଟଣା

ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା। ୯ ଦିନ ମାଉସୀ ଘରେ ରହି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବା ପରେ ଏବେ ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ହୋଇଛି। ଘଣ୍ଟଘଣ୍ଟା,…