ଦେଶ ବୁଡ଼ିଲା ତେଲ ଟ୍ୟାଙ୍କର: ୧୩ ଭାରତୀୟ ନିଖୋଜ July 17, 2024 Nirvay ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ବୁଡ଼ି ୧୬ ଜଣ ନିଖୋଜ ହୋଇଛନ୍ତି । ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ, ୩ ଶ୍ରୀଲଙ୍କା ନାଗରିକ ଥିବା ସୂଚନା ମିଳିଛି। ନିଖୋଜଙ୍କୁ ଖୋଜିବାକୁ ଜାହାଜ ଓ ଏୟାରକ୍ରାଫ୍ଟ ପଠାଇଛି ଭାରତ। ଓମାନ ଜାହଜ ସହ…
ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ July 16, 2024 Nirvay ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁରଲୀଧରଙ୍କ ଅତ୍ୟନ୍ତ ଗରିବ। ମୁମ୍ବାଇରୁ ମୃତଦେହ ଆଣିବା ପାଇଁ…
ରାଜ୍ୟ କଂଗ୍ରେସ ଭବନ ଆଗରେ ପାଟିତୁଣ୍ଡ କରିଛନ୍ତି ବହିଷ୍କୃତ ନେତ୍ରୀ July 16, 2024 Nirvay ମଙ୍ଗଳବାର କଂଗ୍ରେସ ଅଫିସରେ ଆଉ ଥରେ ହାଇଡ୍ରାମା ହୋଇଛି। ପିସିସି ସଭାପତିଙ୍କ ଅଫିସ୍ ଆଗରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କଂଗ୍ରେସସ ଭବନ ଗେଟ ସମ୍ମୁଖରେ ବସି ପିସିସି ସଭାପତି ସାର୍ଟ ପଟ୍ଟନାୟକଙ୍କୁ ନ୍ୟାୟ ମାଗିଲେ ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା…
ରାଜ୍ୟ ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ: ବାଡ଼ଗ୍ରାହୀ July 16, 2024 Nirvay ରତ୍ନଭଣ୍ଡାର ଚାବି ନେଇ ବୟାନ ଦେଲେ ପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି। ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ ବୋଲି କହିଲେ ଜଗୁନି। ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି।…
ରାଜ୍ୟ ସୁନାବେଶ ପାଇଁ ୧୯୦ ପ୍ଲାଟୁନ ଫୋର୍ସ ମୁତୟନ July 16, 2024 Nirvay ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ସୁନାବେଶ । ସୁନାବେଶ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ସୁନାବେଶରେ ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ। ଏ ନେଇ ପୁରୀ ଏସ୍ପି ପିନାକ…
ରାଜ୍ୟ ଏଏସ୍ଓଙ୍କୁ ମାଡ଼ ଘଟଣା: ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ July 16, 2024 Nirvay ଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି…
ରାଜ୍ୟ ସ୍କୁଲ ଚାଲିଥିବାବେଳେ ପଶିଆସିଲା ଭାଲୁ July 16, 2024 Nirvay ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣାରେ ସ୍କୁଲ ଚାଲିଥିବାବେଳେ ଭାଲୁ ପଶିଆସିଲା। ସ୍କୁଲର ନିର୍ମାଣାଧୀନ କୋଠାରେ ପଶିଯାଇଛି ଭାଲୁ। ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଏବେ ବି ଭାଲୁ ସ୍କୁଲ ପରିସରରେ ଶୋଇଥିବା ସୂଚନା ମିଳିଛି। ସ୍କୁଲର ପାଚେରୀ ନଥିବାରୁ…
ରାଜ୍ୟ ସ୍ଥାନାନ୍ତର ଓ ମରାମତି ପରେ ଗଣତି July 16, 2024 Nirvay ରତ୍ନଭଣ୍ଡାର ଓ ଅଳଙ୍କାର ସମ୍ପର୍କରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣାଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି । ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ୱାରା ମରାମତି ସାରିବା…
ରାଜ୍ୟ ରଥରେ ୨ ଅଧିକାରୀ ଚଢ଼ିବା ଘଟଣା: ପ୍ରମାଣ ଦେଲା ପ୍ରଶାସନ July 16, 2024 Nirvay ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ୨ ଅନଧିକୃତ ସରକାରୀ ଅଧିକାରୀ ରଥରେ ଚଢ଼ିଥିଲେ। ଏହି ଘଟଣାରେ ଏତଲା ହେବା ପରେ ଫଟୋ ଓ ଭିଡିଓ ଫୁଟେଜ୍ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରାଯାଇଛି। ପେନ୍ ଡ୍ରାଇଭରେ ପୋଲିସକୁ ଫୁଟେଜ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ରାଜ୍ୟ ୧୮ରେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା July 16, 2024 Nirvay ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ରତ୍ନଭଣ୍ଡାର ଖୋଲୁଥିବାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇଛନ୍ତି । ସକାଳ ୯ଟା ପରେ…