ରାଜନୀତି ରାଜ୍ୟ ଓଡ଼ିଶାରେ ନୂଆ ସରକାର: କଣ ରହିବ ମୁଖ୍ୟ ଆହ୍ୱାନ June 11, 2024 Nirvay ପ୍ରାୟ ଅଢ଼େଇ ଦଶନ୍ଧି ପରେ ରାଜ୍ୟବାସୀ ଦେଖିବେ ନୂଆ ମୁଖ୍ୟମନ୍ତ୍ରୀ। ନୂତନ ସରକାର ଗଠନ ହେବ। ନୂଆ ମନ୍ତ୍ରୀମଣ୍ଡଳ ଦେଖିବାକୁ ମିଳିବ। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଢ଼ିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ ଧନଖଡ଼ଙ୍କ ଶରଣରେ ବିଜେଡି ନେତା ସସ୍ମିତ ପାତ୍ର June 11, 2024 Nirvay ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଶରଣ ପଶିଛନ୍ତି ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର। ବିଜେଡି ସତ୍ତା ହରାଉଥିବା ଦେଖି ସେ ଆଉ ବିଜେପିରେ ଯୋଗଦେବାକୁ ଯୋଜନା କରିନାହାଁନ୍ତି ତ। ସେ ହଠାତ ଦିଲ୍ଲୀ ଯାଇ ଧନଖଡ଼ଙ୍କୁ ଭେଟିବା…
ରାଜନୀତି ରାଜ୍ୟ ପାଣ୍ଡିଆନଙ୍କ ଗର୍ବ, ଅହଂକାର ଓ ଆତ୍ମବଡ଼ିମାର ପତନ June 10, 2024 Nirvay ପାଣ୍ଡିଆନଙ୍କ ଗର୍ବ ଭାଙ୍ଗିଛି। ଅହଂକାର ଓ ଆତ୍ମବଡ଼ିମାର ପତନ ହୋଇଛି। ତାଙ୍କ ନିଜର ଗର୍ବ ଭାଙ୍ଗିବା ସହ ସେ ବିଜୁ ଜନତା ଦଳ ପତନର କାରଣ ମଧ୍ୟ ହୋଇଛନ୍ତି ଯାହା ସମର୍ଥକଙ୍କ ମନରେ ଆଘାତ ଦେଇଛି। ରାଜନୈତିକ ସମୀକ୍ଷକମାନେ ଏହା ଉପରେ…
ରାଜନୀତି ରାଜ୍ୟ ବିଜେଡିର ପତନ ଆରମ୍ଭ ହେଲା : ପ୍ରଶାନ୍ତ ଜଗଦ୍ଦେବ June 10, 2024 Nirvay ଇଭିଏମ୍ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଜେଲ୍ରୁ ବାହାରିବା ପରେ ଗର୍ଜିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସର୍ତ୍ତ ମୂଳକ ଜାମିନ ପରେ ଜେଲ୍ରୁ ବାହାରିବା ପରେ ଶ୍ରୀ…
ଦେଶ ଜେଇଇ ଆଡ୍ଭାନ୍ସଡ ଟପ୍ପର ହେଲେ ବେଦ ଲାହୋଟି June 10, 2024 Nirvay ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ୍ଭାନ୍ସଡ ଫଳ ପ୍ରକାଶ ପାଇଛି। ଆଇଆଇଟି ମାଡ୍ରାସ ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବେଦ ଲାହୋଟି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ ୩୬୦ ନମ୍ବରରୁ ୩୫୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ…
ଦେଶ ରାଜନୀତି ରାଜ୍ୟ ମୋଦି ୩.୦ : କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀ June 9, 2024 Nirvay ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ…
ଦେଶ ଆତଙ୍କବାଦୀ ଆକ୍ରମଣରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା : ୧୦ ମୃତ June 9, 2024 Nirvay ରବିବାର ଦିନ ଜମ୍ମୁକଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡିଛି | ଜମ୍ମୁକାଶ୍ମୀରର ରିୟାସି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି | ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, ପରେ…
ରାଜନୀତି ରାଜ୍ୟ ମୋଦି ୩.୦: ଓଡ଼ିଶାରୁ ସ୍ଥାନ ପାଇଲେ ୩ ମନ୍ତ୍ରୀ June 9, 2024 Nirvay ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ…
ଦେଶ ୩ୟ ଥର ଶପଥ ନେଲେ ନରେନ୍ଦ୍ର ମୋଦି June 9, 2024 Nirvay ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ସଂଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ ପାଠ କରାଇଛନ୍ତି । ଏହା…
ରାଜ୍ୟ ଜୁନ ୧୮ରୁ ଖୋଲିବ ସ୍କୁଲ : କ୍ୟାମ୍ପସ ପରିଷ୍କାର ରଖିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ June 9, 2024 Nirvay ସରିବାକୁ ଯାଉଛି ଖରାଦିନ ଛୁଟି ।ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ୧୮ତାରିଖରୁ ସ୍କୁଲ ଖୋଲିବ । ଏହାର ସପ୍ତାହେ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ପରିଷ୍କାର କରିବାକୁ ନିର୍ଦ୍ଦେଶ ରାଜ୍ୟ ଶିକ୍ଷାବିଭାଗ…