Author: Nirvay

ଗାଡ଼ି ପାର୍କିଙ୍ଗକୁ ନେଇ ଡବଲ ମର୍ଡର ଘଟଣା: ୨ ଗିରଫ

ଭୁବନେଶ୍ବର ଗାଡ଼ି ପାର୍କିଙ୍ଗକୁ ନେଇ ଡବଲ ମର୍ଡର ଘଟଣାରେ ୨ ଅଭିଯୁକ୍ତ ଗିରଫ କରିଛି ପୋଲିସ। ପ୍ରଦୀପ ମଲ୍ଲିକ ଏବଂ ଗଣେଶ ମଲ୍ଲିକଙ୍କୁ ଚଣ୍ଡିଖୋଲରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ହତ୍ୟା ସମୟରେ ବ୍ୟବହୃତ ଏକ ଗାଡି ଜବତ ହୋଇଛି। ଏଥିସହ…

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ସ୍ପଷ୍ଟତା ଦରକାର: ଆଇନ ମନ୍ତ୍ରୀ

୨୦୨୪ ସାଧାରଣ ନିର୍ବାଚନ ବେଳେ ଓ ତା’ ପୂର୍ବରୁ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ଚକ୍କର କାଟୁଥିଲେ ଭି.କେ ପାଣ୍ଡିଆନ। ଲୋକଙ୍କ ସହିତ ସେଲ୍‌ଫି ଉଠାଇବା ସହ ଅଭିଯୋଗ ସଂଗ୍ରହ କରୁଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ତଥ୍ୟ ମାଗି…

ପୋଲିସ-ଗୋରୁ ମାଫିଆ ମୁହାଁମୁହିଁ: ଗୋରୁ ବେପାରୀ ଗୁରୁତର

କେନ୍ଦୁଝର ପଣ୍ଡାପଡ଼ ଥାନା ପିଠାଗୋଳାରେ ୩ଟି ପିକଅପରେ ଗୋରୁଚାଲାଣ ହେଉଥିବା ଖବର ପାଇ ପୋଲିସ ପିଛା କରିଥିଲା । ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୋରୁ ମାଫିଆାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସ ପାଲଟା ଗୁଳିଚାଳନା କରିବାରୁ ଜଣେ ଗୋରୁ…

ଆଳୁ ଜଗିଛି ସିସିଟିଭି

ଓଡ଼ିଶାରେ ଆଳୁ ରାଜନୀତି ସରଗରମ ହେଉଥିବାବେଳେ ପଶ୍ଚିମବଙ୍ଗ ସରକାରର ବୈମାତୃକ ମନୋଭାବ ସମସ୍ୟାକୁ ଦ୍ବିଗୁଣିତ କରିଛି। ଏପଟେ ଓଡ଼ିଶା ବଜାରରେ ଆଳୁ ଦର କିଲୋ ପ୍ରତି ୪୦ରୁ ୫୦ ଟଙ୍କା ବିକ୍ରି ହେଉଥିବା ବେଳେ ଖାଉଟିଙ୍କୁ ବାଧୁଛି। ସେପଟେ ଅସହଯୋଗର ସବୁ…

ପି.ଆର ଶ୍ରୀଜେଶ ଜୁନିୟର ପୁରୁଷ ହକି ଟିମର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ଷ୍ଟାର ପ୍ଲେୟାର ପି.ଆର ଶ୍ରୀଜେଶ ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ଅବସର ନେଇଥିଲେ। ଏହା ମଧ୍ୟରେ ହକି ଇଣ୍ଡିଆ ଶ୍ରୀଜେଶଙ୍କ ଏକ ବଡ଼ ଦାୟିତ୍ୱ ଦେଇଛି। ଅବସରପ୍ରାପ୍ତ ଗୋଲକିପର…

ଆଦାନୀ ମାମଲାରେ ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ଟାର୍ଗେଟ – ସେବି ମୁଖ୍ୟ

ପୂର୍ବରୁ ଆଦାନୀ ଗ୍ରୁପକୁ ଟାର୍ଗେଟ କରିଥିବା ହିଣ୍ଡେନବର୍ଗ ଏଥର ବଜାର ନିୟନ୍ତ୍ରକ ସେବିକୁ ଟାର୍ଗେଟ୍ କରିଛି। ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଯାଇଛି ଯେ, ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ମଧ୍ୟ ଆଦାନୀ ଗ୍ରୁପ୍ ସହିତ ଜଡିତ। ୧୮ ମାସ ବିତିଯାଇଥିଲେ ମଧ୍ୟ…

ବ୍ରୋଞ୍ଜ ପଦକ ଜିତିଲେ ଭାରତର କୁସ୍ତିଯୋଦ୍ଧା ଅମନ ସେରାଓ୍ଵତ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଜି ଭାରତର ୧୪ତମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬ଟି ପଦକ ଜିତିସାରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ସୁଟିଂ, ହକି ଏବଂ ଜାଲଭିନରେ ପଦକ ଜିତିଛି। ଏବେ ୧୪ତମ ଦିନରେ ଭାରତକୁ ମିଳିଛି…

ଓଡ଼ିଶା ପାଇଁ ୩ଟି ରେଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ

କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ବଡ଼ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୮ଟିରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ…

ଆଇଏନଏସ ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ

ଆଇଏନଏସ ଚିଲିକାରେ ଅଗ୍ନିବୀରମାନଙ୍କ ଚିତାକର୍ଷକ ପାସିଂ ଆଉଟ୍ ପରେଡ୍ ଦେଖିବାକୁ ମିଳିଛି। ଚିଲିକା ନାଭାଲ ବେସରୁ ଆଜି ୪ର୍ଥ ବ୍ୟାଚରେ ମୋଟ ୧୩ ଶହ ୮୯ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ଆନୁଷ୍ଠାନିକ…

ମୋଦି-ରାହୁଲ ଟି’ ଟାଇମ

ସଂସଦ ସରିଲା ପରେ ମୋଦି ଏବଂ ରାହୁଲଙ୍କ ଚା’ ବୈଠକ ହୋଇଥିଲା। ସଂସଦ ପରିସରରେ ବୈଠକ ବସିଥିଲା। ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗଦେଇଥିଲେ। ଅମିତ…