ତାଜା ଖବର ଦେଶ ଗୁଜରାଟରେ ବନ୍ୟା ସ୍ଥିତି; ୨ ଦିନରେ ୨୯ ମୃତ August 29, 2024 Nirvay ଜଳମଗ୍ନ ହେଲା ଗୁଜରାଟ। ଚାରିଆଡେ ଲାଗିଲା ବର୍ଷାର କର୍ଫ୍ୟୁ। ପ୍ରବଳ ବର୍ଷା ପରେ ହୋଇଛି ଜଳପ୍ରଳୟ। ବନ୍ୟା ସ୍ଥିତି ଉପୁଜିଛି। ଫଳରେ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ…
ତାଜା ଖବର ଦେଶ ଜାମ୍ମୁ କାଶ୍ମୀରରେ ୩ ଆତଙ୍କୀ ନିହତ August 29, 2024 Nirvay ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଜାମ୍ମୁ କାଶ୍ମୀର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାଡ଼ା ଜିଲ୍ଲାର ଏଲ୍ଓସି ନିକଟରେ ପୃଥକ ପୃଥକ ୨ଟି ଏନ୍କାଉଣ୍ଟର ହୋଇଛି । ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଏନ୍କାଉଣ୍ଟର ହୋଇଛି।…
ତାଜା ଖବର ରାଜ୍ୟ ଚିକିଟି ମଦ ମୃତ୍ୟୁ ଘଟଣା; ସାଲିଆ ସାହିରେ ବୁଲିଲା ବୁଲଡୋଜର August 29, 2024 Nirvay ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚଢ଼ଉ ଜାରି ରହିଛି । ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି।…
ତାଜା ଖବର ଦେଶ ରାଜ୍ୟ ଓଡ଼ିଶା ସମ୍ପର୍କରେ ମନ୍ତବ୍ୟ ପାଇଁ ମମତା ବାନାର୍ଜୀଙ୍କୁ ମୋହନ ମାଝୀଙ୍କ ଭର୍ତ୍ସନା August 28, 2024 Nirvay ଓଡ଼ିଶା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ତ୍ସନା କରିଛନ୍ତି। ଆପଣଙ୍କୁ ଏ ଅଧିକାର କିଏ ଦେଲା ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ? ଓଡ଼ିଶା ଏକ ଶାନ୍ତିପ୍ରିୟ…
ତାଜା ଖବର ରାଜ୍ୟ ଓଡ଼ିଶାକୁ ୪ ହଜାର ୩୨୪ କୋଟିର ନୂତନ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି August 28, 2024 Nirvay ଓଡ଼ିଶାର ଦୁଇ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ବରଗଡ ରୋଡ ଓ ନୂଆପଡା ରୋଡ ୧୩୮କିମି ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨ହଜାର ୯୨୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।…
ତାଜା ଖବର ରାଜ୍ୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବାକୁ ହାଇକୋର୍ଟଙ୍କ ନୋଟିସ August 28, 2024 Nirvay ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବା ସମ୍ପର୍କିତ ମାମଲାରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ୮ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି। ପୁରୀରେ ୧୦ ହଜାର…
ତାଜା ଖବର ଦେଶ କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କୁ ସସ୍ପେଣ୍ଡ କଲା ଆଇଏମଏ August 28, 2024 Nirvay କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତଦନ୍ତ ବେଳେ ଆରଜି କର ମେଡିକାଲ କଲେଜରେ ହୋଇଥିବା ଅର୍ଥନୈତିକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଥିଲା। ଏହି ଘଟଣାରେ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ନିଲମ୍ବିତ…
ତାଜା ଖବର ଦେଶ ସରକାରୀ ସ୍କିମରେ ଇନଫ୍ଲ୍ୟୁଏନସରଙ୍କୁ ସୁଯୋଗ August 28, 2024 Nirvay ବର୍ତ୍ତମାନର ଯୁବପିଢ଼ି ସୋସିଆଲ ମିଡ଼ିଆ ପ୍ରତି ଅଧିକ ଆକୃଷ୍ଟ। ଏଥିସହ ଅନେକ ସୋସିଆଲ ମିଡ଼ିଆ ମାଧ୍ୟମରେ ରୋଜଗାର ମଧ୍ୟ କରୁଛନ୍ତି। ଏହାକୁ ବେଶୀ ପସନ୍ଦ ମଧ୍ୟ କରାଯାଉଛି। ସୋସିଆଲ ମିଡିଆରେ ପିଲାମାନେ ଅଧିକ ଆକ୍ଟିଭ ରହୁଛନ୍ତି। ଯୁବପିଢ଼ି ନିଜର ସୃଜନଶୀଳତା ଯୋଗୁଁ…
ବ୍ୟବସାୟ ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର August 28, 2024 Nirvay ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର। ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି କୁକୁର ଛଡ଼ାଯିବ। ୭ଟି ବନଖଣ୍ଡରେ ଛଡ଼ାଯିବ ୧୦ଟି ସନ୍ଧାନୀ କୁକୁର। ବଢ଼ୁଥିବା…
ତାଜା ଖବର ରାଜ୍ୟ ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା August 28, 2024 Nirvay ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ବୋଲି କହି ହେବନି। ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଛି। ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ…