Author: Nirvay

ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ୧୪ ତାରିଖ ଯାଏଁ ରହିବେ । ୧୩ ତାରିଖରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।…

ପ୍ରଥମ ଦିନିକିଆ: ୪ ୱିକେଟରେ ଇଂଲଣ୍ଡକୁ ହରାଇ ଭାରତ ବିଜୟୀ

ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି । ଇଂଲଣ୍ଡ ଦଳ ଦ୍ୱାରା ଦିଆଯାଇଥିବା ୨୪୯ ରନର ଟାର୍ଗେଟକୁ ଭାରତୀୟ ଦଳ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।…

ମୋ ବସ୍‌ ଧକ୍କାରେ ୨ ଯୁବତୀ ଗୁରୁତର, କେବେ ମିଳିବ ମୋ ବସ୍ ଦୁର୍ଘଟଣାରୁ ତ୍ରାହି?

ମୋ ବସ୍ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ମୋ ବସ୍‌ ଧକ୍କାରେ ନାବଳିକାଙ୍କ ଜୀବନ ଚାଲିଯିବା ଘଟଣାକୁ ୨ ଦିନ ବିତିଥିବା ବେଳେ ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍‌ । ଚନ୍ଦ୍ରଶେଖରପୁର ବିଡିଏ ଛକରେ ଧକ୍କା ଦେଇଛି…

ଡମ୍ବରୁ ଧରି ଖଣ୍ଡଗିରି ମେଳାରେ ରାଣୀ ପ୍ରିୟଦର୍ଶିନୀ; ଘଉଡାଇଲେ ସାଧୁ

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ଦୟା ନଦୀରେ ବୁଡ଼ ପକାଇ, ଡମ୍ବରୁ ଧରି ଗେରୁଆ ବସ୍ତ୍ର ପିନ୍ଧି, ଟିକା ତିଳକ ମାରି, ହର୍ ହର୍ ମହାଦେବ କହି ଖଣ୍ଡଗିରି ମେଳାରେ ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା…

ଏକଜିଟ୍ ପୋଲ୍ ସର୍ଭେ; ୨୭ ବର୍ଷ ପରେ ଦିଲ୍ଲୀରେ ପୁଣି ଆସିବ ବିଜେପି!

୨୭ ବର୍ଷ ପରେ ପୁଣି ଥରେ ବିଜେପି ଦିଲ୍ଲୀ ଦଖଲ କରିବ! ୯ଟି ଏକଜିଟ୍ ପୋଲ୍‌ ଫଳାଫଳ କହୁଛି, ୨୭ ବର୍ଷ ପରେ ଦିଲ୍ଲୀରେ ପୁଣି କଡ଼ ଲେଉଟାଇବ ଇତିହାସ । ଦିଲ୍ଲୀର ୭୦ ବିଧାନସଭା ଆସନର ମତଦାନ ସରିବା ପରେ…

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ

ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ୧୫ ଜଣିଆ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ପୁରୀଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପୁରୀ ରାଜଭବନରେ ପୁରୀ ପୌର ପାଳିକା…

ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା; ୪୫ ଦିନରେ ଆସିବ ରେଜଲ୍ଟ

ଚଳିତ ମାସ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ…

ଆସନ୍ତାକାଲି ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରୟାଗରାଜ ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ସୂତ୍ର ଅନୁଯାୟୀ କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାଗରାଜ ଗସ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ ଦିନ ହେବ । ପ୍ରଧାନମନ୍ତ୍ରୀ ମୋଦି କାଲି ଦିନ ୧୧…

ଡବଲ ଇଞ୍ଜିନ ସରକାରଙ୍କ ରେଳ ବଜେଟ ନୈରାଶ୍ୟଜନକ: ବିଜେଡି

କେନ୍ଦ୍ର ରେଳ ବଜେଟ ସମ୍ବନ୍ଧରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ଏହାକୁ ଏକ ଫମ୍ପା ଶବ୍ଦ ଓ ପ୍ରଚାର ସର୍ବସ୍ୱ ବୋଲି କହିଛି…

ମାର୍ଚ୍ଚ ୧୫ ସୁଦ୍ଧା ନୂତନ ଶିକ୍ଷାବର୍ଷର ବହି ବଣ୍ଟନ କରିବାକୁ ନିର୍ଦ୍ଦେଶ

ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ । ଆସନ୍ତା ଏପ୍ରିଲରୁ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ପାଠ୍ୟପୁସ୍ତକ ପହଞ୍ଚିବ । ଏ ନେଇ ସବୁ ଜିଲ୍ଲା…